Latest Odisha News

BREAKING NEWS

Browsing Category

ଖେଳ

ଫାଇନାଲରେ ଲଢ଼େଇ କରି ହାରିଲେ ରବି କୁମାର, ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି । ରେସଲର ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ ବିଭାଗ ଫାଇନାଲରେ ରୁଷିଆନ ଅଲିମ୍ପିକ କମିଟିର ଜାଭୁଆର ଉଗେଭଙ୍କ ନିକଟରୁ ୪-୭ରେ ପରାଜିତ ହୋଇଛନ୍ତି । ଏକଦା ମୁକାବିଲା ୨-୨ ରୋମାଂଚକ ସ୍ଥିତି ଥିବା ବେଳେ ଜାଭୁଆର…

ନିରାଶ କଲେ ଭିନେଶ, ଏବେ ରେପେଚେଜ ରାଉଣ୍ଡ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ୫୩ କେଜି ଫ୍ରି ଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବେଲାରୁଷର ଭାନେସା କାଲାଜିନ୍ସକାୟାଙ୍କଠାରୁ ୯-୩ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଭାନେସା ପ୍ରଥମ ରାଉଣ୍ଡରୁ ହିଁ ଭିନେଶଙ୍କ ଉପରେ ଭାରି ପଡିଥିଲେ । ପ୍ରଥମ ରାଉଣ୍ଡରେ…

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ଟୋକିଓ: ଅଲିମ୍ପିକ୍ସ ହକିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଜିତିଲା ପଦକ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଛ। କଡ଼ା ମୁକାବିଲା ହୋଇଥିଲା। ମ୍ୟାଚ୍ ରୋମାାଞ୍ଚ ଭରା ଥିଲା। ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ। ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ…

ଟି୨୦ ବିଶ୍ୱକପ: ଅକ୍ଟୋବର ୨୪ରେ ସାମ୍ନା ସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଆଇସିସି ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଅକ୍ଟୋବର ୨୪ରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । କରୋନା ମହାମାରୀ ଯୋଗୁ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ ଏବେ ୟୁଏଇରେ ଅକ୍ଟୋବର ୧୭ରୁ ଆୟୋଜିତ ହେବ…

ହକିରେ ଲଢ଼େଇ କରି ହାରିଲା ଭାରତ: ଫାଇନାଲରେ ରବି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବହୁ ପ୍ରତୀକ୍ଷିତ ହଳଦିଆ ରଙ୍ଗର ପଦକ ଜିତିପାରି ନ ଥିଲେ ବୁଧବାର ଭାରତର ଓଭରାଲ ପ୍ରଦର୍ଶନ ଭଲ ରହିଛି । ସେହିପରି ମହିଳା ହକିରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ୱେ ଆର୍ଜେଂଟିନା ନିକଟରୁ ୧-୨ ଗୋଲରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନକୁ…

ଭାରତ ପାଇଁ ବ୍ରୋଞ୍ଜ ହାସଲ କଲେ ବକ୍ସର ଲଭଲିନ୍

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା ୱେଲ୍ଟର ସେମିରେ ତୁର୍କୀର ବୁସେନାଜ ସୁର୍ମେନେଲୀ ୦-୫ ପଏଣ୍ଟରେ ଲଭଲିନାଙ୍କୁ ପରାସ୍ତ କରିଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ…

ଜାଭେଲିନ ଫାଇନାଲକୁ ଉନ୍ନୀତ ହେଲେ ନୀରଜ: ରେସଲିଂ ସେମିରେ ରବି, ଦୀପକ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ଆଜି ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି । ରବି ଦାହିୟା ଓ ଦୀପକ ପୁନିଆ ଯଥାକ୍ରମେ ୫୭ ଓ ୮୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି । ରବି ବୁଲଗେରିଆର ଜର୍ଜି ଭାଙ୍ଗଲୋଭଙ୍କୁ ୧୪-୪ରେ ଏବଂ ଦୀପକ ଚୀନର ଜଶେନ…

ହକି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ଭାରତ-ଜର୍ମାନୀ

ଟୋକିଓ: ଟୋକିଓ ଅଲିମ୍ପିକ ପୁରୁଷ ହକି ବିଭାଗରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ । ସେମିଫାଇନାଲରେ ବେଲଜିୟମ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇ ଫାଇନାଲ ଦୌଡରୁ ବାଦ ପଡିଥିଲା । ଯାହା କି ଭାରତୀୟ ହକି ପ୍ରେମୀଙ୍କୁ ନିରାଶ କରିଛି । ବ୍ରୋଞ୍ଜ ପଦକ ଜିତି…

ଶଟପୁଟରେ ନିରାଶ କଲେ ତେଜିନ୍ଦର

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଜି ଭଲ ଦିନ ନ ଥିଲା । ହକି, ରେସଲିଂ ପରେ ଶଟପୁଟ ପୁରୁଷ ବିଭାଗରେ ଭାରତର ତେଜିନ୍ଦରପାଲ ସିଂ ଟୁର ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ୧୨ ଜଣ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ବେଳେ ସେ ଓଭରାଲ ୧୩ତମ ସ୍ଥାନରେ ରହିଥିଲେ । ସେ ୧୯.୯୯…

ରେସଲିଂରେ ସୋନମ, ଜ୍ୟାଭଲିନରେ ଅନ୍ନୁ ରାନୀ ବିଦା

ଟୋକିଓ:ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ମହିଳା ରେସଲିଂ ୬୨ କିଗ୍ରା ବିଭାଗରେ ଭାରତର ସୋନମ ମଲିକ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମଙ୍ଗୋଲିଆର ପହଲିମାନ ବୋଲୋରତୁୟା ଖୁରେଲଖୁ ତାଙ୍କୁ ପରାଜିତ କରିଛନ୍ତି । ଉଭୟଙ୍କ ସ୍କୋର ୨-୨ ରହିବା ପରେ ମଙ୍ଗୋଲିଆ ପହିଲିମାନଙ୍କୁ ୨ ଟେକ୍ନିକାଲ ପଂଏଟ…