Latest Odisha News

BREAKING NEWS

Browsing Category

ଖେଳ

ଆନ୍ତର୍ଜାତୀୟ କ୍ରିକେଟରେ ସଂଶୋଧିତ ହେବ କେତେକ ପୁରୁଣା ନିୟମ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା- ୧. ବୋଲରମାନେ ବଲକୁ ଚମକାଇବା…

ISSF ବିଶ୍ୱକପ୍: ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ISSF ବିଶ୍ୱକପରେ ଦମ୍ ଦେଖାଇଲା ଭାରତୀୟ ମହିଳା ଟିମ୍ । ୨୫ ମିଟର ପିସ୍ତଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୧୭-୧୩ରେ ବିଜୟୀ ହୋଇଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ବାଜି ମାରିଛନ୍ତି ରାହି ସୋର୍ଣ୍ଣବତ, ଇଶା ସିଂ, ରିଦ୍ଦିମ୍ ସାଙ୍ଗଓ୍ୱାନ୍ । ଚଳିତ ISSF…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ସ୍ୱର୍ଣ୍ଣ ପଦକ ପୋଛିନେଲେ ପ୍ରମୋଦ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନରେ କମାଲ କରିଛନ୍ତି ଭାରତର ପ୍ରମୋଦ ଭଗତ । ସେ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ସର୍କାର ଯୋଡି ନିଜ ଦେଶର ସୁକାନ୍ତ କଦମ ଓ ନୀତେଶ କୁମାରଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ…

ରଣଜୀ ଟ୍ରଫି କ୍ରିକେଟ: ମୁମ୍ବାଇ ନିକଟରୁ ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଶୋଚନୀୟ ଭାବେ ମୁମ୍ବାଇ ନିକଟରୁ ପରାଜୟବରଣ କରିଛି । ଏଲିଟ ଗ୍ରୁପ ଡି’ର ଏହି ମୁକାବିଲାରେ ଓଡିଶା ଇନିଂସ ଏବଂ ୧୦୮ ରନରେ ପରାଜିତ ହୋଇଛି । କ୍ରମାଗତ ଦ୍ୱିତୀୟ ପରାଜୟ ସହ ଓଡିଶାର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ ଆଶା…

ୱାର୍ଣ୍ଣେଙ୍କ ବେଡରୁମରୁ ମିଳିଲା ରକ୍ତର ଛିଟା

ନୂଆଦିଲ୍ଲୀ: ଥାଇଲାଣ୍ଡ ପୋଲିସକୁ ମହାନ କ୍ରିକେଟର ଶେନ ୱାର୍ଣ୍ଣେଙ୍କ ମୃତ୍ୟୁକୁ ନେଇ ଏକ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି । ତାଙ୍କ ବେଡରୁମରୁ ଏବଂ ଟାୱେଲରୁ ରକ୍ତ ଚିହ୍ନ ମିଳିଛି । ପୂର୍ବରୁ ମୃତଦେହ ନିକଟରେ ମଧ୍ୟ ପ୍ରଚୁର ପରିମାଣର ରକ୍ତ ମିଳିଥିଲା । ୱାର୍ଣ୍ଣେଙ୍କ ବନ୍ଧୁଙ୍କ କହିବା…

ଆଇଏସଏସଏଫ ବିଶ୍ୱକପ ଶୁଟିଂ: ୫୦ ମିଟର ରାଇଫଲ ଟିମ ଇଭେଂଟରେ ବ୍ରୋଞ୍ଜ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଇଜିପ୍ଟରେ ଚାଲିଥିବା ଆଇଏସଏସଏଫ ରାଇଫଲ/ପିସ୍ତଲ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରବିବାର ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦ ମିଟର ରାଇଫଲ ୩ପି ମିକ୍ସଡ ଟିମ ଇଭେଂଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀୟଙ୍କା…

ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ : ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ

ମୋହାଲୀ: ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବ ବୃହତ ବିଜୟ । ଏଥିସହ ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର…

ମହିଳା ବିଶ୍ୱକପ କ୍ରିକେଟ: ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

ମାଂଉଟ ମନନୁଗେଇ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ ୧୦୭ ରନରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ସ୍ନେହା ରାଣା ୫୩ ଓ ପୂଜା ବସ୍ତ୍ରକାର ୬୭ ରନର ଚମତ୍କାର ଇନିଂସ…

ଜାଡେଜାଙ୍କ ଘାତକ ବୋଲିଂ: ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରବୀନ୍ଦ୍ର ଜାଡେଜା । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିଲେ । ଘାତକ ବୋଲିଂ ବି କରିଛନ୍ତି । ଜାଡେଜାଙ୍କ ଯାଦୁଗରୀ ସ୍ପିନରେ ଘାଇଲା ହୋଇଛି ସିଂହଳୀ ଦଳ । ପ୍ରଥମ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇଛି ।…

ମିତାଲି ରାଜଙ୍କ ନୂଆ ରେକର୍ଡ, ସଚିନଙ୍କ ସହ ଏଲିଟ୍ ଗ୍ରୁପରେ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ରେକର୍ଡ କ୍ଲବରେ ସଚିନଙ୍କ ସହ ସାମିଲ ହେଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ । ସର୍ବାଧିକ ୬ଟି ୱାର୍ଲଡ କପ୍ ଖେଳିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍ ମିଆନନ୍ଦାଦଙ୍କ ପରେ ସେ…