Latest Odisha News

BREAKING NEWS

Browsing Category

କ୍ରିକେଟ

ସିକେ ନାୟୁଡୁ ଟ୍ରଫି: ସୌରଭଙ୍କୁ ୭ ୱିକେଟ, ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫିର ଏକ ମୁକାବିଲାରେ ଓଡିଶା କ୍ରିକେଟ ଟିମ ୬ ୱିକେଟରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଝାଡଖଣ୍ଡ ନିକଟରୁ ହାରିବା ପରେ ନକଆଉଟରେ ପ୍ରବେଶ ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ଥିଲା । ବାମହାତୀ ସ୍ପିନର ସୌରଭ…

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି ।…

ସିକେ ନାୟୁଡୁ ଟ୍ରଫି: ଗୌରବଙ୍କ ଶତକ, ଓଡିଶା ୨୪୮/୩

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ କ୍ରିକେଟ ଟ୍ରଫିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସରେ ୩୩୧ ରନ କରିଥିଲଶ । ଏହାର ଜବାବରେ ଓପନର ଗୌରବ ଚୌଧୁରୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ…

କୋହଲି ମୋଷ୍ଟ ଭାଲ୍ୟୁଡ ସେଲିବ୍ରେଟି

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ୨୦୨୧ର ଟପ ଭାଲ୍ୟୁଡ ସେଲିବ୍ରେଟି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୨ ପ୍ରତିଶତ ଖସିଥିଲେ ମଧ୍ୟ ଏହାର ଫାଇଦା ଅନ୍ୟମାନଙ୍କୁ ମିଳି ନାହିଁ । କୋହଲିଙ୍କ ଭାଲ୍ୟୁ ୧୮.୫୭ କୋଟି ଡଲାର (୧୪୦୦ କୋଟି) ରହିଛି । ତାଙ୍କ ପଛକୁ ବଲିଉଡ…

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ…

ବେଙ୍ଗାଲୁରୁର ବିଶାଳ ରନକୁ ସହଜରେ ଜିତିନେଲା ପଞ୍ଜାବ ଟିମ୍

ଆଇପିଏଲ ୨୦୨୨: ଜବରଦସ୍ତ ବ୍ୟାଟିଂ କିନ୍ତୁ ଦୁର୍ବଳ ବୋଲିଂ ପାଇଁ ମ୍ୟାଚ ହାତଛଡା କଲା ବାଙ୍ଗୋଲୋର । ଚଳିତ ଆଇପିଏଲ ମହାସମର ଦ୍ୱିତୀୟ ଦିନରେ ଏପରି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦୫ ରନର ବିଶାଳ ସ୍କୋର ପ୍ରତିପକ୍ଷ ଟିମ୍ ପଞ୍ଜାବ ଆଗରେ…

ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ନେଲେ ଅକ୍ଷର, ଲଳିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଅକ୍ଷର ପଟେଲ(୩୮) ଓ ଲଳିତ ଯାଦବ (୪୮) ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର…

ମହିଳା ବିଶ୍ୱକପ୍ କ୍ରିକେଟ୍: ଦକ୍ଷିଣ ଆଫ୍ରିକା ଆଗରେ ୨୭୫ ରନ୍ ଟାର୍ଗେଟ ଦେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୫ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜି ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୨୭୪ ରନ୍ କରିଛି । ସ୍ମୃତି ମାନ୍ଧାନା, ସେଫାଳି ବର୍ମା ଓ ଅଧିନାୟିକା ମିତାଲି…

୨୦୨୩ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ…