Latest Odisha News
Browsing Category

Hockey Men’s World Cup

ହକି ବିଶ୍ୱକପ: ଭାରତ ପାଇଁ ବିଜୟ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଆଣିଛି । ଏଥିରେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଜୟ ହାସଲ କଲେ ଭାରତ କ୍ୱାର୍ଟର…

ହକି ବିଶ୍ୱକପ: କ୍ରସ ଓଭରରେ ଖେଳିବେ ୮ଟିମ, କ୍ୱାର୍ଟରକୁ ଉନ୍ନୀତ ହେବେ ୪

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ଯାଉଛି । ୧୬ ଟିମ ମଧ୍ୟରୁ ୪ଟି ଟିମ ଟୁର୍ଣ୍ଣାମେଂଟରୁ ବାହାର ହୋଇ ସାରିଛନ୍ତି । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏବେ ୮ଟି ଟିମ ମଧ୍ୟରେ କ୍ରସ ଓଭର ମ୍ୟାଚ…

ହକି ବିଶ୍ୱକପ: ଆଘାତ ସମସ୍ୟା ଯୋଗୁ ଓହରିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଶନିବାର ଭାରତୀୟ ଟିମକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଆଘାତ ସମସ୍ୟା ଯୋଗୁ ବାକିଥିବା ମ୍ୟାଚରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ପୂର୍ବରୁ ସିନିୟର ମିଡ ଫିଲ୍ମର ହାର୍ଦ୍ଦିକ ଓହରିବା ଟିମ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…

୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ…

ହକି ବିଶ୍ୱକପ: ନେଦରଲାଣ୍ଡର ବିଶ୍ୱରେକର୍ଡ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ନେଦରଲାଣ୍ଡ ଟିମ ବିଶ୍ୱରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ଏହା ବିଶ୍ୱକପ ଟୁର୍ଣ୍ଣାମେଂଟ ଇତିହାସର ସବୁଠାରୁ ବୃହତ ବିଜୟ । ଏହା ପୂର୍ବରୁ ଏହି ରେକର୍ଡ…

ହକି ବିଶ୍ୱକପ: ୧୨ ଖେଳାଳି ନେଇ ଖେଳିଥିଲା ଜାପାନ !

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ମଙ୍ଗଳବାର ଦକ୍ଷିଣ କୋରିଆ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚର ଏକ ପରିଚାଳନା ତ୍ରୁଟି ନେଇ ବିବାଦ ଉପୁଜିଛି । ରିପୋର୍ଟ ମୁତାବକ ମ୍ୟାଚରେ ଏକ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ରହିଥିଲେ । ନିୟମ…

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

ହକି ବିଶ୍ୱକପ: ଭାରତ ୦, ଇଂଲଣ୍ଡ ୦

ରାଉରକେଲା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବିଶ୍ୱକପ ହକିର ଏକ ରୋମାଂଚକ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ଷ୍ଟାଡିୟମରେ ୨୧୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଏହି ରୋମାଂଚକର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଏବଂ…