Latest Odisha News

BREAKING NEWS

Browsing Category

ଖେଳ

ପାରା ଏସିଆନ ଗେମ୍ସ: ଭାରତୀୟ ଦଳର ଜଣେ ମହିଳା ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଆରମ୍ଭ ହେବାକୁ ଯାଉଥିବା ପାରା ଏସିଆନ ଗେମ୍ସରେ ଭାରତକୁ ଶୁକ୍ରବାର ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ମହିଳା ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଆବଶ୍ୟକୀୟ କରୋନା…

ରାଜ୍ୟସ୍ତରୀୟ ଖୋ ଖୋ: ଉଦଘାଟନୀ ମୁକାବିଲାରେ ବାଲେଶ୍ୱର, ଭୁବନେଶ୍ୱର ବିଜୟୀ

ପୁରୀ: ସ୍ଥାନୀୟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୧୬ତମ ସବ ଜୁନିୟର ଓ ୧୨ ତମ ରାଜ୍ୟସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜୁନିୟର ବାଳକ ବିଭାଗର ଉଦଘାଟନୀ ମୁକାବିଲାରେ ଭୁବନେଶ୍ୱରକୁ ହରାଇ ବାଲେଶ୍ୱର ବିଜୟ ଅଭିଯାନ ଆରମ୍ଭ କରିଛି । ଅନ୍ୟ ମୁକାବିଲାରେ…

ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କଲେ ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୬୮ ରନର ବିଶାଳ ଟାର୍ଗେଟ ରଖିଛି । ଏହି ମ୍ୟାଚରେ ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କରିଥିଲା । ପାକିସ୍ତାନର…

ୱାଇଡ ବଲ ନ ଦେଇ ଚର୍ଚ୍ଚାରେ ଅମ୍ପାୟର ରିଚାର୍ଡ କ୍ୟାଟେଲବର

ପୁଣେ: ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ ବିରାଟ କୋହଲିଙ୍କ ଶତକ ବଲରେ ବାଂଲାଦେଶକୁ ସହଜରେ ପରାସ୍ତ କରିଛି । ଏହି ମ୍ୟାଚରେ କୋହଲି ବ୍ୟାଟିଂ କରୁଥିବା ବେଳେ ଅମ୍ପାୟର ରିଚାର୍ଡ କ୍ୟାଟେଲବରଙ୍କ ଏକ ନିଷ୍ପତି ଚର୍ଚ୍ଚାର କାରଣ ସାଜିଛି । ୪୧ ଓଭର ଶେଷ ବେଳକୁ ଭାରତ ୩ ୱିକେଟ ବିନିମୟରେ ୨୫୫ ରନ…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳି ନ ପାରନ୍ତି ହାର୍ଦ୍ଦିକ, ଚିକିତ୍ସା ପାଇଁ ଯିବେ ବାଙ୍ଗାଲୋର

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତର ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବାଙ୍ଗାଲୋରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇପାରେ । ସେଠାରେ ଇଂଲଣ୍ଡର…

ଭାରତର କ୍ରମାଗତ ୪ର୍ଥ ବିଜୟ, ବିସ୍ଫୋରକ ଶତକ ସହ ଦ୍ରୁତ ୨୬୦୦୦ ରନ ପୂର୍ଣ୍ଣ କଲେ କୋହଲି

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ବାଂଲାଦେଶକୁ ୭ ୱିକେଟରେ ସହଜରେ ପରାସ୍ତ କରିଛି । ୨୫୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ସିକ୍କିମକୁ ଶୋଚନୀୟ ଭାବେ ପରାସ୍ତ କଲା ଓଡିଶା

ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲି କ୍ରିକେଟରେ ସିକ୍କିମକୁ ଓଡିଶା ୧୦୪ ରନରେ ଶୋଚନୀୟ ଭାବେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୫ ୱିକେଟ ବିନିମୟରେ ୨୧୦ ରନ ସଂଗ୍ରହ କରିଥିଲା । ଅଲ ରାଉଣ୍ଡର ପ୍ରୟାସ ସିଂ ୩୪ ବଲରୁ ୫ ଚୌକା ଓ ୫ ଛକା ସହାୟତାରେ ୭୫ ଓ ସନ୍ଦୀପ…

ଫିଲଡିଂ ପାଇଁ ପଦକ: ବାଂଲାଦେଶ ବିପକ୍ଷରେ କିଏ ପାଇବେ ରାହୁଲ ନା ଜାଡେଜା?

ପୁଣେ: ଗୁରୁବାର ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ୍ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ କ୍ୟାଚ୍ ଧରିବା ପରେ ଭାରତୀୟ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଖାସ କରି କିଏ ଭଲ ଫିଲଡିଂ ପାଇଁ ପଦକ ପାଇବ ସେ ନେଇ ଏକ ପ୍ରତିଯୋଗିତା ଚାଲିଛି। ଜାଦେଜା ଡାହାଣ…

ପାକିସ୍ତାନରେ ଇରଫାନଙ୍କ ଆଖି ଉପରକୁ ଲୁହା କଂଟା ଫିଙ୍ଗିଥିଲେ ପ୍ରଶଂସକ

ପୁଣେ: ଭାରତ-ବାଂଲାଦେଶ ମ୍ୟାଚ ଅବସରରେ ଭାଷ୍ୟକାର ଇରଫାନ ପଠାନ ତାଙ୍କ ପାକିସ୍ତାନ ଗସ୍ତର ଏକ ଅଭୂଲା କ୍ଷଣ ସାଥୀମାନଙ୍କ ସହ ଶେୟାର କରିଛନ୍ତି । ଭାରତର ଏହି ପୂର୍ବତନ ପେସ ବୋଲରଜଣଙ୍କ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ପେଶାୱରରେ ଏହି ମ୍ୟାଚ ଖେଳାଯାଉଥିଲା…

ପାଣ୍ଡ୍ୟା ଆହତ, ଆବଶ୍ୟକ ପଡିଲେ ବ୍ୟାଟିଂ କରିବେ:ବୋଲିଂ କଲେ କୋହଲି

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ-ବାଂଲାଦେଶ ମୁକାବିଲା ଅବସରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ସେ ବୋଲିଂ କରିବା ସମୟରେ ଆହତ ହୋଇଥିଲେ । ଓଭରର ବଳକା ବଲ ବିରାଟ କୋହଲି ପକାଇଥିଲେ । ହାର୍ଦ୍ଦିକଙ୍କୁ ଆଘାତ ସମସ୍ୟା କେତେ ଗୁରୁତର ସେଥିପାଇଁ ତାଙ୍କ ସ୍କାନ…