Latest Odisha News

BREAKING NEWS

Browsing Category

ଖେଳ

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ: ବୁମରା ଓ ଭୁବନେଶ୍ୱର କୁମାର ଦଳରେ ସାମିଲ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅବଶିଷ୍ଟ ୩ଟି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଶୁକ୍ରବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତତମ ବୋଲର ଯସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରାଯାଇଛି । ବୁଧବାର ବିଶାଖାପାଟଣାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ…

ସଂଘର୍ଷପୂର୍ଣ୍ଣ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଟାଇରେ ସମାପ୍ତ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଖେଳାଯାଇଥିବା ୨ୟ ଦିନିକିଆ ଟାଇରେ ସମାପ୍ତ ହୋଇଛି । ନିର୍ଦ୍ଦାରିତ ୫୦ ଓଭରରେ ଭାରତର ୩୨୧/୬ ରନର ଜବାବରେ ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା କରି ୫୦ ଓଭର ଶେଷରେ ୭ୱିକେଟ ହରାଇ ୩୨୧ ରନ୍ କରିପାରିଛି । ଦଳୀୟ ସ୍କୋର…

ହକି ବିଶ୍ୱକପ ପରିଦର୍ଶକଙ୍କ ଲାଗି ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପର୍ଯ୍ୟଟନ’ ବିଭାଗ ପକ୍ଷରୁ ଏକ ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ପ୍ୟାକେଜ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ ପ୍ୟାକେଜ୍ ଟୁର ମାଧ୍ୟମରେ ବିଦେଶୀ ତଥା ବାହାର ରାଜ୍ୟରୁ ଆସିଥିବା ଦର୍ଶକମାନେ ବିଶ୍ୱକପ ହକିର ମଜ୍ଜା ନେବା…

ଓଡ଼ିଶା ବୋଲର ପପୁ ରାୟଙ୍କ କମାଲ୍ , ଦେଓଧର ଟ୍ରଫିରେ ହାସଲ କଲେ ୩ଟି ୱିକେଟ

ଭୁବନେଶ୍ୱର: ଇଣ୍ଡିଆ ବି ଏବଂ ଇଣ୍ଡିଆ ସି ମଧ୍ୟରେ ଦିଲ୍ଲୀଠାରେ ବୁଧବାର ଦିନ ଖେଳାଯାଇଥିବା ଦେଓଧର ଟ୍ରଫିର ଏକ ମ୍ୟାଚରେ ବାମହାତୀ ଓଡ଼ିଶା  ବୋଲର୍ ପପୁ ରାୟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି । ଇଣ୍ଡିଆ ସି ପକ୍ଷରୁ ଖେଳୁଥିବା ପପୁ ଦଳ ପକ୍ଷରୁ ୩ଟି ମୂଲ୍ୟବାନ ୱିକେଟ ହାସଲ କରି…

ଭାରତର ଲଢୁଆ ୩୨୧/୬ ରନ, ଶତକ ସହ ବିରାଟଙ୍କ ଦ୍ରୁତତମ ୧୦ ହଜାର ରନ ପୂରଣ

ବିଶାଖାପାଟଣା : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ଦିନିକିଆ ମ୍ୟାଚ ଖେଳି ଏକ ରେକର୍ଡ ହାତେଇବା ସହ ନିଜ ତଥା ଦେଶ ପାଇଁ ଗୌରବ ଆଣି ଦେଇପାରିଛନ୍ତି । ନିଜ କ୍ୟାରିୟରରେ ଖେଳିଥିବା ଦିନିକିଆ ମ୍ୟାଚରେ ସେ ୧୦ ହଜାର ରନ୍ କରି ନିଜ ନାମ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଟକ୍କର

ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାର ଏକ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ମ୍ୟାଚ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…

ରୋହିତ-ବିରାଟଙ୍କ ଦମଦାର୍ ଶତକ, ଭାରତ ୮ ୱିକେଟରେ ଜିତିଲା

ଗୌହାଟୀ: ଗୌାହାଟୀରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି । ଧୁଆାଁଦାର ଓପନର୍ ରୋହିତ ଶର୍ମାଙ୍କ ଅପରାଜିତ ୧୫୨ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ଦମଦାର୍ ୧୪୦ ରନ ବଳରେ ଭାରତ ୱେଷ୍ଟଇଣ୍ଡିଜର ୩୨୨ ରନର ବିଶାଳ ସ୍କୋରକୁ ସହଜରେ ଅତିକ୍ରମ କରି ବିଜୟ…

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବିଜୟ ଲକ୍ଷ୍ୟ ୩୨୩ ରନ୍ !

ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଖେଳାଯାଉଥିବା ୧ମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ସାମ୍ନାରେ ୱେଷ୍ଟଇଣ୍ଡିଜ ୩୨୩ ରନର ଏକ ଲଢୁଆ ବିଜୟଲକ୍ଷ୍ୟ ରଖିଛି । ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ…

କ୍ରିକେଟରୁ ସନ୍ୟାସ ନେଲେ ପେସ୍ ବୋଲର ପ୍ରବୀଣ କୁମାର

ନୂଆଦିଲ୍ଲୀ : ଭାରତୀୟ ଦଳର ଦ୍ରୁତତମ ବୋଲର ପ୍ରବୀଣ କୁମାର ଆଜି ଆନ୍ତର୍ଜାତୀକ ସ୍ତରର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୨ ବର୍ଷୀୟ ପ୍ରବୀଣ ତାଙ୍କର ଏହି ଅବସର ଘୋଷଣା ସମ୍ପର୍କରେ ଆଜି ନିଜ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି । ଏକ ଖବର ମୁତାବକ ସେ ଅନ୍ତର୍ଜାତୀୟ କ୍ରିକେଟ ସହ…