Latest Odisha News

BREAKING NEWS

Browsing Category

କ୍ରିକେଟ

୧୪ ବର୍ଷ ପରେ ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ଜାଡେଜା ନେବେ ନେତୃତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର…

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍…

ଆଇପିଏଲକୁ ଫେରିବେ ଦର୍ଶକ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆଇପିଏଲର ଆଗାମୀ ସଂସ୍କରଣରେ ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଏହି ୬୫ ଦିନିକିଆ ଲୋକପ୍ରିୟ ଟୁର୍ଣ୍ଣାମେଂଟରେ ମୋଟ ୭୦ ମ୍ୟାଚ ଖେଳାଯିବ । ମୁମ୍ବାଇରେ ୫୫ ଓ ପୁଣେରେ ୧୫ ମ୍ୟାଚ…

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି…

୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ହାମିଲଟନ: ପାକିସ୍ତାନ ମହିଳା କ୍ରିକେଟ ଟିମ ୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଛନ୍ତି । ଏଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନ ୮ ୱିକେଟରେ ଏହି ବହୁ ପ୍ରତୀକ୍ଷୀତ ବିଜୟ ହାସଲ କରିଥିଲା । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜ-ପାକିସ୍ତାନ ମ୍ୟାଚକୁ ୨୦ ଓଭର ବିଶିଷ୍ଟ…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ଭାରତର ଜ୍ୱାଇଁ ହେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଶେଷରେ ଭାରତର ଜ୍ୱାଇଁ ହେବାର ଗୌରବ ଅର୍ଜନ କରିଛନ୍ତି । ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ରଙ୍ଗମୟ ପରିବେଶରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୨୦୨୦ରେ ଉଭୟଙ୍କ ନିର୍ବନ୍ଧ…

ପ୍ରଥମ ଶ୍ରେଣୀ କ୍ରିକେଟରେ ଝାଡଖଣ୍ଡର ବିଶ୍ୱରେକର୍ଡ

କୋଲକାତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଝାଡଖଣ୍ଡ ନୂତନ କୀର୍ତିମାନ ସ୍ଥାପନ କରିଛି । ପ୍ରଥମ ଇନିଂସରେ ୧୦୦୮ ରନର ଅଗ୍ରଣୀ ହାସଲ କରି ଝାଡଖଣ୍ଡ ଟିମ ନାମରେ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ କୌଣସି ଟିମ ଏତେ ରନର ଅଗ୍ରଣୀ ହାସଲ କରି ନାହାନ୍ତି । ଏଠାରେ ଅନୁଷ୍ଠିତ ନାଗାଲାଣ୍ଡ…

ମହିଳା ବିଶ୍ୱକପ କ୍ରିକେଟ: ଇଂଲଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ୪ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୩ ପରାଜୟ ପରେ ଚାମ୍ପିୟନ ଇଂଲଣ୍ଡ ବିଜୟ ଲୟକୁ ଫେରିଛି । ଅପରପକ୍ଷରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୬.୨ ଓଭରରେ ୧୩୪ରନ କରି ଅଲଆଉଟ ହୋଇ…

ଆଇପିଏଲ ନେଇ ବିସିସିଆଇ ଲାଗୁ କଲା କରୋନା କଟକଣା

ମୁମ୍ବାଇ: ମାର୍ଚ୍ଚ ୨୬ରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । କରୋନାର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆଇପିଏଲ ଅବସରରେ ବିସିସିଆଇ ଏହାର କଟକଣା ନେଇ କୋହଳ ମନୋଭାବ ଆପଣାଇବ ନାହିଁ ବୋଲି ସ୍ପଷ୍ଟ…