Latest Odisha News

BREAKING NEWS

Browsing Category

କ୍ରିକେଟ

ରଣଜୀ ଟ୍ରଫି: ସୌରାଷ୍ଟ୍ର ୫୦୧, ଓଡିଶା ୫୨/୩

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡି ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରୁଛି । ଚିରାଗ ଜାନିଙ୍କ ଦ୍ୱିଶତକ (୨୩୫) ରନ ସହାୟତାରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦୧ ରନ ସଂଗ୍ରହ କରିଥିଲା । ଜୟନ୍ତ ବେହେରା ସର୍ବାଧିକ…

ନବକଳେବରରେ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ ୨୦୨୨

ମୁମ୍ବାଇ: ମାର୍ଚ୍ଚ ୨୬ରୁ ମେ ୨୯ ପର୍ଯ୍ୟନ୍ତ ଖେଳାଯିବ ଆଇପିଏଲ ୨୦୨୨ । ଶୁକ୍ରବାର ଆୟୋଜିତ ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲରେ ଏହି ନିଷ୍ପତି ନିଆଯାଇଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ ମ୍ୟାଚ ମହାରାଷ୍ଟ୍ରରେ ଖେଳାଯିବ । ୫୫ ମ୍ୟାଚ ମୁମ୍ବାଇରେ ଓ ୧୫ ପୁଣେରେ ଆୟୋଜିତ ହେବ । ପ୍ଲେ ଅଫ ମ୍ୟାଚ…

ଓଡିଶା ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ : ସୌରାଷ୍ଟ୍ର ୩୨୫/୪

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ସୌରାଷ୍ଟ୍ର ବିପକ୍ଷରେ ଗୁରୁବାର ଓଡିଶା ବୋଲରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ । ଫର୍ମରେ ନ ଥିବା ଚେତେଶ୍ୱର ପୂଜାରାଙ୍କୁ ୮ ରନରେ ଦେବବ୍ରତ ପ୍ରଧାନ ଆଉଟ କରିଥିଲେ । ଏହା ଅବଶ୍ୟ ଓଡିଶାକୁ ବିଶେଷ ଫାଇଦାରେ…

ରଣଜୀ ଟ୍ରଫି: ଯମଜ ଭ୍ରାତାଙ୍କ ଶତକ, ଦୃଢ଼ ସ୍ଥିତିରେ ତାମିଲନାଡୁ

ମାଡ୍ରାସ: ଗୌହାଟୀର ନେହେରୁ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ତାମିଲନାଡୁର ଯମଜ ଭ୍ରାତା ବାବା ଇନ୍ଦ୍ରଜିତ ଓ ବାବା ଅପରାଜିତ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଛତିଶଗଡ ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ଏହି ଦୁଇ ଭାଇଙ୍କ ଶତକ ବଳରେ ତାମିଲନାଡୁ ୪ ୱିକେଟ…

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ…

ଦି ହଂଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଂଟ: ଭାରତର ସ୍ମୃତି, ଜେମିମାଙ୍କୁ ରିଟେନ କଲେ ଫ୍ରାଂଚାଇଜ

ଲଣ୍ଡନ: ଇଂଲଣ୍ଡରେ ଖେଳାଯିବାକୁ ଥିବା ମହିଳା ଦି ହଂଣ୍ଡ୍ରେଡ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଫ୍ରାଚାଇଜମାନେ ଭାରତର ୨ ଖେଳାଳି ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ୟୁସଙ୍କୁ ରିଟେନ କରିଛନ୍ତି । ମାନ୍ଧନାଙ୍କୁ ସଦର୍ଣ୍ଣ ବ୍ରେଭ ଏବଂ ଜେମିମାଙ୍କୁ ରୋଡିକ୍ସ ସୁପରଚାର୍ଜର୍ସ ଦଳରେ ରଖିଛନ୍ତି ।…

ଅନୁଷ୍କାଙ୍କ ଶୁଟିଂ ସେଟରେ ପଂଜାବୀ ଲୁକରେ କୋହଲି !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲି ଏହି ସମୟ ତାଙ୍କ ପରିବାର ସହ କାଟିବାରେ ବ୍ୟସ୍ତ । ତେବେ ଅନୁଷ୍କାଙ୍କ ଶୁଟିଂ ସେଟରେ କୋହଲିଙ୍କୁ ପଂଜାବୀ ଲୁକରେ ଦେଖି ପ୍ରଶଂସକମାନେ ଚକିତ ହୋଇ…

ଚହରଙ୍କ ପରେ ଓହରିଲେ ସୂର୍ଯ୍ୟକୁମାର

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ବୁଧବାର ଆଉ ଗୋଟିଏ ଝଟକା ଲାଗିଛି । ଦୀପକ ଚହରଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ସିରିଜରେ ଫିଲ୍ଡିଂ କରିବା ଅବସରରେ…

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରିଲେ ଦୀପକ

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଉଦୀୟମାନ ଅଲରାଉଣ୍ଡର ଦୀପକ ଚାହର ଆଘାତ ସମସ୍ୟା ଯୋଗୁ ଏଥିରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ଖୁବ୍ ଶୀଘ୍ର ଚାହରଙ୍କ…

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ: ବିନା ଦର୍ଶକରେ ଖେଳାଯିବ ପ୍ରଥମ ମ୍ୟାଚ

ଲକ୍ଷ୍ନୌ: ଭାରତ-ଶ୍ରୀଲଙ୍କା ଟି୨୦ କ୍ରିକେଟ ସିରିଜ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଖେଳାଯିବ । କରୋନା ଭାଇରସ ବିପଦକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଏହା ପରେ ଧର୍ମଶାଳାରେ…