Latest Odisha News

BREAKING NEWS

Browsing Category

ଖେଳ

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ: ସ୍ପେନର ମହାନ ଟେନିସ ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ନରୱେର କ୍ୟାସପର ରୁଡଙ୍କୁ ୬-୩, ୬-୩ ଓ ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ନାଡାଲଙ୍କ କ୍ୟାରିୟରର ଏହା ୨୨ତମ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ହକିରେ ଚଣ୍ଡୀଗଡକୁ ହରାଇଲା ଓଡିଶା

ଭୁବନେଶ୍ୱର: ହରିୟାଣାରେ ଖୋଲୋ ଇଣ୍ଡିଆ ୟୁଥ ଗେମ୍ସର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି । ରବିବାର ହକିରେ ଓଡିଶା ତାର ଅଭିଯାନ ଚଣ୍ଡୀଗଡ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ପୁରୁଷ ବିଭାଗରେ ଓଡିଶା ୨-୦ରେ ଚଣ୍ଡୀଗଡକୁ ପରାସ୍ତ କରିଛି । ରୋହିତ ସିଂ ଓ ଦୀପକ ମିଞ୍ଜ ୨ଟି ଯାକ ଗୋଲ…

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ: ୮ରନରେ ଅଲଆଉଟ ହେଲା ନେପାଳ

ଜାକର୍ତା: ମାଲେସିଆରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେପାଳ ଏକ ଅଲୋଡା ରେକର୍ଡ କରିଛି । ୟୁଏଇ ବିପକ୍ଷରେ ଦଳ ୮.୧ ଓଭରରେ ମାତ୍ର ୮ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମାତ୍ର ୭ଟି ବଲ ଖେଳି ୟୁଏଇ ବିଜୟ ହାସଲ କରିଥିଲା । ୟୁଏଇର ମାହିକା…

ଏଫଆଇବିଏ ଏସିଆନ ଚାମ୍ପିୟନଶିପ ଏସଏବିଏ କ୍ୱାଲିଫାୟର୍ସ: ଭାରତ ଶୀର୍ଷରେ

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇବିଏ ୧୮ ବର୍ଷରୁ କମ ଏସିଆନ ଚାମ୍ପିୟନଶିପର ଏସବିଏ କ୍ୱାଲିଫାୟର୍ସରେ ବାଜି ମାରିଛି ଭାରତ । ଫାଇନାଲ ରାଉଣ୍ଡ ରବିନ ମୁକାବିଲାରେ ଭାରତ ୧୧୧-୪୭ରେ ବାଂଲାଦେଶକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଟିମ ଇଣ୍ଡିଆ…

ଇଗା ସ୍ୱିଟେକ ଜିତିଲେ ଫ୍ରେଂଚ ଓପନ ଟେନିସ

ପ୍ୟାରିସ: ଫ୍ରେଂଚ ଓପନ ମହିଳା ଟେନିସ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକ । ପୋଲାଣ୍ଡର ଏହି ଖେଳାଳି ଫାଇନାଲରେ ଆମେରିକାର କୋକୋ ଗାଫଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଥିଲେ । ଟାଇଟଲ ମୁକାବିଲାରେ ଇଗା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ…

କିସରେ ସମ୍ବର୍ଦ୍ଧିତ ହେଲେ ଭାରତୀୟ ମହିଳା ଭଲିବଲ ଟିମ

ଭୁବନେଶ୍ୱର: କିସରେ ଭାରତୀୟ ଭଲିବଲ ମହିଳା ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । ଭାରତୀୟ ଭଲିବଲ ସଂଘର ସଭାପତି ତଥା କନ୍ଧମାଳ ଏମପି ଏବଂ କିଟ ଓ କିସ ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭଲିବଲ କିଟ ପ୍ରଦାନ କରିଥିଲେ । ଥାଇଲାଣ୍ଡରେ ଜୁନ ୬ରୁ ୧୩ ପର୍ଯ୍ୟନ୍ତ ୧୮…

ଶୁଟିଂ ବିଶ୍ୱକପ : ୫୦ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ-ଆଶୀ ଜିତିଲେ ସ୍ୱର୍ଣ୍ଣ

ବାକୁ: ଏଠାରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ମିକ୍ସଡ ଇଭେଂଟରେ ସ୍ୱପ୍ନିଳ କୁସାଲେ ଓ ଆଶୀ ଚୌକସେ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେମାନେ ୟୁକ୍ରେନର ସେରହୀ କୁଲିଶ ଓ ଦରିଆ…

ଓଡିଶାକୁ ଠକିଲେ କି ଜାଫର !

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ବର୍ତମାନ କୋଚ ୱାସିମ ଜାଫରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଫର ଓଡିଶା କୋଚ ପଦ ଛାଡି ବାଂଲାଦେଶ କ୍ରିକେଟ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ଯାଉଛନ୍ତି । ଯଦି ଏହା ସତ ହୋଇଥାଏ ତାହାହେଲେ ଜାଫର ଓଡିଶା ସହ ଛଳନରା କରିଛନ୍ତି କହିଲେ ଭୁଲ…