Latest Odisha News

BREAKING NEWS

Browsing Category

ଖେଳ

ଅଧିନାୟକ ଭାବେ ୧୦୦ତମ ମ୍ୟାଚ ପୂରଣ କରିବେ ରୋହିତ

ଲକ୍ଷ୍ନୌ: ଇକାନା ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମ୍ୟାଚରେ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ସ୍ଥିତି ମଜଭୁତ କରିବ । ଅପରପକ୍ଷରେ ଇଂଲଣ୍ଡ ଏହି ମ୍ୟାଚକୁ ଜିତି ଏହି ଆଶା ଉଜ୍ଜୀବୀତ ରଖିବାକୁ ଚାହିଁବ ।…

ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟିମର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିସାତ ହୋଇଛି । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲଦେଶ ୪୨.୨ ଓଭରରେ ୧୪୨ ରନ କରି…

୭୭୧ ରନ, ୬୫ ଚୌକା, ୩୨ ଛକା ଓ ୨ ଶତକ ସବୁ କିଛି ଗୋଟିଏ ମ୍ୟାଚରେ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟର ସବୁଠାରୁ ରୋମାଂଚକର ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚର ଫଳାଫଳ ପାଇଁ ଦର୍ଶକଙ୍କୁ ଶେଷ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଅବଶ୍ୟ ପୁନର୍ବାର ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ନିରାଶ କରିଥିଲା । ଏହି…

ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୮୯ ରନର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ବିଜୟ…

ବାଂଲାଦେଶ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୫୦ ଓଭରରେ ୨୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ସ୍କଟ ଏଡୱାର୍ଡସ ୮୯ ବଲରେ ୬୮…

ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଶନିବାର ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ସମାପ୍ତି ପରେ ଏହି ସିରିଜ ଖେଳାଯିବ । ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡଙ୍କ ପରି…

ହାଙ୍ଗଝୌ ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ: ଭାରତର ପଦକ ସେଞ୍ଚୁରୀ, କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତ ଇତିହାସ ରଚିଛି । ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ୨୬ଟି ସ୍ବର୍ଣ୍ଣ , ୨୯ଟି ରୌପ୍ୟ ଓ ୪୫ ଟି ବ୍ରୋଞ୍ଚ ସହ ପଦ ସଂଖ୍ୟା ଶହେରେ ପହଞ୍ଚିଛି । ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମାର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ସଂଘର୍ଷ କରି ଦକ୍ଷିଣ ଆଫ୍ରିକା ନିକଟରୁ ହାରିଲା ପାକିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ୨୭୧ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ ହରାଇ ହାସଲ କରିଥିଲେ । ଆଇଡେନ ମାର୍କରାମ ୯୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେ ଆଉଟ…

ଜାତୀୟ କ୍ରୀଡା: ପ୍ରଣତିଙ୍କୁ ୨ଟି ସ୍ୱର୍ଣ୍ଣ, ଓଡିଶାକୁ ୬ ପଦକ

ଭୁବନେଶ୍ୱର: ଗୋଆରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଜିମ୍ନାଷ୍ଟ ପ୍ରଣତୀ ନାୟକ ୨ଟି ସ୍ୱର୍ଣ୍ଣ ସହ ଓଡିଶା ୬ ପଦକ ହାସଲ କରିଛି । ଓଡିଶାର ମହିଳା ରଗବୀ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତପନ ମହାନ୍ତି ଜିମ୍ନାଷ୍ଟିକ୍ସରେ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ମ୍ୟାଚରେ ବିଜୟ ସତ୍ୱେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୧୭ ରନରେ ଚଣ୍ଡୀଗଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୭ ୱିକେଟ ବିନିମୟରେ…