Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ ମହିଳା ଟିମ ଜିତିଲା ଖୋ ଖୋ ବିଶ୍ୱକପ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖୋ ଖୋ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଛି । ଭାରତର ଏହା ପ୍ରଥମ ଟାଇଟଲ ରବିବାର ଖେଳା ଯାଇଥିବା ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ଟର୍ଣ୍ଣ ୧ ସୁଦ୍ଧା ଭାରତ ୩୪-୦ର ଅଗ୍ରଣୀ ରହି ବିପକ୍ଷ ଟିମକୁ…

ସହିଦ ଜବାର, ପ୍ରତ୍ୟାଶା ପାଇଲେ ଓସଜା ବାର୍ଷିକ ପୁରସ୍କାର

ଭୁବନେଶ୍ବର: ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମ।ଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା । କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ…

୨୬ ବଲ ଖେଳି ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: କୁଆଲଲୁମ୍ପୁରରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଟିମ ୧୩.୨ ଓଭରରେ ୪୪ ରନ କରି ଅଲଆଉଟ…

୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ଓଡିଶାରୁ ୩୦୧ ଆଥଲେଟ୍

ଭୁବନେଶ୍ବର: ୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୮ରେ ଡେରାଡୁନର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଦଘାଟନ ହେବ । ଉଦଯାପନୀ ଉତ୍ସବ ଫେବୃଆରୀ ୧୪ରେ ଆୟୋଜନ ହେବ । ତେବେ ଏହି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାରୁ ୩୦୧ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ଓ ୭୫ଜଣ ସପୋର୍ଟ…

ଖୋଖୋ ବିଶ୍ବକପ :ଆଜି ଟାଇଟଲ ଲଢେଇ, ଉଭୟ ବର୍ଗରେ ଭାରତ-ନେପାଳ ମୁହାଁମୁହିଁ

ନୂଆଦିଲ୍ଲୀ:ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣର ଆଜି ଟାଇଟଲ ଲଢେଇ । ଆୟୋଜକ ଦଳ ଭାରତ, ଉଭୟ ବର୍ଗରେ ନିଜର ଆଧିପତ୍ୟ ଜାରି ରଖି ଫାଇନାଲରେ ପ୍ରବେଶ କରିଛି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ଭାରତର ଉଭୟ ମହିଳା,ପୁରୁଷ ଦଳ ନିଜର ଦମଦାର୍…

କର୍ଣ୍ଣାଟକ ୫ମ ଥର ପାଇଁ ଜିତିଲା ବିଜୟ ହଜାରେ ଟ୍ରଫି

ଭଦୋଦରା: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ କର୍ଣ୍ଣାଟକ ୩୬ ରନରେ ବିଦର୍ଭକୁ ହରାଇ ଚାମ୍ପିୟନ ହୋଇଛି । କର୍ଣ୍ଣାଟକର ଏହା ୫ମ ବିଜୟ ହଜାରେ ଟ୍ରଫି । ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୬ ୱିକେଟ ବିନିମୟରେ ୩୪୮ ରନ କରିଥିଲା । ଜବାବରେ ବିଦର୍ଭ କଡା ସଂଘର୍ଷ କରି…

ଗିଲ ହେବେ କି ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରାଯାଇଛି । ଖରାପ ଫର୍ମ ସତ୍ୱେ ଗିଲ ଏହି ଦାୟିତ୍ୱ ଦିଆଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ହାତଗଣତି ସିରିଜ ପରେ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ସହ ଅବସର ନେଇପାରନ୍ତି । ତାଙ୍କ ପରେ…

ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ରଣଜୀ ଖେଳିବେ ରୋହିତ

ମୁମ୍ବାଇ: ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ରଣଜୀ ମ୍ୟାଚ ଖେଳିବେ । ଆନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ରୋହିତ ଫର୍ମକୁ ଫେରିବାକୁ ଚାହୁଁଛନ୍ତି । ସେ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ମୁମ୍ବାଇ ପକ୍ଷରୁ ଖେଳିବେ । ୨୩ ଜାନୁୟାରୀରେ ଜମ୍ମୁ ଏବଂ କଶ୍ମୀର…

ଚାମ୍ପିୟନ୍ସ ଟ୍ରଫି: ସୁଯୋଗ ପାଇଲେନି ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଆଶା ରଖିଥିବା ଏହି ୫ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର…

ବିସିସିଆଇର କେତେକ ନିଷ୍ପତି ନେଇ ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ନିକଟରେ ବିସିସିଆଇ କେତେକ କଠୋର ନିୟମ ଲାଗୁ କରିଛି । ଏହା ମଧ୍ୟରେ ପରିବାର ସଦସ୍ୟଙ୍କୁ ନେବା ଉପରେ ବିସିସିଆଇର ଲଗାଇଥିବା କଟକଣା…