Latest Odisha News

BREAKING NEWS

Browsing Category

କ୍ରିକେଟ

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାଜକୁ ହରାଇଲା ଭେଲୋସିଟି

ମୁମ୍ବାଇ: ଚଳିତ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟରେ ମଙ୍ଗଳବାର ଦୀପ୍ତି ଶର୍ମା ନେତୃତ୍ୱାଧୀନ ଭେଲୋସିଟି ୭ ୱିକେଟରେ ସୁପରନୋଭାଜକୁ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ ହୋଇଛି । ସୁପରନୋଭାଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୦ ରନ…

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ୟଙ୍ଗ ଇଣ୍ଡିଆ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଏବଂ ଇଂଲଣ୍ଡ ବିପକ୍ଷ ବକେୟା ଟେଷ୍ଟ ମ୍ୟାଚ ପାଇଁ ରବିବାର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ କେଏଲ ରାହୁଲ ନେତୃତ୍ୱାଧିନ ଘୋଷିତ ଦଳରେ ପେସ ବୋଲର ଉମରାନ…

ଏଥର ବି ଆଇପିଏଲରେ ଖେଳିବା ସୁଯୋଗ ପାଇଲେନି ଅର୍ଜୁନ, ଆର ବର୍ଷକୁ ଅପେକ୍ଷା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଏଥର ବି ଆଇପିଏଲରେ କୌଣସି ମ୍ୟାଚ ଖେଳିବା ସୁଯୋଗ ମିଳିଲା ନାହିଁ । ଶନିବାର ମୁମ୍ବାଇ ଇଣ୍ଡିଆନ୍ସର ଶେଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ୨ଟି ସିଜନରେ ୨୭ ମ୍ୟାଚ ସେ କେବଳ…

ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ରେ ୨୫୦ ୱିକେଟ ପୂର୍ଣ୍ଣ କଲେ ବୁମରାହ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପେସ ବୋଲର ଯଶପ୍ରୀତ ବୁମରାହ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ ।…

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁଇଟି ଟିମରେ ଦୁଇ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ରହିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି…

ଏଥର ଅଭିନୟରେ ପାଦ ଥାପିବେ ଶିଖର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଖୁବ୍ ଶୀଘ୍ର ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଗବର ଭାବେ ପରିଚିତ ଶିଖର ଏକ ବଡ ଫିଲ୍ମ ଯୋଡି ହୋଇ ସାରିଛନ୍ତି । ସେ ଏହାର ଶୁଟିଂ ମଧ୍ୟ ଶେଷ କରି ଦେଇଛନ୍ତି । ତେବେ ଫିଲ୍ମର ନାମ ଏବଂ କେବେ…

ଟ୍ରେଲବ୍ଲେଜର୍ସ ଟିମରେ ୨ ଓଡିଆ

ଭୁବନେଶ୍ୱର: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଂଟ ପାଇଁ ସୋମବାର ବିସିସିଆଇ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲେସିଟି ଟିମ ପାଇଁ ଖେଳାଳି ଚୟନ କରିଛି । ଟ୍ରେଲବ୍ଲେଜର୍ସ ଟିମରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଜାତା ମଲ୍ଲିକ । ଉଭୟ…

ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ : ସ୍ମୃତି, ହରମନପ୍ରୀତ, ଦୀପ୍ତି ହେଲେ ଅଧିନାୟିକା

ନୂଆଦିଲ୍ଲୀ: ମେ ୨୩ରୁ ପୁଣେରେ ଆରମ୍ଭ ହେବ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ । ସୋମବାର ୩ଟି ଟିମର ଅଧିନାୟିକା ନାମ ଘୋଷଣା କରିଛି ବିସିିସିଆଇ । ହରମନପ୍ରୀତ କୌର ସୁପରନୋଭାଜ, ସ୍ମୃତି ମାନ୍ଧାନା ଟ୍ରେଲବ୍ଲେଜର୍ସ ଓ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି…