Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ହୋଇପାରନ୍ତି ଅଧିନାୟକ !

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟର ସମାପ୍ତି ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ରିପୋର୍ଟ ମୁତାବକ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ । ସିନିୟର ଖେଳାଳିଙ୍କ ବିଶ୍ରାମ ଏବଂ ହାର୍ଦ୍ଦିକ…

ବିଶ୍ୱକପ କ୍ରିକେଟ: ଇକାନା ଷ୍ଟାଡିୟମରୁ ଘାସ କଟାଇଲେ ଡ୍ରାଭିଡ

ଲକ୍ଷ୍ନୌ: ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚରେ ବିଜୟ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ କରିବ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଅନ୍ୟ ଖେଳାଳିମାନେ ନେଟରେ କଡା ଅଭ୍ୟାସ କରିଥିଲେ । କୋଚ ରାହୁଲ ଡ୍ରାଭିଡ ଆଜି ଇକାନା ଷ୍ଟାଡିୟମ…

କ୍ରମାଗତ ଅର୍ଦ୍ଧଶତକ ହାସଲରେ ରିୟାନ ପରାଗଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ରିୟାନ ପରାଗ କ୍ରମାଗତ ଟି୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ସେ କ୍ରମାଗତ ୬ ଅର୍ଦ୍ଧଶତକ ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶା ବିପକ୍ଷରେ ସେ ୪୫ ରନ କରି…

ବାବର, ଶକୀଲଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୭୧ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ୨୭୧ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୬.୪ ଓଭରରେ ୨୭୦ ରନ କରି ଅଲଆଉଟ ହୋଇ ଯାଇଥିଲେ । ଅଧିନାୟକ ବାବର ଆଜମ ୫୦ ଓ ସୌଦ ଶକୀଲ ୫୨ ରନର ଇନିଂସ ଖେଳିଥିଲେ । ଶଦାବ ଖାଁ ଦ୍ରୁତ…

ପାରା ଏସୀୟ କ୍ରୀଡା: ପ୍ରମୋଦ ଭଗତ ଓ ଶୀତଳ ଦେବୀଙ୍କୁ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ  । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ  । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି  । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି  ।  ୨୦୧୦ରେ ଏକକ ଓ ଯୁଗଳରେ…

ଭାରତର ପୂର୍ବତନ କୋଚ ଗ୍ରେଗ୍ ଚାପେଲଙ୍କ ଆର୍ଥିକ ସ୍ଥିତି ଶୋଚନୀୟ, ଫଣ୍ଡରେଜ କଲେ ସାଙ୍ଗମାନେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ କୋଚ ତଥା ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା କୋଚ୍ ଗ୍ରେଗ୍ ଚାପେଲ୍ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବନ୍ଧୁମାନେ ତାଙ୍କ ପାଇଁ ଏବେ ପାଣ୍ଠି ସଂଗ୍ରହ କରିବା ପାଇଁ ଏକ GoFundMe ପୃଷ୍ଠାର ଶୁଭାରମ୍ଭ କରିଛନ୍ତି। ଚାପେଲ…

ଶ୍ରୀଲଙ୍କାଠୁ ହାରି ଡିଫେଣ୍ଡିଂ ଚାମ୍ପିଅନ୍ ବିଶ୍ବକପରେ ପଏଣ୍ଟ ଟେବୁଲରେ ୯ ନମ୍ବରକୁ ଖସିଲା

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ୮ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ପାଞ୍ଚଟି ମ୍ୟାଚ୍ରୁ ଚତୁର୍ଥ ପରାଜୟ ଇଂଲଣ୍ଡ ପାଇଁ ସେମିଫାଇନାଲ୍ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଶ୍ରୀଲଙ୍କାର ଏହି ବିଜୟ ମଧ୍ୟ ସେମିଫାଇନାଲ୍ ଦୌଡ଼କୁ ଆହୁରି ରୋଚକ…

ଭବ୍ୟ ସମାରୋହରେ ଉଦଘାଟିତ ହେଲା ଜାତୀୟ କ୍ରୀଡା

ପାଣାଜୀ: ଜାତୀୟ କ୍ରୀଡାର ୩୭ତମ ସଂସ୍କରଣ ଗୁରୁବାର ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଜିତ ଭବ୍ୟ ଉଦଘାଟନୀ ଉତ୍ସବରେ ଗେମ୍ସର ମଶାଲ ଜାତୀୟ ହକି ଟିମର ଅଧିନାୟକ ହରମନପ୍ରୀତ ସିଂଙ୍କୁ ପ୍ରଦାନ କରିଥିଲେ । ସେ ଷ୍ଟେଜରେ ଏହାକୁ ସ୍ଥାପିତ…

ଆଇପିଏଲ ୨୦୨୪ ପ୍ରସ୍ତୁତି ଆରମ୍ଭ, ଏଥର ଦୁବାଇରେ ହୋଇପାରେ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚଳିତ ବିଶ୍ୱକପ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଉଭୟ ପୁରୁଷ ଓ ମହିଳା ଲିଗ ପାଇଁ ନିଲାମ ପ୍ରକ୍ରିୟା ଡିସେମ୍ବରରେ ଆୟୋଜିତ କରାଯିବ । ୧୫ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଏହି ନିଲାମ…

ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ଗୁରୁବାର ମ୍ୟାଚରେ ୮ ୱିକେଟରେ ଶୋଚନୀୟ ଭାବେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଛି । ଏଥିସହ ଇଂଲଣ୍ଡର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି । ୨୦୦୭ ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କାକୁ ଇଂଲଣ୍ଡ ପରାସ୍ତ କରିପାରି ନାହିଁ ।…