Latest Odisha News

BREAKING NEWS

Browsing Category

ଖେଳ

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ଇସ୍ତଫା ଘୋଷଣା କଲେ ଭାରତୀୟ ମହିଳା ହକି କୋଚ ଶେର୍ଡ ମାରିନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର କୋଚ ଶେର୍ଡ ମାରିନ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ପୂର୍ବରୁ ଏହା ତାଙ୍କର ଶେଷ ମ୍ୟାଚ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଭାରତ ଏହି ମ୍ୟାଚରେ ହାରିବା ସହ ମାରିନଙ୍କ କାର୍ଯ୍ୟକାଳ ମଧ୍ୟ…

ରେଫରୀଙ୍କୁ ଆକ୍ରମଣ କରି ବରଖାସ୍ତ ହେଲେ ଦୀପକ ପୁନିଆଙ୍କ କୋଚ ଗେଡ୍ରୋଭ

ଟୋକିଓ: ଅଶୋଭନୀୟ ବ୍ୟବହାର ନେଇ ଭାରତୀୟ ରେସଲର ଦୀପକ ପୁନିଆଙ୍କ କୋଚ ମୋରାଡ ଗେଡ୍ରୋଭଙ୍କୁ ଅଲିମ୍ପିକ ଭିଲେଜରୁ ବାହାର କରାଯିବା ସହ ବରଖାସ୍ତ କରାଯାଇଛି । ୮୬ କେଜି ବିଭାଗର ବ୍ରୋଞ୍ଜ ପଦକ ମୁକାବିଲାରେ ପୁନିଆ ହାରି ଯାଇଥିଲେ । ଏହା ପରେ କୋଚ ଗେଡ୍ରୋଭ ରେଫରୀ ରୁମକୁ ଯାଇ ନିଷ୍ପତି…

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ…

ରାଜୀବ ଗାନ୍ଧ ଖେଳରତ୍ନ ପୁରସ୍କାର ଏବେ ନାମିତ ହେବ ମେଜର ଧ୍ୟାନଚାନ୍ଦଙ୍କ ନାମରେ..

ନୂଆଦିଲ୍ଲୀ: ଭାରତର ସରକାର ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦ ପୁରସ୍କାର ଭାବେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି ଯେ, ମେଜର ଧ୍ୟାନଚାନ୍ଦ ଭାରତର ପ୍ରମୁଖ…

ରେସଲିଂ ସେମିରେ ବଜରଙ୍ଗ ପୁନିଆ, ଗଲ୍ଫରେ ଆଶା ସୃଷ୍ଟି କଲେ ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ରେସଲିଂ ଏବଂ ଗଲ୍ଫରେ ଭାରତର ପଦକ ସମ୍ଭାବନା ସୃଷ୍ଟି ହୋଇଛି । ରେସଲିଂ ପୁରୁଷ ବିଭାଗ ୬୫ କିଗ୍ରା ବିଭାଗରେ ବଜରଙ୍ଗ ଇରାନର ମୋର୍ଟିଜା ଘିୟାସୀଙ୍କୁ ୨-୧ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ସେ ଆଜରବୈଜାନର ହାଜି ଅଲିୟେଭଙ୍କୁ…

ଭାରତୀୟ ମହିଳା ହକି ଦଳକୁ ଚତୁର୍ଥ କ୍ୱାର୍ଟର ଭୁଲ ମହଙ୍ଗା ପଡିଲା, ହାତଛଡା ହେଲା ଦୀର୍ଘ ଦିନର ସ୍ୱପ୍ନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଗ୍ରେଟ ବ୍ରିଟେନ ନିକଟରୁ ୩-୪ରେ ହାରି ବ୍ରୋଞ୍ଜ ପଦକ ହାତଛଡା କରିଛି । ଏଥିସହ ଦୀର୍ଘ ଦିନ ପରେ ଅଲିମ୍ପିକ୍ସରେ ପଦକ ହାସଲ ସ୍ୱପ୍ନ ଧୋଇ ହୋଇଯାଇଛି । ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୦-୨ରେ ପଛରେ ରହିବା ପରେ ଚମତ୍କାର…

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର…

ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି…

ସୁଯୋଗ ଆଉ ବ୍ରୋଞ୍ଜ ପଦକ ହାତଛଡା କଲେ ଦୀପକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ବିଭାଗରେ ମୁକାବିଲାରେ ହାରି ଯାଇଛନ୍ତି । ବ୍ରୋଞ୍ଜ ପଦକ ଜିତିବା ସୁଯୋଗ ଥିଲେ ମଧ୍ୟ ଦୀପକ ଏହାକୁ ହାତଛଡା କରିଛନ୍ତି । ସନ ମାରିୟନର ନାଜେମ ମାୟଲେସଙ୍କ ନିକଟରୁ ଦୀପକ ୨-୪ରେ ପରାଜିତ ହୋଇଥିଲେ । ୫ ମିନିଟ ୪୦ ସେକେଣ୍ଡ…