Latest Odisha News

BREAKING NEWS

Browsing Category

ଖେଳ

କିଏ କହିଲେ କୋହଲିଙ୍କୁ ସ୍ୱାର୍ଥପର କହୁଥିବା ବ୍ୟକ୍ତି ତାଙ୍କୁ ଈର୍ଷା କରୁଛନ୍ତି

ନୂଆଦିଲ୍ଲୀ: ବିରାଟ କୋହଲି ଦିନିକିଆ ବିଶ୍ୱକପ କ୍ରିକେଟରେ ସଚିନ ତେନ୍ଦୁଲକର ୪୯ ଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲିଙ୍କ ଓଭରାଲ ଆନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି । ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବା ତାଙ୍କ ପକ୍ଷେ ଏତେଟା ସହଜ ହେବ ନାହିଁ ବୋଲି ମହାନ…

ଦକ୍ଷିଣ ଆଫ୍ରିକାରେ ପଂହଚିଲା ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆଗାମୀ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପଂହଚିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ବୁଧବାର ରାତିରେ ଡର୍ବାନରେ ପଂହଚିବା ପରେ ଯଶସ୍ୱୀ ଜୈସୱାଲ ଓ ରିତୁରାଜ ଗାଏକ୍ୱାଡ ସୋସିଆଲ ମିଡିଆରେ ଫଟୋ…

ଗୋଟିଏ ଦିନରେ ଆଜି ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍…

ଲାରା କହିଲେ କିଏ ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ ଭାଙ୍ଗି ପାରିବେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ତାଙ୍କ ୪୦୦ ଓ ୫୦୧ ରନର ରେକର୍ଡ କିଏ ଭାଙ୍ଗିପାରିବ ତାର ଖୁଲାସା କରିଛନ୍ତି । ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହେଁ ଶୁଭମନ ଗିଲ ଏହି ରେକର୍ଡ ଭାଙ୍ଗିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଲାରା ଟେଷ୍ଟରେ ଗୋଟିଏ…

ପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଆଥଲେଟ ଅଫ ଦି ଇୟର ବିବେଚିତ ହୋଇଛନ୍ତି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଫୁଟବଲ ଖେଳାଳି ହୋଇଛନ୍ତି । କିଲିୟାନ ଏମ୍ବାପ୍ପେ, ଏଲିଙ୍ଗ ହଲାଣ୍ଡ, ନୋଭାକ ଜୋକୋଭିଚ ଓ ଆରୋନ ଜଜଙ୍କୁ ପଛରେ ପକାଇ ମେସି ଏହି କୀର୍ତିମାନ ସ୍ଥାପନ…

ବ୍ରେନ ଷ୍ଟ୍ରୋକରେ ପୀଡିତ ଏହି କ୍ରିକେଟରଙ୍କ ପିତା, ଚିକିତ୍ସାକୁ ନେଇ ଚିନ୍ତିତ କ୍ରକେଟର୍….

ୟୁପି: ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଦୀପକ ଚାହରଙ୍କ ପିତା । ଆଲିଗଡରେ ହେଉଥିବା ଏକ ବିବାହ ଭୋଜିରେ ସାମିଲ ହେବାକୁ ଯାଇଥିବା ଭାରତୀୟ ଟିମର ଅଲରାଉଣ୍ଡର ଦୀପକ ଚାହରଙ୍କ ପିତାଙ୍କର ହଠାତ୍ ବ୍ରେନ୍ ଷ୍ଟ୍ରୋକ ହେବାରୁ ତାଙ୍କୁ ରାମଘାଟ ରୋଡରେ ଥିବା…

ବାତ୍ୟା ଯାଗୁ ଫସିଗଲେ ୨୦୦ ଟେବୁଲ ଟେନିସ ଖେଳାଳି

ବିଜୟୱାଡା: ମିଗଜୋମ ପ୍ରଭାବରେ ୁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ସବୁଆଡ଼େ ପାଣି ଜମି ରହିଛି । ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ବର୍ଷା ଓ ପବନ ଯୋଗୁ ୨୦୦ ଟେବୁଲ ଟେନିସ ଖେଳାଳି ଫସି ଯାଇଛନ୍ତି । ଏହି ଖେଳାଳୀମାନେ ସେଠାରେ ଆୟୋଜିତ ନ୍ୟାଶନାଲ…

ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ହାର୍ଦ୍ଦିକଙ୍କୁ ଲାଗିବ ଆହୁରି ୧୮ ସପ୍ତାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ…

ଭାରତ ବିପକ୍ଷ ସିରିଜ ପୂର୍ବରୁ ବିବାହ କଲେ ଦକ୍ଷିଣ ଆଫ୍ରିକା ପେସର କୋଏଟଜି

କେପଟାଉନ: ଦକ୍ଷିଣ ଆଫ୍ରିକାର ଯୁବ ପେସ ବୋଲର ଗେରାଲ୍ଡ କୋଏଟଜି ମଙ୍ଗଳବାର ତାଙ୍କ ପ୍ରେମିକା ହନାହ ହର୍ଥୋନଙ୍କୁ ବିବାହ କରିଛନ୍ତି । ଉଭୟ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ ଏହି ବିବାହ କରିଛନ୍ତି । ଡିସେମ୍ବର ୧୦ରୁ ଟି୨୦ ସିରିଜ ଆରମ୍ଭ…

ଷ୍ଟ୍ରେଚର ନ ଥିବାରୁ ଆହତ କ୍ରିକେଟରଙ୍କୁ ପିଠିରେ ଉଠାଇ ନେଲେ ସାଥି ଖେଳାଳି

ଇସଲାମାବାଦ: ବିଶ୍ୱକପ ପରେ ଜାତୀୟ ଟି-୨୦ କପରେ ପାକିସ୍ତାନର ଅନେକ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିଛନ୍ତି । ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଟିମର ଉପ-ଅଧିନାୟକ ଶାଦାବ ଖାନ୍ ଆହତ ହେବା ପରେ ତାଙ୍କୁ ଷ୍ଟାଡିୟମରୁ ଷ୍ଟ୍ରେଚର ପରିବର୍ତ୍ତେ ସାଥୀ ଖେଳାଳି ପିଠିରେ…