Latest Odisha News

BREAKING NEWS

Browsing Category

ଖେଳ

୧୧ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ ୟୁରୋ କପ, ଏଥର ୧୧ ଦେଶରେ ଖେଳାଯିବ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ଟୁର୍ଣ୍ଣାମେଂଟ ୧୧ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ସମୟ ଅନୁସାରେ ଏହା ରାତି ୧୨ଟା୩୦ରୁ ଆରମ୍ଭ ହେବ । ଆଜରବୈଜାନାର ବାକୁ, ଡେନମାର୍କର କୋପେନହେଗନ, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ, ହଙ୍ଗେରୀର ବୁଡାପେଷ୍ଟ, ଇଟାଲୀର ରୋମ,…

ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲର ୮ମ ସଂସ୍କରଣ ପାଇଁ ମଙ୍ଗଳବାର ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଆଥାରାଙ୍କ ସହ ଓଡିଶା ଏଫସି ଚୁକ୍ତି କରିଛି । ଏହି ଉଦୀୟମାନ ଖେଳାଳି ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ୨୦୧୫ରେ ଆଇଜାଲ ଏଫସି ପକ୍ଷରୁ ପ୍ରଫେଶନାଲ କ୍ୟାରିୟର ଆରମ୍ଭ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବେ । ସୋମବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମୁକାବିଲା ହେବ । ଏହାର ପ୍ରସାର ଦାୟିତ୍ୱ ନେଇଥିବା ସୋନୀ ପକ୍ଷରୁ ଏହି କାର୍ଯ୍ୟସୂଚୀ ଘୋଷଣା…

ଫ୍ରେଂଚ ଓପନ: ସେରେନାଙ୍କୁ ବିଦା କଲେ ଏଲିନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସୋମବାର ମହିଳା ସିଙ୍ଗଲ୍ସ ମୁକାବିଲାରେ ଆମେରିକା ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି କାଜାକସ୍ତାନର ଏଲିନା ରିବାକିନା । ପ୍ରି-କ୍ୱାର୍ଟର ମୁକାବିଲାରେ ୧୯ ବର୍ଷୀୟା ଏଲିନା ୬-୩, ୭-୫ ସିଧାସଳଖ ସେଟରେ ବିଜୟ…

ଓସାକାଙ୍କ ପରେ ଫ୍ରେଂଚ ଓପନରୁ ଓହରିଲେ ଫେଡେରର

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ରବିବାର ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ରୋଜର ଫେଡେରର ଓହରିଛନ୍ତି । ନାଓମି ଓସାକାଙ୍କ ପରେ ସେ ଦ୍ୱିତୀୟ ଷ୍ଟାର ଖେଳାଳି ଭାବେ ଏଥିରୁ ଓହରି ଯାଇଛନ୍ତି । ଶନିବାର ତୃତୀୟ ରାଉଣ୍ଡ ମୁକାବିଲା ପରେ ସେ କ୍ଲାନ୍ତ ଅନୁଭବ କରୁଥିବା ଦେଖିବାକୁ…

ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ ପଂହଚିବା ପରେ ୩ ଦିନ କଡା କ୍ୱାରେଂଟାଇନରେ ରହିଥିଲେ । ଏହା ସମାପ୍ତ ହେବା ପରେ ଆଜି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଚେତେଶ୍ୱର ପୂଜାରା ନେଟ୍ସ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଭାରତ ଏବଂ…

ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା କରୋନା ସଂକ୍ରମିତ ଥିବା ଜଣାପଡିଛନ୍ତି । ଶନିବାର ଭାରତୀୟ ଫୁଟବଲ ମହାସଂଘର ଜେନେରାଲ ସେକ୍ରେଟାରୀ କୁଶଳ ଦାସ ଏ ନେଇ ସୂଚନା ଦେଇଛନ୍ତି । ଦୋହାରେ ବିଶ୍ୱକପ ଓ ଏସୀୟାଇ କପ ଯୋଗ୍ୟତାପର୍ଯ୍ୟାୟ ଖେଳିବା ପାଇଁ ସେ ଦଳ ସହିତ…

ପଦାର୍ପଣ ଟେଷ୍ଟରେ କନୱେଙ୍କ ରେକର୍ଡ ବର୍ଷା

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚରେ ରେକର୍ଡ ବର୍ଷା କରିଛନ୍ତି । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଏବଂ ଓଭରାଲ ୭ମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ।…

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୫୦ ଦିନ ବାକି ରହିଛି । ଏହା ପୂର୍ବରୁ ଅଲିମ୍ପିକ୍ସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ମତ ରଖିଛନ୍ତି ।…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…