Latest Odisha News

BREAKING NEWS

Browsing Category

ଖେଳ

ଓଡିଶାକୁ ଫେରିଲା ଆନ୍ତର୍ଜାତୀୟ ହକି

ଭୁବନେଶ୍ୱର: କିଛି ଦିନର ବିରତି ପରେ ଓଡିଶାକୁ ପୁନର୍ବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃୟାରୀ ୩ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପ୍ରୋ ଲିଗ…

ପ୍ରଥମ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ କେମିତି ଲଢ଼ିବ ଭାରତ? ଫର୍ମରେ ନାହାନ୍ତି ପ୍ରମୁଖ ବ୍ୟାଟର

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ସିରିଜ୍ ରେ ୧-୦ରେ ପଛୁଆ ରହିଛି। ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ ପାଇଁ ବାଦ…

ରଣଜୀ ଟ୍ରଫିରେ ରେକର୍ଡ କଲେ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି

ମୁମ୍ବାଇ: ଖ୍ୟାତନାମା ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଚୋପ୍ରା ରଣଜୀ ଟ୍ରଫି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । କ୍ୟାରିୟରର ପ୍ରଥମ ୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୫ଟ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି…

ଆସନ୍ତୁ ଜାଣିବା କ୍ରିକେଟରେ ଶୂନରେ ଆଉଟ ହେବାରେ ରହିଛି କେତେ ପ୍ରକାରର ଅଲଗା ଅଲଗା ନାମ

କ୍ରିକେଟ ସହ ଜଡିତ ବ୍ୟକ୍ତି ଡକରେ ଆଉଟ ହେବାକୁ ଭଲ ଭାବେ ବୁଝି ପାରିଥାଏ । ଏହାର ମାନେ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯିବା । ତେବେ ଏହି ଆଉଟର ଅନେକ ନାମ ରହିଛି । ଶୂନ ଦେଖିବାକୁ ବତକ ଅଣ୍ଡା ପରି ହୋଇଥିବାରୁ ଏହାକୁ ଡକ କୁହାଯାଏ । ଗୋଲ୍ଡେନ ଡକ: ପ୍ରଥମ ବଲରେ…

ତୃତୀୟ ବିବାହ ପରେ ମୁହଁ ଖୋଲିଲେ ଶୋଏବ

ଲାହୋର: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କଠାରୁ ଅଲଗା ହୋଇ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏହି ବିବାହ ନେଇ ଶୋଏବଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ଦିନ ଚୂପ ରହିବା ପରେ ସେ ଏ ନେଇ…

ମୟଙ୍କଙ୍କ ବିରୋଧରେ ରଚା ଯାଇଥିଲା କି ଷଡଯନ୍ତ୍ର, ପୋଲିସ କରିବ ତଦନ୍ତ

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିମାନରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସବୁ କିଛି ଠିକ ଠାକ ଥିବା ବେଳେ ସେ କାହିଁକି ହଠାତ ଅସୁସ୍ଥ ହୋଇ ପଡିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି…

୧୯ ବର୍ଷରୁ କମ ବିଶ୍ୱକପ: ସୁପର ସିକ୍ସରେ ନ୍ୟୁଜିଲାଣ୍ଡକୁ ୨୧୪ ରନର ହରାଇଲା ଭାରତ

ବ୍ଲୋମଫୋର୍ଟନ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ସୁପର ସିକ୍ସ ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ଗ୍ରୁପ ୧ ମୁକାବିଲାରେ ଭାରତ ୨୧୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ୱିକେଟ ବିନିମୟରେ ୨୯୫ ରନ କରିଥିଲା । ମୁଶୀର ଖାଁ…

କ୍ରିକେଟର ମୟଙ୍କ ଅଗ୍ରୱାଲ ଆଇସିୟୁରେ

ଅଗରତାଲା: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ରିପୋର୍ଟ ମୁତାବକ ସେ ଏବେ ଆଇସିୟୁରେ ଅଛନ୍ତି । କର୍ଣ୍ଣାଟକ ରଣଜୀ ଟିମର ଅଧିନାୟକ ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ପ୍ରତ୍ୟାବର୍ତନ କରୁଥିଲେ । ଏୟାରପୋର୍ଟରେ ସେ ପ୍ଲେନ…

ପନ୍ତ କହିଲେ..ଭାବିଥିଲି ମୋର ସବୁ କିଛି ଶେଷ ହୋଇଯାଇଛି

ନୂଆଦିଲ୍ଲୀ: ଭୟଙ୍କର କାର ଦୁର୍ଘଟଣାର ଦୀର୍ଘ ଦିନ ପରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ପରେ ମୋର ସବୁ କିଛି ଶେଷ ହୋଇଯାଇଛି ବୋଲି ଭାବିଥିଲି । ତାଙ୍କ ଡାହଣ ଲିଗାମେଂଟ ଫାଟି ଯାଇଥିବା ବେଳେ ମୁଣ୍ଡରେ ୨ ବଡ ଆଘାତ ହୋଇଥିଲା । ୨୬…

କ୍ରିକେଟରଙ୍କ କିଟରୁ ମିଳିଲା ମଦ ବୋତଲ, ବିୟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ଏକ ଲଜ୍ଜାଜନକ ଖବର ସମ୍ମୁଖକୁ ଆସିଛି । କେତେଜଣ କ୍ରିକେଟରଙ୍କ ନିକଟରୁ ବିମାନବନ୍ଦରରେ ମଦବୋତଲ ଓ ବିୟର ଜବତ କରାଯାଇଛି । ରିପୋର୍ଟ ଅନୁସାରେ ସିକେ ନାୟୁଡୁ ଟ୍ରଫି ଖେଳୁଥିବା ୨୩ ବର୍ଷରୁ କମ ସୌରାଷ୍ଟ୍ର ଦଳର କେତେକ ଖେଳାଳିଙ୍କ ନିକଟରୁ ଏହା ମିଳିଛି ।…