Latest Odisha News

BREAKING NEWS

Browsing Category

ଖେଳ

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କାନବେରା: ଆଜିଠୁ ଭାରକ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜି । ଦିନିକିଆରେ ୨-୧ରେ ସିରିଜି ହାରିବା ପରେ ଟି-ଟ୍ୱେଣ୍ଟିରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କୋହଲି ବାହିନୀ । କାନବେରାରେ ଆଜି ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ୱେଣ୍ଟିରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ…

ମେଜର ଧ୍ୟାନ ଚାନ୍ଦଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ ଲାଗି ଦାବି

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ୍ ପରିସରରେ ପଦ୍ମ ଭୁଷଣ ମେଜର୍ ଧ୍ୟାନ ଚାନ୍ଦଙ୍କ ୪୧ ତମ ଶ୍ରାଦ୍ଧ ବାଷିର୍କୀ ପାଳନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନେ ସାମିଲ ହୋଇଥିଲା ବେଳେ ଧ୍ୟାନ୍ ଚାନ୍ଦଙ୍କୁ ମରୋଣୋତ୍ତର ଭାରତ ରତ୍ନ ସମ୍ମାନ ଦିଆଯାଉ ବୋଲି ନିଜର ମତ ରଖି…

ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ ଛଡାଇ ନେଇଥିଲା । ଯାହା କି ଓଡିଶା…

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡିଲା ମେସିଙ୍କୁ

ବାର୍ସିଲୋନା:ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାଙ୍କୁ ମହଙ୍ଗା ପଡିଛି । ଓସାସୁନା ବିପକ୍ଷ ମ୍ୟାଚରେ ବାର୍ସିଲୋନା ୪-୦ ଗୋଲରେ ବିଜୟୀ ହାସଲ କରିଥିଲା । ମେସି ଗୋଲ ସ୍କୋର କରିବା ପରେ ଦଳୀୟ ଜର୍ସି ଉପରେ…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଡିସେମ୍ବର ୨୪ରେ, ଆଇପିଏଲରେ ୨ ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବୈଠକ ଚଳିତ ମାସ ୨୪ରେ ଆୟୋଜିତ ହେବ । ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ୨ଟି ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ ରହିବ । ଏହା ବ୍ୟତୀତ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ଓ ଜୟ ଶାହଙ୍କୁ ଆଇସିସି…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ସ୍ପେନ ଟେନିସ ଖେଳାଳି ଲୋପେଜ ୮ ବର୍ଷ ବାସନ୍ଦ

ମାଡ୍ରିଡ: ସ୍ପେନର ଷ୍ଟାର ଟେନିସ ଖେଳାଳି ଏନରିକ୍ ଲୋପେଜଙ୍କୁ ମ୍ୟାଚ ଫିକ୍ସିଂ କରିବା ଅଭିଯୋଗରେ ୮ ବର୍ଷ ବାସନ୍ଦ କରାଯାଇଛି ।୨୦୧୭ରେ ତାଙ୍କ ବିରୋଧରେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ବୁଧବାର ଏହା ପ୍ରମାଣିତ ହେବା ପରେ ତାଙ୍କୁ ଉପରୋକ୍ତ ବାସନ୍ଦ ଦଣ୍ଡାଦେଶ ଦିଆଯାଇଛି । ସେ ଆଗକୁ…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…