Latest Odisha News
Browsing Category

ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳ ମାତ୍ର ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ । ଟିମ ଇଣ୍ଡିଆ ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହା ପୂର୍ବରୁ ମୁମ୍ବାଇରେ ୩ ଦିନ ଖେଳାଳିମାନେ ବାୟୋବବଲରେ ରହିବ । ସେଠାରେ ପଂହଚିବା ପରେ ହୋଟେଲରେ ଗୋଟିଏ ଦିନ ଅଲଗା…

ଟାଇମ୍ସ ପତ୍ରିକା ୨୦୨୧ର ଶ୍ରେଷ୍ଠ ଖେଳାଳି ହେଲେ ସିମୋନ ବାଇଲ୍ସ

ନ୍ୟୁୟର୍କ: ଆମେରିକାର ଖ୍ୟାତନାମା ଜିମ୍ନାଷ୍ଟ ସିମୋନ ବାଇଲ୍ସ ଟାଇମ୍ସ ମ୍ୟାଗାଜିନର ୨୦୨୧ ବର୍ଷ ପାଇଁ ସବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି । ମାନସିକ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ସିମୋନ ୨୦୨୧ ଟୋକିଓ ଅଲିମ୍ପିକ୍ସର ୪ଟି ବିଭାଗରେ ଅଂଶଗ୍ରହଣ କରି ନ ଥିଲେ । ସେ ଦି ଟ୍ୱିଷ୍ଟିଜ ନାମକ…

ବିଜୟ ହଜାରେ ଟ୍ରଫି: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ନକଆଉଟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ ସତ୍ୱେ ଓଡିଶା ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ । ମଙ୍ଗଳବାର ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ୬୩ ରନରେ ହିମାଚଳପ୍ରଦେଶଠାରୁ ହାରିଯାଇଛି । ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୫୦…

ଟିମ ଇଣ୍ଡିଆରେ ସବୁ କିଛି ଠିକ ନାହିଁ: କୋହଲି-ରୋହିତ ବିବାଦ ଘନେଇଲା

ମୁମ୍ବାଇ: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଟିମ ଇଣ୍ଡିଆ ଏକପ୍ରକାର ଦୁଇ ଫାଳ ହୋଇଯାଇଛି କହିଲେ ଭୁଲ ହେବନି । ଆଜି ବିସିସିଆଇର ଜନୈକ ଅଧିକାରୀ ଏକ ୱେବସାଇଟକୁ ସାକ୍ଷତକାର ଦେଇ କହିଛନ୍ତି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ମତଭେଦ ରହିଛି । ଭାରତୀୟ କ୍ରିକେଟରେ କୋହଲିଙ୍କ ଯୋଗଦାନକୁ…

କରଣ ଜୋହରଙ୍କ ଘରେ ପାର୍ଟି ପରେ କରୋନା ପଜିଟିଭ୍ ହେଲେ ସୀମା, କରିନା, ଅମୃତା ଆରୋରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ୍ ପରେ ଆକ୍ସନ ମୁଡକୁ ଆସିଛି ବିଏମସି । କରିନା ଓ ଅମୃତାଙ୍କ ଘର ଆଗରେ ବିଏମସି ପକ୍ଷରୁ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ କରାଯାଇଛି । ଏମାନଙ୍କର ବିଲଡିଂ ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ସେହିପରି ବଲିଉଡ୍…

କୋହଲି ଖେଳିବେନି ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ !

ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାଦ ପଡ଼ିଛନ୍ତି । ଦିନିକିଆ ସିରିଜ ଖେଳି ନପାରନ୍ତି ବିରାଟ କୋହଲି । ଝିଅ ଭାମିକାର ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ପାଇଁ ସେ ଦିନିକିଆ ସିରିଜକୁ ଓହରିବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୧୧…

ଟେଷ୍ଟ ସିରିଜରୁ ଓହରିଲେ ରୋହିତ, ଚୂଡାନ୍ତ ଦଳରେ ପାଂଚାଲ ସାମିଲ !

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରୁ ଭାରତର ରୋହିତ ଶର୍ମା ଓହରି ଯାଇଛନ୍ତି । କ୍ରିକବିଜ ଏବଂ ଅନ୍ୟ କେତେକ ୱେବସାଇଟ ଅନୁସାରେ ତାଙ୍କ ସ୍ଥାନରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଏ ଦଳର ଅଧିନାୟକ ପ୍ରିୟାଙ୍କ ପାଂଚାଲଙ୍କୁ…

ରୋହିତ ଶର୍ମା ଆଘାତପ୍ରାପ୍ତ, ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ସୋମବାର ଅଭ୍ୟାସ ସେଶନରେ ଉପ ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଛନ୍ତି । ଥ୍ରୋ ଡାଉନ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ଥ୍ରୋ ରୋହିତଙ୍କ ହାତରେ ସିଧାସଳଖ ବାଜିଥିଲା । ଦୀର୍ଘ ସମୟ ଧରି ସେ…

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ…

ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ ଟିମର ୩ ଖେଳାଳି କରୋନା ସଂକ୍ରମିତ

ଲାହୋର: ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ରୋଷ୍ଟନ ଚେଜ, ଶେଲ୍ଡନ କୋଲ୍ଟ୍ରେଲ ଓ କାଇଲ ମାୟର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କୁ ଆଇସୋଲେଟ କରାଯିବା ସହ…