Latest Odisha News

BREAKING NEWS

Browsing Category

ଖେଳ

ନଟରାଜରୁ ହେଲିକପ୍ଟର ଶଟ….ସବୁ କିଛି ରହିଛି ବେବୀ ଏବିଙ୍କ ପାଖରେ

ପୁରୀ: ୩୧ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ବେଶୀ ଦିନ ହୋଇ ନ ଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ବଳରେ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ୟୁପିର ଗାଜୀପୁରରେ ଜନ୍ମିତ ସୂର୍ଯ୍ୟକୁମାର ବିଭିନ୍ନ ପ୍ରକାରର ଶଟ ଖେଳିବା ଦକ୍ଷତା ଟିମ ଇଣ୍ଡିଆ ପାଇଁ ବରଦାନ ସାଜିଛି ।…

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ସାଉଥ ଆଫ୍ରିକା ଆଗରେ ଭାରତ ଟାର୍ଗେଟ ଦେଲା ୨୩୮ ରନ

ଗୈାହାଟି: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩ ଉଇକେଟ ହରାଇ ୨୩୭ ରନ କରିଛି। ସାଉଥ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ଏବଂ କେଏଲ ରାହୁଲ ପ୍ରଥମରୁ ଜବରଦସ୍ତ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ୫୭ ରନ କରି ଆଉଟ…

ମହିଳା ଏସିଆ କପ କ୍ରିକେଟ: ଶ୍ରୀଲଙ୍କାକୁ ୪୧ ରନରେ ହରାଇଲା ଭାରତ

ସିଲହଟ: ବାଂଲାଦେଶରେ ଚାଲିଥିବା ମହିଳା ଏସିଆ କପ କ୍ରିକେଟରେ ଶନିବାର ଭାରତ ୪୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୫୦ ରନ ସଂଗ୍ରହ କରିଥିଲା । ଜେମି ରୋଡ୍ରିଗ୍ୟୁସ ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଓ.ରଣସିଂଘେ ଶ୍ରୀଲଙ୍କା ପକ୍ଷରୁ…

ବୁମରାହ ଏବେ ବି ଟି୨୦ ବିଶ୍ୱକପ ଦଳରୁ ବାହାରି ନାହାନ୍ତି: ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଯଶ୍ରପ୍ରୀତ ବୁମରାହଙ୍କୁ ନେଇ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ବୁମରାହ ଏବେ ଏନସିଏରେ ଅଛନ୍ତି । ତାଙ୍କ ଫିଟନେସ ନେଇ ଅଫିସିଆଲ ରିପୋର୍ଟ ଆସିନି । ଏବେ ବି ସେ ଟି୨୦ ବିଶ୍ୱକପ ଦଳରୁ ବାଦ ପଡି ନାହାନ୍ତି ବୋଲି ଦ୍ରାବିଡ କହିଛନ୍ତି ।…

ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବାଜିଲା ବଲ

ନୂଆଦିଲ୍ଲୀ: ୧୯ ବର୍ଷରୁ ବିଶ୍ୱକପ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବଲ ବାଜିଛି । ତେବେ କିପରି ତାଙ୍କ ଆଖିରେ ବଲ ବାଜିଲା ତାହା ସ୍ପଷ୍ଟ ହୋଇନି । ୨୯ ବର୍ଷୀୟ ଏହି ଯୁବ ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ ଏବେ ଆମେରିକା…

ଜାତୀୟ କ୍ରୀଡା: ରଗବୀରେ ଓଡିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାରେ ଓଡିଶା ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଶୁକ୍ରବାର ମହିଳା ରଗବୀ ଟିମ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ରଗବୀ ୭ ଫାଇନାଲରେ ଓଡିଶା ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବିପକ୍ଷ ଦଳକୁ ଗୋଟିଏ ବି ପଂଏଟ ହାସଲ କରିବାକୁ ସୁଯୋଗ ଦେଇ ନ ଥିଲେ…

ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ମିଳିବ ୧୩ କୋଟି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ଇଭେଂଟର ଚାମ୍ପିୟନ ଦଳକୁ ଏଥର ୧୩ କୋଟି ଏବଂ ରନର୍ସଅପ ଦଳକୁ ୬.୫କୋଟି ଟଙ୍କା…

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…

ବୁମରାହଙ୍କ ସ୍ଥାନରେ ସାମିଲ ହେଲେ ସିରାଜ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଆଜି ଭାରତୀୟ ଦଳରେ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଓହରି ଯାଇଛନ୍ତି । ଦକ୍ଷିଣ ଆଫ୍ରିକା…