Latest Odisha News

BREAKING NEWS

Browsing Category

ଖେଳ

ଜୁନିୟର ପୁରୁଷ ବିଶ୍ୱକପ ହକି: ସେମିରେ ଭାରତ

କୁଆଲଲୁମ୍ପର: ଚଳିତ ଏଫଆଇଏଚ ଜୁନିୟର ପୁରୁଷ ବିଶ୍ୱକପ ହକିର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୩ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରିଥିଲା । ଉତମ ସିଂ ନେତୃତ୍ୱାଧୀନ ଟିମ ଇଣ୍ଡିଆ ସେମିରେ ଜର୍ମାନୀକୁ ଭେଟିବ । ଫ୍ରାନ୍ସ ଓ ସ୍ପେନ ମଧ୍ୟରେ…

୧୯ ବର୍ଷରୁ କମ ଏସିଆ କପ: ୭.୧ ଓଭରରେ ନେପାଳକୁ ହରାଇ ଭାରତ ସେମିରେ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ମାତ୍ର ୭.୧ ଓଭରରେ ନେପାଳକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ଗ୍ରୁପ ଏରୁ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ପାକିସ୍ତାନ ମଧ୍ୟ ସେମିକୁ ଉନ୍ନୀତ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭାରତକୁ ପାକିସ୍ତାନ ପରାସ୍ତ କରିଛି ।…

ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ଡର୍ବାନ: ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯାଇ ନ ଥିଲା କିମ୍ବା ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଥିବାରୁ ଉଭୟ ଟିମ…

ପ୍ରଥମ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩’କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି (ସୋମବାର) ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ କୁ ଉଦ୍‌ଘାଟନ କରିବେ । ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ ଟି ରାଜ୍ୟ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ପାକିସ୍ତାନଠାରୁ ହାରିଲା ଭାରତ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୫୯ ରନ ସଂଗ୍ରହ କରିଛନ୍ତି । ପାକିସ୍ତାନ ୪୭ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଓଜାନ…

ନାଲକୋ ଓପନ ଟେନିସ: କବୀର, ଅଭୀପ୍ସାଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରି କବୀର ହନ୍ସ ଓ ଅଭୀପ୍ସା ଦେହୁରୀ ଡବଲ ଟାଇଟଲ ହାସଲ କରିଛନ୍ତି । ଏଥିସହ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ଉଦଯାପନ ମଧ୍ୟ ହୋଇଛି । ନାଲକୋର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଧର ପାତ୍ର…

ବିଗ ବ୍ୟାସ ଲିଗ: ଖରାପ ପିଚ ଯୋଗୁ ୭ ଓଭର ପରେ ବନ୍ଦ ହେଲା ମ୍ୟାଚ

ସିଡନୀ: ଚଳିତ ବିଗ ବ୍ୟାସ ଲିଗ କ୍ରିକେଟରେ ଏକ ମ୍ୟାଚ ମାତ୍ର ୭ ଓଭର ଖେଳାଯିବା ପରେ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଏ ଭଳି ଲଜ୍ଜ୍ୱାଜନକ ଘଟଣା ଏହି ଲିଗରେ ଘଟି ନ ଥିଲା । ୬ ଓଭର ଖେଳାଯିବ ପରେ ୭ମ ଓଭର ବେଳକୁ ପିଚ ଘାତକ ସାବ୍ୟସ୍ତ ହେଉଥିବାରୁ ମ୍ୟାଚ ବନ୍ଦ କରାଯାଇଥିଲା । ମେଲବୋର୍ଣ୍ଣ…

ପିଆରଙ୍କ ରାଜୁତି ପରେ ଏବେ ଯୁବରାଜଙ୍କ କଥା କିଏ ଉଠାଉଛି: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁନର୍ବାର ବିଶ୍ୱକପ ବିଜୟରେ ଯୁବରାଜ ସିଂଙ୍କ ଭୂମିକାକୁ ମନେ ପକାଇଛନ୍ତି । ସେ ଏ ନେଇ ଟାର୍ଗେଟ କରି କହିଛନ୍ତି କେତେକ ଖେଳାଳିଙ୍କ ପିଆର ଭଲ ପ୍ରଚାର ଓ ପ୍ରସାର କଲେ । ଯିଏ ବିଶ୍ୱକପ ଜିତାଇଲା ସିଏ ଅଣ୍ଡରଡଗ ହୋଇଥ ରହିଗଲା । ଏବେ ୨୦୧୧ ବିଶ୍ୱକପ…

ମହିଳା ପ୍ରିମିୟର ଲିଗ ନିଲାମ : କାଶ୍ୱୀ ଗୌତମ ଦାମୀ ଖେଳାଳି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣର ନିଲାମ ପ୍ରକ୍ରିୟା ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିଲା । ୧୬୫ ଖେଳାଳିଙ୍କ ମଧ୍ୟରେ ୩୦ଜଣଙ୍କ ଭାଗ୍ୟ ଚମକିଥିଲା । ଗୁଜରାଟ ଜ୍ୟାଂଟସ ସର୍ବାଧିକ ୧୦ ଖେଳାଳିଙ୍କୁ ଟିମରେ ସାମିଲ କରିଛି । କାଶ୍ୱୀ ଗୌତମ (ଭାରତ) ଓ ଏନାବେଲ ସଦରଲାଣ୍ଡ…