Latest Odisha News

BREAKING NEWS

Browsing Category

ଫୂଟବଲ

ଫିଫା ବିଶ୍ୱକପ: ପ୍ରି କ୍ୱାର୍ଟରରେ ଆର୍ଜେଂଟିନା, ପୋଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ଆର୍ଜେଂଟିନା ଓ ପୋଲାଣ୍ଡ ପ୍ରବେଶ କରିଛନ୍ତି । ଆର୍ଜେଂଟିନା ଗ୍ରୁପ ସିରେ ତାର ଶେଷ ମୁକାବିଲାରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଏଥିସହ ଆର୍ଜେଂଟିନା ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହି ଅଭିଯାନ ଶେଷ କରିଛି । ପରାଜୟ ସତ୍ୱେ…

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ…

ଚକିତ କଲେ ମେସି : ନକଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବୀତ କଲା ଆର୍ଜେଂଟିନା

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରେ ପରାଜିତ ହୋଇଥିବା ଆର୍ଜେଂଟିନା ଆଜି ଚମତ୍କାର ପ୍ରଦର୍ଶନ କରିଛି । ଲିଓନେଲ ମେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଆର୍ଜେଟିନା ୨-୦ ଗୋଲରେ ମେକ୍ସିକୋକୁ ପରାସ୍ତ କରି ନକଆଉଟ ପ୍ରବେଶ ଆଶା ମଜଭୁତ କରିିଛି । ଏହି…

ଫିଫା ବିଶ୍ୱକପ : ଡେନମାର୍କକୁ ହରାଇ ଫ୍ରାନ୍ସ ନକଆଉଟରେ

ଦୋହା: କିଲିୟନ ଏମ୍ବାପେଙ୍କ ଡବଲ ଗୋଲ ବଳରେ ଚାମ୍ପିୟନ ଫ୍ରାନ୍ସ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୧ ଗୋଲରେ ଡେନମାର୍କକୁ ହରାଇ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ମ୍ୟାଚର ୬୧ତମ ମିନିଟରେ ଏମ୍ବାପେଙ୍କ ଗୋଲ ବଳରେ ଫ୍ରାନ୍ସ ୧-୦ର ଅଗ୍ରଣୀ ହାସଲ କରିଥିଲା । ମାତ୍ର ଏହାର ୭ ମିନିଟ ପରେ…

୧୨ ବର୍ଷ ପରେ ଫିଫା ବିଶ୍ୱକପରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଦୋହା: ଫିଫା ବିଶ୍ୱକପରେ ଶନିବାର ଅଷ୍ଟ୍ରେଲିଆ ୧-୦ ଗୋଲରେ ଟ୍ୟୁନିଶିଆକୁ ପରାସ୍ତ କରିଛି । ୧୨ ବର୍ଷ ପରେ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ । ଏହି ସଂଘର୍ଷପୂର୍ଣ୍ଣ ମୁକବିଲାରେ ବିଜୟ ସୂଚକ ଏକମାତ୍ର ଗୋଲଟି ମ୍ୟାଚର ୨୩ତମ ମିନିଟରେ ମିଚେଲ ଡ୍ୟୁକ ସ୍କୋର କରିଥିଲେ । ବିଜୟ ସହ ଗ୍ରୁପ…

ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଅଗ୍ନିକାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ ଅବସରରେ ଶନିବାର ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି…

ଫିପା ବିଶ୍ୱକପ: ୱେଲ୍ସକୁ ହରାଇଲା ଇରାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ପୁନର୍ବାର ଆଉ ଏକ ଏସୀୟ ଟିମ କମାଲ କରିଛି । ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ବିର ଏକ ମୁକାବିଲାରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ ଆକ୍ରମଣାତ୍ମକ…

ବିଜୟ ସତ୍ୱେ ଚିନ୍ତାରେ ବ୍ରାଜିଲ, ନେମାର ଆହତ

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲ ୨-୦ ଗୋଲରେ ସର୍ବିୟାକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ରିଚର୍ଲିସନ ୬୨ତମ ଏବଂ ୭୪ତମ ମିନିଟରେ ଏହି ୨ଟି ଗୋଲ ସ୍କୋର କରିଥିଲେ । ତେବେ ମ୍ୟାଚ ପରେ ଷ୍ଟାର ଖେଳାଳି ନେମାର ଆହତ ହେବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇ…

ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ…