ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ...

ଇଂଲିଶ ପ୍ରିମିୟର ଲିଗ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ୍ ଲୋକପ୍ରିୟ ଫୁଟବଲ ଟୁର୍ନାମେଂଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରିଦିଆଯାଇଛି । କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ନ ହେଲା ପର୍ଯ୍ୟନ୍ତ ଏହା ଖେଳାଯିବ ନାହିଁ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଆମର ଦାୟିତ୍ୱ...

କରୋନା ମହାପ୍ରଭାବ; ଫିଫା (U-17) ମହିଳା ଫୁଟବଲ୍ ବିଶ୍ୱକପ୍ ସ୍ଥଗିତ !

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବନି ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପ୍ରତିଯୋଗୀତା । ଶନିବାର ଦିନ ଫିଫାର ବିଶ୍ୱ ପରିଚାଳନା କମିଟି ଏହି ପ୍ରତିଯୋଗୀତାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । Dedicated COVID-19 working group proposes recommendations after...

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ।...

ୟୁରୋ ଚାମ୍ପିୟନଶିପ୍,କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ:ବିଶ୍ୱ ଫୁଟବଲ ଦୁଇ ବଡ ଟୁର୍ଣ୍ଣାମେଂଟ କୋପା ଆମେରିକା ଓ ୟୁରୋ ଚାମ୍ପିୟନଶିପକୁ କୋରନା ଭାଇରସ ସତର୍କତା ଦୃଷ୍ଟିକୋଣରୁ ବାତିଲ କରି ଦିଆଯାଇଛି । ଆସନ୍ତା ବର୍ଷକୁ ଏହା ଘୁଚାଂଇ ଦିଆଯାଇଛି । ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍...

ରେକର୍ଡ ତୃତୀୟ ଥର ପାଇଁ ଇଣ୍ଡିଆନ ସୁପର୍ ଲିଗ୍ ଚାମ୍ପିଅନ ହେଲା ଏଟିକେ ଟିମ୍

ଗୋଆ: ଇଣ୍ଡିଆନ ସୁପର୍ ଲିଗ୍ ଫାଇନାଲ ରେ ଚେନ୍ନାଇ-ଇନ ଫୁଟବଲ କ୍ଲବକୁ ୩-୧ ଗୋଲ ରେ ହରାଇ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି କୋଲକାତାର ଏଟିକେ ଫୁଟବଲ କ୍ଲବ । 𝙃𝙞𝙨𝙩𝙤𝙧𝙮 𝙘𝙧𝙚𝙖𝙩𝙚𝙙[email protected] are the #HeroISL 2019-20 CHAMPIONS 🏆#HeroISLFinal #LetsFootball...

ହିରୋ ଜୁନିୟର ଲିଗ୍ ଫୁଟବଲ: ପଞ୍ଜାବକୁ ହରାଇଲା ଓଡିଶା

ନୂଆଦିଲ୍ଲୀ: ହିରୋ ଜୁନିୟର ଲିଗ୍ ୨୦୧୯-୨୦ର ଏକ ମୁକାବିଲାରେ ଓଡିଶାର ୧୫ ବର୍ଷରୁ କମ୍ ଫୁଟବଲ ଟିମ୍ ୨-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି । ଦିଲ୍ଲୀର ଜବାହାଲାଲ ନେହେରୁ ଷ୍ଟାଡିୟମର ଟ୍ରେନିଂ ପିଚ୍-୨ରେ ଏହି ମ୍ୟାଚ ଅନୁÂିତ ହୋଇଥିଲା । ଓଡିଶା ଏହି...

ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ

ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି ।...

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ: ଜ୍ୟାକେଟ, ମାସକଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ୍ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ୍ ଉନ୍ମୋଚିତ କରିଛନ୍ତି । ରାଜ୍ୟର ୯ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ...

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି । ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ...

ସାହିତ୍ୟ