Latest Odisha News

BREAKING NEWS

Browsing Category

ଖେଳ

ଅକ୍ଷରଙ୍କୁ ୫ ଉଇକେଟ, ଭାରତ ୬୩ ରନରେ ଅଗ୍ରଣୀ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ୧ ଉଇକେଟ ବିନିମୟରେ ୧୪ ରନ କରି ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର…

ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ…

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ଅଷ୍ଟ୍ରେଲିଆ ଅଧିନାୟକ ହେଲେ କୁମିନ୍ସ

ମେଲବୋର୍ଣ୍ଣ: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ପାଇଁ ପେସ ବୋଲର ପ୍ୟାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିୟୋଜିତ କରାଯାଇଛି । ୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ୧୯୫୬ରେ ରେ…

ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଲେ ଶ୍ରେୟସ

କାନପୁର: ନ୍ୟୁଜିଲାଣ୍ଡ ଆଗରେ ପାଚେରୀ ହୋଇ ଠିଆ ହେଲେ ଶ୍ରେୟସ ଆୟାର । ପ୍ରଥମ ଟେଷ୍ଟରେ ମାରିଲେ ଶତକ । ଡେବ୍ୟୁ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି ଶ୍ରେୟସ ଆୟାର୍ । ମାତ୍ର ୧୫୭ ବଲ୍ ଖେଳି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି । ଗତକାଲି ୭୫ ରନ୍ କି ନଟଆଉଟ୍ ଥିଲେ ଶ୍ରେୟସ ।…

ଶୁଭମନ, ଶ୍ରେୟାଶ, ଜାଡେଜାଙ୍କ ଅର୍ଦ୍ଧଶତକ: ଭାରତ ୨୫୮/୪

କାନୁପର: ପଦାର୍ପଣ ମ୍ୟାଚ ଖେଳୁଥିବା ଶ୍ରେୟାଶ ଆୟାର (୭୫ ନଟଆଉଟ) ଓ ରବୀନ୍ଦ୍ର ଜାଡେଜା(୫୦ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୪ ଉଇକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିନେଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ…

ବରୁଣଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଜାରୀ

ମୁମ୍ବାଇ: ବରୁଣ ଧାୱନ ଓ କୃତି ସେନନଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଆଜି ଜାରୀ କରାଯାଇଛି । ୨୫ ନଭେମ୍ବର ୨୦୨୨ରେ ଏହି ଫିଲ୍ମ ରିଲିଜ ହେବ । ବରୁଣ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେବା ସହ ଏହାର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି । ଏହି ହରର କମେଡି ଫିଲ୍ମର ନିର୍ଦ୍ଦେଶନା ଅମର କୌଶିକ…

ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

କାନପୁର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । କାନପୁରରେ ଖେଳାଯିବ ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଆଜିଙ୍କ୍ୟ ରାହାଣେ । ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ ରୋହିତ ଶର୍ମା ଟିମରେ ନାହାନ୍ତି…

ଆଇଏସଏଲ: ବେଙ୍ଗାଲୁରୁକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ତିଳକ ମୈଦାନ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବୁଧବାର ଭୁବନେଶ୍ୱରର ଓଡିଶା ଏଫସି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଜାଭି ହର୍ଣ୍ଣାଣ୍ଡିଜଙ୍କ ଡବଲ ଗୋଲ ବଳରେ ଓଡିଶା ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ମ୍ୟାଚର ତୃତୀୟ ଏବଂ…