Latest Odisha News

BREAKING NEWS

Browsing Category

ଖେଳ

ଆନ୍ତର୍ଜାତୀୟସ୍ତରର ଏହି ଷ୍ଟାର ଖେଳାଳିମାନେ ଖେଳି ନାହାନ୍ତି ଆଇପିଏଲ

ନୂଆଦିଲ୍ଲୀ: ଆଇପିଏଲ ଖେଳିବାକୁ କେଉଁ କ୍ରିକେଟର ନ ଚାହିଁବ । ରୋମାଂଚ, ଗ୍ଲାମର ଓ ଅର୍ଥରେ ଭରପୂର ଏହି ଟି୨୦ ଲିଗ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଏ ଭଳି କେତେକ ଖେଳାଳି ଅଛନ୍ତିି ଯେଉଁମାନେ ଆନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଆଇପିଏଲରେ ଖେଳି…

ଚାର୍ଟଡ ଫ୍ଲାଇଟ ବିବାଦ: ପ୍ରତିକ୍ରିୟା ଦେଲେ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେଲଣ୍ଡନରୁ ଯିବା ଆସିବା ପାଇଁ କୋହଲି ତାଙ୍କ ଫ୍ରାଂଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଚାର୍ଟଡ ଫ୍ଲାଇଟ ଯୋଗାଇ ଦେବା ପାଇଁ କହିଥିଲେ । ଏ ନେଇ କୋହଲି ପ୍ରତିକ୍ରିୟା…

ଏତେ ସହଜ ନୁହେଁ ଆଇପିଏଲର ଏହି ରେକର୍ଡ ଭାଙ୍ଗିବା

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ୨୦୨୬ ସଂସ୍କରଣ ଆରମ୍ଭ ହୋଇଯିବ । ଏହି ସଂସ୍କରଣରେ ଅନେକ ନୂଆ ରେକର୍ଡ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଇପିଏଲ ଇତିହାସର ୬ଟି ରେକର୍ଡ ଭାଙ୍ଗିବା ଏତେଟା ସହଜ ନୁହେଁ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ ଉପରେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ…

୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ; ୧୭ଟି ପଦକ ଜିଣିଲା ଓଡିଶା

ଭୁବନେଶ୍ୱର: ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି । ଏହି  ଅବସରରେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ…

ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ ଆରସିବି

ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୨୫ ଆଇପିଏଲରେ ଟାଇଟଲ ହାସଲ କରିଛି । ଏଥର ଟାଇଟଲ ବଜାୟ ରଖିବା ପାଇଁ ଆରସିବି ଉଦ୍ୟମ କରିବ । ଏଥର ମଧ୍ୟ ବେଙ୍ଗାଲୁରକୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଆରସିବି…

ସନ୍ଦୀପ, ସମୀକ୍ଷା, ତପନଙ୍କୁ ଓସ୍‌ଜା ଦାୟିତ୍ବ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ସାଧାରଣ ପରିଷଦ ବୈଠକ ଶନିବାର ଭୁବନେଶ୍ବରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଉପସ୍ଥାପନ ସହିତ ୨୦୨୬-୨୭ କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ କରାଯାଇଥିଲା । ଏହି ଅବସରରେ…

ଆଇପିଏଲ: ଏଥର ସବୁ ଟିମର ନେତୃତ୍ୱ ନେବେ ଭାରତୀୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ପାଇଁ ପ୍ରଶଂସକ, ଫ୍ରାଂଚାଇଜ ଓ ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛନ୍ତି । ଏଥର ୧୦ଟି ଯାକ ଟିମର ନେତୃତ୍ୱ ସମସ୍ତ ଭାରତୀୟ ଖେଳାଳି ନେବେ । ରିତୁରାଜ ଗାଏକ୍ୱାଡ(ଚେନ୍ନାଇ ସୁପର କିଙ୍ଗସ), ରାଜସ୍ଥାନ ରୟାଲ୍ସ(ରିୟାନ ପରାଗ), ଅକ୍ଷର…

ଟିମ ଇଣ୍ଡିଆର ଆୟର୍ଲାଣ୍ଡ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରେ ଭାରତୀୟ କ୍ରିକେଟ ଟିମ ଆୟର୍ଲାଣ୍ଡ ଗସ୍ତରେ ଯିବ । ଏଠାରେ ୨ ଦେଶ ମଧ୍ୟରେ ୨ଟି ଟି୨୦ ମ୍ୟାଚ ଖେଳାଯିବ । ଶନିବାର ବିସିସିଆଇ ଏହି ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ବିଶ୍ୱକପ ଜିତିବା ପରେ ଭାରତୀୟ ଟିମର ଏହା ପ୍ରଥମ ଟି୨୦ ସିରିଜ ହେବ । ଜୂନ ୨୬ ଓ ୨୮ରେ…

ଆଇପିଏଲ ୨୦୨୬: ଏମାନେ ସାଜିବେ ମ୍ୟାଚ ଫିନିଶର

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଫ୍ରାଂଚାଇଜଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥର ୩୧ ମ୍ୟାଚ ଫିନିଶରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର ଓ ୱିଲ ଜ୍ୟାକ୍ସ ଥିବା…

ଫିଟ ଅଛନ୍ତି ତ ଧୋନୀ, ଚିନ୍ତାରେ ପ୍ରଶଂସକ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୧୯ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୂନର୍ବାର ପଡିଆକୁ ଓହ୍ଲାଇବା ପାଇଁ ନିଷ୍ପତି ନେଇଛନ୍ତି । ୪୪ ବର୍ଷୀୟ ଧୋନୀଙ୍କ ଏକ ଫଟୋ ଏବେ କିନ୍ତୁ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଚିଦାମ୍ବରମ ଷ୍ଟାଡିୟମରେ…