Latest Odisha News
Browsing Category

ଖେଳ

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି ।…

କରୋନା ଯୋଗୁ ଘୁଂଚିଲା ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ

ଲାହୋର: କରୋନା ମହମାରୀ ଯୋଗୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ ଅଧାରୁ ବନ୍ଦ କରି ଦିଆଯାଇଛି । ଏବେ ଏହା ଆସନ୍ତା ବର୍ଷ ଜୁଲାଇରେ ହେବ ବୋଲି ସ୍ଥିର ହୋଇଛି । ଗୁରୁବାର ୱେଷ୍ଟଇଣ୍ଡିଜର ଆଉ ୫ ସଦସ୍ୟ କରୋନା ପଜିଟିଭ ଜଣାପଡିଥିଲେ । ଶାଇ ହୋପ, ଜଷ୍ଟିନ ଗ୍ରୀଭସ ଓ ଅକୀଲ…

୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ…

ଜାତୀୟସ୍ତରୀୟ ମହିଳା ଶୁଟର କୋନିକାଙ୍କ ଆତ୍ମହତ୍ୟା

ଧନବାଦ: ଜାତୀୟସ୍ତରର ମହିଳା ଶୁଟର କୋନିକା ଲାୟକ ଆଜି କୋଲକାତାରେ ଆତ୍ମହତ୍ୟା କରିଛନ୍ତି । ଝାଡଖଣ୍ଡର ଏହି ତାରକା ଶୁଟରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କୋଲକାତାରେ ସେ ପ୍ରଶିକ୍ଷଣ ନେଉଥିଲେ । ସ୍ଥାନୀୟ ପୋଲିସ କୋନିକାଙ୍କ ପରିବାରକୁ ଏ ନେଇ ଖବର ଦେଇଥିଲା । ତାଙ୍କ ବାହାଘର…

କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି । ମୁମ୍ବାଇରୁ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗ ଯିବ । ବିସିସିଆଇ ଖେଳାଳିମାନଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ଭାରତ ଏଠାରେ ୮ମ ସିରିଜ ଖେଳିବ । ଏଥର କିଛି ବିଶେଷ କରି ଫେରିବୁ ବୋଲି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ବାଂଲାଦେଶକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଦିଲପ୍ରୀତ ସିଂ ଭାରତ ପକ୍ଷରୁ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ ୨ଟି ଓ ଲଳିତ ଉପାଧ୍ୟାୟ, ଆକାଶଦୀପ ସିଂ,…

ବିଶ୍ୱକପରେ ପୁନର୍ବାର ଭାରତ-ପାକ ମୁକାବିଲା

ଦୁବାଇ: ବିଶ୍ୱକପ କ୍ରିକେଟରେ ପୁନର୍ବାର ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୨୨ ମାର୍ଚ୍ଚ ୪ରେ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ଉଭୟ ଟିମ ମଧ୍ୟରେ ଚୌରାଙ୍ଗଠାରେ ମୁକାବିଲା ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କରିବା…

ଭାରତୀୟ କ୍ରିକେଟରେ ଷ୍ଟାର ୱାରସ: ସୁନୀଲ-କପିଳ ଠାରୁ ବିରାଟ-ରୋହିତ ପର୍ଯ୍ୟନ୍ତ….

ପୁରୀ: ଭାରତୀୟ କ୍ରିକେଟରେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ତେବେ ଏହା ପଛରେ ଖେଳାଳିଙ୍କ ଗର୍ବ ଓ ଅହଂକାର ନାଁ  ବିିସିସିଆଇ ଅଧିକାରୀ ଏବଂ ଚୟନକମିଟିର ମନୋମୁଖୀ କାରୋବାର ଜଡିତ ? ସେ ଯାହା ହେଉ ସୁନୀଲ ଗାଭାସ୍କର-କପିଳ ଦେବଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ରୋହିତ…

କଂଗ୍ରେସରେ ଯୋଗ ଦେବେ କି ଭଜି !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ରାଜନୀତି ଏଂଟ୍ରି ନେଇ ଅଟକଳ ଜୋର ଧରିଛି । ପ୍ରଥମେ ସେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ଚାଲିବା ପରେ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ଆଜି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ…

ମୁହଁ ଖୋଲିଲେ କୋହଲି: ଟେଷ୍ଟ ଟିମ ଘୋଷଣା ହେବାର ୧ ଘଂଟା ପୂର୍ବରୁ ମୋତେ ଅଧିନାୟକ ପଦରୁ ହଟାଯାଇଥିଲା

ମୁମ୍ବରଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବୁଧବାର ବିରାଟ କୋହଲି ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଟେଷ୍ଟ ଟିମ ଚୟନ ଠିକ ପୂର୍ବରୁ ଚୟନ କମିଟି ଦିନିକିଆ ଅଧିନାୟକ ପଦରୁ ମୋତେ ହଟାଇଥିଲେ । ଏହା ପୂର୍ବରୁ ସେମାନେ ମୋ ସହିତ…