Latest Odisha News

BREAKING NEWS

Browsing Category

ଖେଳ

ମହିଳା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୫ରେ ମହା ମୁକାବିଲା

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ର କାର୍ଯ୍ୟସୂଚୀ ସୋମବାର ଆଇସିସି ପକ୍ଷରୁ ଜାରୀ କରାଯାଇଛି । ଅପରେଶନ ସିନ୍ଦୁର ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୫ରେ ପରସ୍ପରକୁ ଭେଟିବେ । ଭାରତ ଏହି ବିଶ୍ୱକପର ଆୟୋଜକ ରହିଛି । ଏଥିଯୋଗକୁ ପାକିସ୍ତାନ ତାର…

ସତରେ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣତି ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଲିଉଡର ଅଭିନେତା ଏବଂ ସ୍ୱୟଂ ଘୋଷିତ ସମୀକ୍ଷକ କମାଲ ରଶିଦ ଖାଁ ଓରଫ କେଆରକେ ଏହା କହିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ…

ଭାରତୀୟ ସିନିୟର ଦଳରେ ସାମିଲ ହୋଇ ପାରନ୍ତି ହର୍ଷିତ

ଲଣ୍ଡନ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଭାରତୀୟ ସିନିୟର ଟିମ ଇଣ୍ଡିଆ ଏ ସହିତ ଏକ ଇନଟ୍ରା ସ୍କ୍ୱାଡ ମ୍ୟାଚ ମଧ୍ୟ ଖେଳିଛି । ଭାରତ ଏ ଟିମର ଇଂଲଣ୍ଡ ଗସ୍ତ…

ଆଉ ଏୟାର ଇଣ୍ଡିଆରେ ଯାତ୍ରା କରିବି ନାହିଁ; କାହିଁକି ଏଭଳି କହିଲେ ଡେଭିଡ୍ ୱାର୍ଣ୍ଣର

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କେବେବି ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।…

ମନେ ଅଛି ତ ସୂର୍ଯ୍ୟକୁମାରଙ୍କ ଐତିହାସିକ କ୍ୟାଚ, ଫିଲ୍ଡର ଆଗକୁ କରିପାରିବେନି ଏହି ଚମତ୍କାର

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ କି ବା ଭୁଲିପାରିବ । ଏହି ରିଲେ କ୍ୟାଚ ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲା କହିଲେ ଭୁଲ ହେବନି । ତେବେ ଆଇସିସି ଓ ଏମସିସି ବାଉଣ୍ଡରୀ ଲାଇନ ଉପରେ ଏ ଭଳି କ୍ୟାଚ ଆଗକୁ ବୈଧ ହେବନି । ପୂର୍ବରୁ ଫିଲ୍ଡର ଶୂନ୍ୟରେ…

ଭାଇରାଲ ହେଲା ମାର୍କରାମଙ୍କୁ ନେଇ କୋହଲିଙ୍କ ଟୁଇଟ

ଲଣ୍ଡନ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଡେନ ମାର୍କରାମଙ୍କ ଆକର୍ଷଣୀୟ ଶତକ ଦଳକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ବିପକ୍ଷରେ…

ଚୋକର୍ସ ନୁହନ୍ତି…ଚାମ୍ପିୟନ

ଦକ୍ଷିଣ ଆଫ୍ରିକା ଟିମକୁ ଏବେ ଚାମ୍ପିୟନ କହିବା ଅଭ୍ୟାସ କରିବାକୁ ପଡିବ । ଚୋକର୍ସ ଟ୍ୟାଗରୁ ଉଠି ଏବେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ଥର ଭଲ ପ୍ରଦର୍ଶନ କରିବା ସତ୍ୱେ ଟାଇଟଲ ହାତେଇ ପାରୁ ନ ଥିଲେ । ଏବେ ଏଥିରେ ଫୁଲ ଷ୍ଟପ ପକାଇଛନ୍ତି ଟେମ୍ବା ବାଭୁମା ଓ ଟିମ । ବାଭୁମାଙ୍କ…

ଡବ୍ଲ୍ୟୁଟିସି: ଦକ୍ଷିଣ ଆଫ୍ରିକା ନୂଆ ବିଶ୍ୱ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ: ଦକ୍ଷିଣ ଆଫ୍ରିକା ଆଇସିସି ଫାଇନାଲରେ ଚୋକ ମାରୁଥିବା ମାନସିକତାରୁ ବାହାରକୁ ବାହାରି ଆସିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏଡେନ ମାର୍କରାମ ସ୍ମରଣୀୟ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ…

ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଏଠାରେ ଉଭୟ ଟିମ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ ୬ରେ ଟିମ ସହିତ ଗମ୍ଭୀର ଇଂଲଣ୍ଡ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭେନ୍ୟୁ ଶର୍ଟଲିଷ୍ଟ କଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ଦିନିକିଆ ଓ ଟି୨୦ ସିରିଜ ଖେଳିବ । ୨୦୨୬ରେ ଉଭୟ ଟିମ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏ ନେଇ ଭେନ୍ୟୁ ଶର୍ଟଲିଷ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ମୁମ୍ବାଇର ୱାଙ୍ଖେଡ, ଅହମ୍ମଦାବାଦର…