Latest Odisha News

BREAKING NEWS

Browsing Category

ଖେଳ

୪୦ ବର୍ଷରେ ଧୁଆଁଧାର ଓପନର ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସମୟରେ ସେହେୱାଗ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ବି ପ୍ରଶଂସକ ମାନେ ତାଙ୍କର ବିସ୍ଫୋରକ ବ୍ୟାଟିଂକୁ…

ଓଡିଆ ଖେଳାଳୀ ପପୁ ରାୟ ‘ଦେଓଧର ଟ୍ରଫି’ ଖେଳିବା ପାଇଁ ମନୋନୀତ

ଭୁବନେଶ୍ୱର : ଓଡିଆ କିକ୍ରେଟ ଖେଳାଳୀ ପପୁ ରାୟ ଦିନିକିଆ ଦେଓଧର ଟ୍ରଫି ଖେଳିବା ଲାଗି ମନୋନୀତ ହୋଇଛନ୍ତି । ଏହି ବାମହାତି ଓଡିଆ ବୋଲର ଭାରତୀୟ ସିନିୟର ‘ସି’ ଦଳ ଲାଗି ୫୦ ଓଭର ବିଶିଷ୍ଟ ଦିନିକିଆ ଦେଓଧର ଟ୍ରଫି କ୍ରିକେଟ ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଆସନ୍ତା ଅକ୍ଟୋବର ୨୩ ତାରିଖ…

ଏସୀୟ ପାରା ଗେମ୍ସ: ଓଡିଶା ଖେଳାଳୀ ପ୍ରମୋଦ ଭଗତ ଜିତିଲେ ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ

ଜାକାର୍ତ୍ତା : ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ହୋଇଥିବା ପାରା ଏସିଆନ୍ସ ଗେମରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶା ଖେଳାଳୀ ପ୍ରମୋଦ ଭଗତ । ଏଥିସହିତ ଫାଇନାଲରେ ସେ ଥାଇଲାଣ୍ଡର ଖେଳାଳୀ ଉକୁନ ରୁକାଏନ୍ଦିଙ୍କୁ ୨୧-୧୯, ୧୫-୨୧ ଓ ୨୧-୧୪ ସେଟରେ…

‘କୌନ ବନେଗା କରୋଡ଼ପତି’ରେ ମୁଖ୍ୟମନ୍ତ୍ରୀ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ରେ ଅମିତାଭଙ୍କୁ ସାମ୍ନା କରିଛନ୍ତି । ଓଡ଼ିଶା ସରକାର ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରୁଛନ୍ତି ହକି ବିଶ୍ୱକପ । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ହକି ବିଶ୍ୱକପର…

‘ଏସୀୟ ପାରା ଗେମ୍ସ’ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କ ଲାଗି ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ଟ୍ କରି…

ଜାକର୍ତ୍ତା ଏସୀୟ ପାରା ଗେମ୍ସରେ ଓଡ଼ିଆ ଖେଳାଳି ଜୟନ୍ତୀ ବେହେରାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଓଡ଼ିଆ ଆଥଲେଟ ଜୟନ୍ତି ବେହେରା ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା ଗେମ୍ସରେ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦୌଡ଼ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଜୟନ୍ତୀ ୨୭.୪୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ…

ମାତ୍ର ଅଢେଇ ଦିନରେ ଖେଳ ଶେଷ, ଭାରତର ଦମଦାର୍ ବିଜୟ

ରାଜକୋଟ: ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ରାଜକୋଟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୨୭୨ ରନରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରିପାରିଛି । ଏହି ଦୁଇ ଟିକିଆ ମ୍ୟାଚର ଟେଷ୍ଟ ସିରଜର ୧ମ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି । କପ୍ତାନ ବିରାଟ କୋହଲୀଙ୍କ ଭାରତୀୟ ଦଳ ୧ମ…

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ: ପ୍ରଥମ ପଦାର୍ପଣରେ ପୃଥ୍ୱୀ ସ’ଙ୍କ ଦମଦାର ଶତକ

ରାଜକୋଟ : ଦୁଇଟି ଟେଷ୍ଟ ମ୍ୟାଚକୁ ନେଇ ରାଜକୋଟ ଠାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ । ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ପର୍ଦାପଣ କରି ଭାରତୀୟ ଓପନର ପୃଥ୍ୱୀ ସ’ ଦମଦାର ଶତକ ହାସଲ କରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ଆରମ୍ଭ, ପୃଥ୍ୱୀ ସ’ ଖେଳିବେ ପ୍ରଥମ ଟେଷ୍ଟ ମ୍ୟାଚ୍

ରାଜକୋଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟେଷ୍ଟ ସିରିଜର ଆଜି ଖେଳାଯିବ ପ୍ରଥମ ଟେଷ୍ଟମ୍ୟାଚ । ଆଜି ଅନୁଷ୍ଠିତ ହେଉଥିବା ଏହି ଟେଷ୍ଟ ମ୍ୟାଚରେ ୧୮ ବର୍ଷୀୟ ଉଦୀୟମାନ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ’ ନିଜର ଟେଷ୍ଟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । କପ୍ତାନ ବିରାଟ…

ଶେଷ ବଲରେ ରୋମାଞ୍ଚକର ଫାଇନାଲ୍ ଜିତି ଭାରତର ଏସିଆ କପ ହାସଲ

ଦୁବାଇ: ଭାରତ ସପ୍ତମଥର ଲାଗି ଏସିଆ କପ ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଭାରତ ଘାଇଲା ବାଘ ବାଂଲାଦେଶ ଦଳକୁ ୩ ୱିକେଟରେ ପରାସ୍ତ କରି ପାରିଛି । ଅନ୍ତିମ ଓଭରରେ ଜିତିବା ଲାଗି ଭାରତକୁ…