Latest Odisha News

BREAKING NEWS

Browsing Category

ଖେଳ

ବୈଭବ ସୂର୍ଯ୍ୟବଂଶୀ ହେଲେ ଇଷ୍ଟ ଜୋନ୍‌ର ଅଧିନାୟକ

ଭୁବନେଶ୍ୱର : ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲ ମ୍ୟାଚ୍ ବେଳେ ଇଷ୍ଟ ଜୋନ୍ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ନିୟମିତ ଅଧିନାୟକ ଇଶାନ କିଷାନ ଆହାତ ହୋଇ ଥିବା କାରଣରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର ଅଧିନାୟକତ୍ୱ ଭାର ପ୍ରଦାନ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ…

ଭୁବନେଶ୍ୱର: 'ଦେଶ ମୋ ପାଇଁ କ'ଣ କରିଛି ତାହା ବଡ଼ କଥା ନୁହେଁ, ମୁଁ ଦେଶ ପାଇଁ କ'ଣ କରିଛି ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ' - ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଏହି ମହାମନ୍ତ୍ରକୁ ଜୀବନରେ ଆପଣାଇବା ପାଇଁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ହଠାତ୍ ପ୍ରଚୁର ପଇସା ମିଳିବା ମୋତେ ପ୍ରାୟ ନଷ୍ଟ କରି ଦେଇଥିଲା: ରବିନ୍ ଉଥପ୍ପା

ନୂଆଦିଲ୍ଲୀ: କ୍ରିକେଟର ରବିନ ଉଥପ୍ପାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଆଇପିଏଲ ପଦାର୍ପଣରେ କୋଟି କୋଟି ଟଙ୍କା ମିଳିବା ମୋତେ ନଷ୍ଟ କରି ଦେଇଥିଲା । ଏବେକାର ଯୁବପିଢ଼ୀ ଏଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୦୮ରେ ମାତ୍ର ୨୨ ବର୍ଷ…

କଲମ୍ବୋ ଟେଷ୍ଟ: ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ ମତଭେଦ

କଲମ୍ବୋ:  ଭାରତୀୟ ଦଳ ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ୧-୦ରେ ଜିତି ଟ୍ରଫି ହାସଲ କରିଛି । ତେବେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ମ୍ୟାଚ୍ ଡ୍ର' ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି । ଭାରତ ପ୍ରଥମ ଇନିଂସରେ ୫୦୩/୯…

ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଓ ଚେତେଶ୍ୱର ପୂଜାରାଙ୍କ ପରେ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ୩ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ମିିଳିପାରୁ ନ ଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦେବଦତ ପାଡିକ୍କଲ ୨ଟି ଶତକ ମାରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ…

Neeraj To Miss Asian Games:ଭାରତ ପାଇଁ ବଡ଼ ଝଟକା: ଡାଇମଣ୍ଡ ଲିଗ୍ ଫାଇନାଲ୍ ଓ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ:ଭାରତର ଦୁଇଥର ଅଲିମ୍ପିକ୍ ପଦକ ବିଜେତା ତଥା ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ସୋସିଆଲ୍ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଚଳିତ ସିଜିନ୍‌ରୁ ଓହରିଥିବା ନେଇ ଘୋଷଣା କରିଛନ୍ତି। ସେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ଏବଂ ଏସୀୟ…

ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି- ୨୦ କ୍ରିକେଟ୍ ସିରିଜ୍ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ସୂଚୀକୁ ନେଇ କିଛି ଅନିଶ୍ଚିତତା ଦେଖାଦେବା ପରେ,…

ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ

ଏସୀୟ କ୍ରୀଡ଼ା  ଆରମ୍ଭ ହେବାକୁ କମ୍ ସମୟ ବାକି ଥିବା ବେଳେ ଏହାର ଆୟୋଜକ ସହର ଜାପାନର ଆଇଚି-ନାଗୋୟାଠାରେ କ୍ରିକେଟ୍ ପାଇଁ କରାଯାଇଥିବା ସୁବିଧା ସୁଯୋଗକୁ ନେଇ ବିସିସିଆଇ ଏବଂ ଏସୀୟ କ୍ରିକେଟ୍ କାଉନସିଲ୍ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ରହିବା ଓ…

ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ

କଟକ: ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ବହୁଦିବସୀୟ ମ୍ୟାଚ୍ ପାଇଁ ଘୋଷିତ ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ-ଏ ଦଳ ଭାରତ ଗସ୍ତରେ ଆସୁଥିବା ବେଳେ ୨୮ ବର୍ଷୀୟା ଅଫ୍-ସ୍ପିନର ସୁଶ୍ରୀ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ।…

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଆମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ  ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ…