Latest Odisha News

BREAKING NEWS

Browsing Category

ଖେଳ

ହାର୍ଦ୍ଦିକଙ୍କ ଟ୍ରେଡ୍‌ ନେଇ ସନ୍ଦେହ, ରୋହିତ ବାଛିବେ ନୂଆ ଅଧିନାୟକ !

ମୁମ୍ବାଇ: ଆଇପିଏଲ୍‌ ୨୦୨୭ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ୟ ଦଳକୁ ଟ୍ରେଡ୍‌ ହେବା ନେଇ ଚାଲିଥିବା ଚର୍ଚ୍ଚା ବର୍ତ୍ତମାନ ଅଟକି ଯାଇଛି। ଉପଯୁକ୍ତ…

ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଚୟନ କମିଟି କିଭଳି ଦଳ ପ୍ରସ୍ତୁତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଫିଟ ହୋଇଥିବା ଜଣାପଡିଛି । ଆଗାମୀ ମାସରେ…

AFC U-20 Asian Cup qualifier: ସିରିଆକୁ ୧-୦ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ସୋମବାର ଦିନ ଉଜବେକିସ୍ତାନର ତାସକେଣ୍ଟସ୍ଥିତ ଡୋଷ୍ଟଲିକ୍ ଷ୍ଟାଡିୟମ୍‌ରେ (Do’stlik Stadium in Tashkent, Uzbekistan,) ସିରିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତ ନିଜର AFC U20 ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନର (AFC U20 Asian Cup 2027 Qualifiers…

ଅନ୍ତର୍ଜାତୀୟ ଫୁଟବଲ୍‌କୁ ଅଲ୍‌ବିଦା କହିଲେ ଲିଓନେଲ ମେସି: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ମହାନତମ ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ ଅବସର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ସ୍ପେନ୍‌ ନିକଟରୁ ପରାଜୟର କିଛି ମାସ ପରେ, ୩୯ ବର୍ଷୀୟ ମେସି ନିଜର ଇନ୍‌ଷ୍ଟାଗ୍ରାମ୍…

ଅନିଲ ପରିଡ଼ା, ଧୀରାଜ ସିଂହଙ୍କୁ ମିଳିବ ସରୋଜ ମହାସୁଆର ସମ୍ମାନ

ଭୁବନେଶ୍ୱର: ପ୍ରତିଭାସମ୍ପନ୍ନ ବ୍ୟାଟର୍ ଅନିଲ ପରିଡ଼ା ଏବଂ ରଣଜୀ ଖେଳାଳିରୁ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ହୋଇଥିବା ଧୀରାଜ ସିଂହଙ୍କୁ ମିଳିବ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’’ । ୨୧ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍ ବର୍ଗ ଲାଗି ଅନିଲ ଏବଂ…

ଆଇପିଏଲ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ସବୁ ଫ୍ରାଞ୍ଚାଇଜିଙ୍କ ମତାମତ ଲୋଡ଼ିଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ୍‌ର ବହୁ ଚର୍ଚ୍ଚିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ  ସମସ୍ତ ୧୦ଟି ଫ୍ରାଞ୍ଚାଇଜିର ମତାମତ ମାଗିଛି । ସୋମବାର ସୁଦ୍ଧା ସମସ୍ତ ଟିମ୍‌କୁ ନିଜର ଅଫିସିଆଲ୍ ରାୟ ଦେବାକୁ କୁହାଯାଇଛି । ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ସଙ୍କେତ…

ବିରାଟ କୋହଲିଙ୍କ ବାମ ହାତରେ ନୂଆ ଟ୍ୟାଟୁ, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନିଜ ଶରୀରରେ ଏକ ନୂଆ ଟ୍ୟାଟୁ ତିଆରି କରିଛନ୍ତି। ଏହାକୁ ମିଶାଇ କୋହଲିଙ୍କ ଶରୀରରେ ମୋଟ ୧୨ଟି ଟ୍ୟାଟୁ ହୋଇଯିବ । ଏହି ନୂଆ ଟ୍ୟାଟୁର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ…

ଅମିତ ରୋହୀଦାସ ୨୫୦ ନଟଆଉଟ

ଭୁବନେଶ୍ୱର: ଭାରତର ଷ୍ଟାର ଖେଳାଳି ଅମିତ ରୋହୀଦାସ ଆନ୍ତର୍ଜାତୀୟ ହକି କ୍ୟାରିୟରରେ ୨୫୦ ମ୍ୟାଚ ପୂରଣ କରିଛନ୍ତି । ଓଡିଶାର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଉଛି । ମହାନ ଖେଳାଳି ଦିଲୀପ ତିର୍କୀ ମଧ୍ୟ ଅମିତଙ୍କୁ ଭାରତୀୟ ରକ୍ଷାପନ୍ଥୀର ମେରୁଦଣ୍ଡ ଭାବେ ବର୍ଣ୍ଣନା…

ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନୋ ବଲ ସଂଖ୍ୟା ବୃଦ୍ଧି ପାଇବା ପୂର୍ବତନ କ୍ରିକେଟରଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଉଛି । ମହାନ ଖେଳାଳି ସୁନୀଲ ଗାଭାସ୍କର ନୋ ବଲ ଉପରେ ଜରିମାନା ଲଗାଇବାକୁ କହିଛନ୍ତି । ପରେ ଏହି ଅର୍ଥରେ ଉଭୟ ଦଳର ଖେଳାଳିମାନେ…

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼…