Latest Odisha News

BREAKING NEWS

Browsing Category

ଖେଳ

ରାମ ଭଜନ ବାଜିବା ମାତ୍ରେ ନାଚିଲେ କୋହଲି

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ବିରାଟ କୋହଲି ରାମ ସିୟା ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ ବାତାବରଣ ନେଇ ସାରା ଦେଶ ଝୁମି ଉଠିଛି । କୋହଲି ବି ଏଥିରୁ ବାଦ…

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଟେଷ୍ଟରେ ସର୍ବନିମ୍ନ ସ୍କୋର: ସିରାଜଙ୍କ ଘାତକ ବୋଲିଂରେ ୫୫ରେ ଅଲଆଉଟ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ପେସ ବୋଲିଂ ବାହିନୀ ଘାତକ ବୋଲିଂ କରିଛନ୍ତି । ମହମ୍ମଦ ସିରାଜଙ୍କ ୬ ୱିକେଟ ବଳରେ ଟିମ ଇଣ୍ଡିଆ ୫୫ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରି ଦେଇଛି । ଯଶପ୍ରୀତ ବୁମରାହ ଓ ମୁକେଶ କୁମାର ୨ଟି ଲେଖାଁଏ ୱିକେଟ ନେଇଥିଲେ ।…

ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିବା ପାଇଁ ରୋହିତ, କୋହଲି ଆଗ୍ରହୀ

କେପଟାଉନ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି । ଏବେ ସମସ୍ତଙ୍କ ନଜର ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଉପରେ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ବିଶ୍ୱକପରେ ଖେଳିବେ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏକ…

ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଦୀପା, ପ୍ରଣତୀ, ରାକେଶଙ୍କ ଉପରେ…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିବା ପରେ ଏବେ ସିନିୟର ଜାତୀୟ ଚାମ୍ପିୟନଶିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶାର…

୨୦୨୪ରେ କୋହଲି ଭାଙ୍ଗି ପାରନ୍ତି ଏହି ସବୁ ରେକର୍ଡ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ଚାଲିଛନ୍ତି । ୨୦୨୪ରେ କୋହଲି ଅନେକଗୁଡିଏ ରେକର୍ଡ ଭାଙ୍ଗି ପାରନ୍ତି । ଏହା ମଧ୍ୟରେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ହାସଲ ଆଗରେ ରହିଛି । ସେ ୨୯୨ ମ୍ୟାଚରେ…

ବୋଲିଂ କରୁଥିବା ବେଳେ ହୃଦଘାତ, କ୍ରିକେଟର ଇନ୍ଦଲ ସିଂହ ଯାଦବଙ୍କ ମୃତ୍ୟୁ

ଭୋପାଳ: ୨୦୨୩ ମସିହା ଡିସେମ୍ବର ୩୧ ତାରିଖରେ ନିଜ ଗାଁରେ ଏକ ସ୍ଥାନୀୟ ମ୍ୟାଚ୍ ରେ ଭାଗ ନେଉଥିବା ବେଳେ ହୃଦଘାତରେ ୨୨ ବର୍ଷୀୟ ପ୍ରତିଭାବାନ କ୍ରିକେଟର ଇନ୍ଦଲ ସିଂହ ଯାଦବ ବଞ୍ଜାରାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ସ୍ବବ୍ଧ ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଖଡ଼ଗୱାନ…

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ନୂଆ ବର୍ଷର ପ୍ରଥମ ଦିନ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ବିଦାୟକାଳୀନ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଏହି ଘୋଷଣା କରିଛନ୍ତି । ଆଗକୁ ମୁଁ ମୋ…

ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ…

୨୦୨୪ରେ ଭାରତୀୟ କ୍ରିକେଟ ଟିମର ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ଅଳ୍ପକେ ଦିିନିକିଆ ବିଶ୍ୱକପ ହାତଛଡା କରିଥିବା ଭାରତ ଏଥର ଟି୨୦ ବିଶ୍ୱକପ ନିଶ୍ଚିତ ଭାବେ ଜିତିବା ପାଇଁ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ.. । ୨୦୨୪ରେ ଭାରତ ଚଳିତ ଦକ୍ଷିଣ…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…