Latest Odisha News

BREAKING NEWS

Browsing Category

ଖେଳ

ଖେଳାଳିଙ୍କ ଖାଇବା ମେନୁରେ ଛେନାପୋଡ, ଚାହିଁଲେ ଖାଇପାରିବେ ଓଡ଼ିଶାର ସ୍ୱତନ୍ତ୍ର କାକେରା, କାନିକା ଓ ରସଗୋଲା

ଭୁବନେଶ୍ୱର: ୧୨ ତାରିଖରେ କଟକ ବାରବାଟିରେ ଟି ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଖେଳାଳିଙ୍କ ପାଇଁ ଚାଲିଛି ଓଡ଼ିଶାରେ ଭବ୍ୟ ସ୍ୱାଗତ ପାଇଁ ସୁବିଧା।ଜାଣି ଆଶ୍ଚର୍ଯ୍ୟ ହେବେ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ ପାଇଁ ଭବ୍ୟ ସ୍ୱାଗତ ପାଇଁ ହୋଟେଲରେ‌ ହୋଇଛି…

ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରିଲେ ରାହୁଲ, ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଅଧିନାୟକ କେଏଲ ରାହୁଲ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାମହାତୀ…

କେଆଇୱାଇଜି: ଓଡିଶା ପାଇଁ ରୌପ୍ୟ ଜିତିଲେ ପୁନୀତ

ଭୁବନେଶ୍ୱର: ହରିୟାଣାର ପଂଚୁକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ପୁନୀତ ଚନ୍ଦ୍ର ସାହୁ ଓଡିଶା ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ଓଡିଶା ପଦକ ସଂଖ୍ୟା ୩କୁ ଛୁଇଁଛି । ପୁରୁଷ ୯୬ କେଜି ଭାରୋତୋଳନ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ପୁନୀତ ଓଭରାଲ ୨୭୮ କେଜି (୧୧୫…

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ଥୋମାସ କପ ବିଜେତା ଭାରତୀୟ ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଥୋମାସ କପ ବିଜେତା ଭାରତୀୟ ପୁରୁଷ  ବ୍ୟାଡମିଂଟନ ଟିମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ବୁଧବାର ଓଡିଶା କ୍ରୀଡା ଓ ଯୁୁବ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ଲୋକସେବା ଭବନ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଉଛି । ସମସ୍ତ ଖେଳାଳିଙ୍କ…

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।…

୧୦ମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୨ ଉଦଯାପିତ୍

ବରଗଡ଼: ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ‘ଓଡିଶା ମୁଏଥାଇ ୟୁନିଅନ’ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ ଠାରେ…

ବାରବାଟୀରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ…

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ । ଏହାସହ ଏହିମ୍ୟାଚ ଦେଖିବାକୁ…