Latest Odisha News

BREAKING NEWS

Browsing Category

କ୍ରିକେଟ

ସମସ୍ତ ଫର୍ମାଟ୍ କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ମହିଳା କ୍ରିକେଟର୍ ଭି.ଆର୍ ଭନିତା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଭାରତୀୟ ମହିଳା ଦଳର ଓପନର୍ ଭେଲ୍ଲାସ୍ୱାମୀ ରାମୁ ଭନିତା । ୨୦୧୪, ଜାନୁଆରୀ ମାସରେ ଶ୍ରୀଲଙ୍କା ବିରୋଧରେ ବିଶାଖପାଟଣାରେ ଭନିତା ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ୬ଟି ଦିନିକିଆ ମ୍ୟାଚ୍…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୭ ରନରେ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍ ବିଜୟ ସହ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସିରିଜକୁ ୩-୦ରେ ନିଜ ନାଁରେ କରିଛି । ଅହମ୍ମଦାବାଦରେ ଦିନିକିଆ…

ଶାନ୍ତନୁ, ଧୂପରଙ୍କ ଚମତ୍କାର ବ୍ୟାଟିଂ : ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ଗୋଆ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶାନ୍ତନୁ ମିଶ୍ରଙ୍କ ଶତକ (୧୦୩) ଓ ରାଜେଶ ଧୂପର(୫୨)ଙ୍କ ଅର୍ଦ୍ଧଶତକ ଚବଳରେ ଓଡିଶା ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ ରହିଥିବାରୁ ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ୩୮୭…

ପଦାର୍ପଣ ରଣଜୀ ମ୍ୟାଚରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ୟଶ ଧୂଲ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଚାମ୍ପିୟନ ୧୯ ବର୍ଷରୁ କମ ବିଶ୍ୱକପ ଦଳର ଅଧିନାୟକ ପଦାର୍ପଣ ରଣଜୀ ମ୍ୟାଚରେ ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ତାମିଲନାଡୁ ବିପକ୍ଷ ମ୍ୟାଚରେ ସେ ଓଭରାଲ…

ଦୁବାଇରେ ଖେଳାଯିବ ଟି୨୦ ଲିଗ: ଶାହାରୁଖ, ମୁକେଶ, ଅଦାନି ଟିମ୍ କିଣିବେ !

ଦୁବାଇ: ଆଇପିଏଲ ଶୈଳୀରେ ଦୁବାଇରେ ଖେଳାଯିବ ଟି୨୦ କ୍ରିକେଟ ଲିଗ । ଏମିରେଟ କ୍ରିକେଟ ବୋର୍ଡ ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରିବ । ଏହି ଲିଗରେ ଟିମ କିଣିବା ନେଇ ଶାହାରୁଖ ଖାଁ, ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ, ରାଜେଶ ଶର୍ମା ଆଗ୍ରହ ପ୍ରକାଶ କରି ସାରିଛନ୍ତି । କ୍ରିକବିଜରେ…

ଦଳରୁ ବାହାରିବା ପରେ ରାଗିଗଲେ ଶାହା: ଗାଙ୍ଗୁଲି, ଦ୍ରାବିଡଙ୍କୁ କଲେ ଟାର୍ଗେଟ

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇଛି । ଏହି ଦଳରୁ ସିନିୟର ୱିକେଟ କିପର ରିଦ୍ଧିମାନ ଶାହ ଦଳରୁ ବାଦ ପଡିଛନ୍ତି । ଟିମରୁ ବାହାରିବା ପରେ ରବିବାର ଶାହ କୋଚ ରାହୁଲ ଦ୍ରାବିଡ ଓ ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି । ରଣଜୀ…

ରଣଜୀ ଟ୍ରଫି କ୍ରିକେଟ: ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶାକୁ ଆବଶ୍ୟକ ୩୬୫ରନ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଗୋଆ ବିପକ୍ଷ ମୁକାବିଲାରେ ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶା ୩୬୫ ରନ ଆବଶ୍ୟକ କରୁଛି । ଗୋଆର ପ୍ରଥମ ଇନିଂସ ସ୍କୋର ୧୮୧ ରନ ଜବାବରେ ଓଡିଶା ୧୮୯ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ଓଡିଶା ୮ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ…

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ହେବେ ୩ ଫର୍ମାଟର ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଅବସରରେ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ଟି୨୦ ସିରିଜ ପାଇଁ ବିରାଟ କୋହଲି ଓ ରିଷଭ…

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ଖେଳିବେନି କୋହଲି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳିବେ ନାହିଁ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଫଳରେ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ପୂର୍ବରୁ ପରିବାର ଲୋକଙ୍କ ପାଖକୁ ଫେରିବେ କୋହଲି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବ ଭାରତ ।…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟରେ ଗୋଆ ବିପକ୍ଷରେ ଓଡିଶା ୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଆ ୧୮୧ ରନ କରି ଅଲଆଉଟ ହୋି ଯାଇଥିଲା । ଜବାବରେ ରାଜେଶ ଧୂପରଙ୍କ ଆକର୍ଷଣୀୟ ଅପରାଜିତ ୭୧ ରନ ସହାୟତାରେ ଓଡିଶା ୧୮୯ ରନ…