Latest Odisha News

BREAKING NEWS

Browsing Category

ଖେଳ

ଭାରତର ସାନ୍ତ୍ୱନାମୂଳକ ବିଜୟ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଲା

କାନବେରା: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟରେ ଭାରତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୩ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରି କିଛିଟା ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ସିରିଜ ଜିତିନେଇଛି ।  …

ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ

କାନବେରା(ଅଷ୍ଟ୍ରେଲିଆ): ଦିନିକିଆରେ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ । ଦ୍ରୁତ ୧୨ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପାର କରିଛନ୍ତି ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ସେ ଦ୍ରୁତ ୧୨ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡକୁ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭନରେ ଏମାନଙ୍କୁ ସୁଯୋଗ

କାନବେରା: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଶେଷ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟ କରିବା କୋହଲି ବାହିନୀ । ସେପଟେ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ…

ଲୁଇସ ହାମିଲଟନଙ୍କୁ କରୋନା

ନୂଆଦିଲ୍ଲୀ: ଫର୍ମୁଲା ୱାନ କାର ରେସର ବିଜେତା ଲୁଇସ ହାମିଲଟନ କୋଭିଡ୧୯ ପଜିଟିଭ ଥିବା ଜଣାପଡିଛି । ଫଳରେ ସେ ଆଗାମୀ ଶାଖିରା ଗ୍ରାଁ ପ୍ରିରେ ଅଂଶଗ୍ରହଣ କରିବେ ନାହିଁ । ହାମିଲଟନ ବାହାରିନ୍ ଗ୍ରାଁ ପ୍ରି ଜିତିବା ସହ ରେକର୍ଡ ୭ଥର ଫର୍ମୁଲା ୱାନ ଟାଇଟଲ ହାସଲ କରିଛନ୍ତି । ଗତ ସପ୍ତାହରେ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରେକର୍ଡ ଅପେକ୍ଷାରେ କୋହଲି, ସାମି

କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଆମେରିକାରେ ଖେଳିବ ଶାହରୁଖଙ୍କ ନାଇଟ୍ ରାଇଡର୍ସ !

ଭୁବନେଶ୍ୱର: ଭାରତର କ୍ରିକେଟ୍ ତୁଳନାରେ ଆମେରିକାର ସ୍ଥାନ ନଗଣ୍ୟ । ତଥାପି ଆମେରିକାରେ ଖେଳିବ କିଙ୍ଗଖାନ ଶାହରୁଖଙ୍କ ନାଇଟ୍ ରାଇଡର୍ସ କ୍ରିକେଟ୍ ଦଳ । ଏଥିପାଇଁ ଶାହରୁଖ ଅଧାରୁ ଅଧିକ ପ୍ରସ୍ତୁତି ସାରିବା ସହ ଆମେରିକାରେ ନିଜର ଏକ କ୍ରିକେଟ୍ ଟିମ୍ ଗଠନ କରିଛନ୍ତି । ଖୁବଶୀଘ୍ର ଆମେରିକା…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀଠାରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କ ରଣକୌଶଳ ବୁଝିପାରୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ଓ ରଣକୌଶଳ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋ ମତରେ ଖରାପ କ୍ୟାପଟେନଶିପ ଯୋଗୁ ଆମେ ହାରିଲୁ । ଯଶପ୍ରୀତ ବୁମରାଙ୍କ ଭଳି ବୋଲରଙ୍କୁ ପ୍ରଥମରୁ ମାତ୍ର ୨ ଓଭର…

ଅଷ୍ଟ୍ରେଲିଆକୁ ଝଟକା: ଭାରତ ବିପକ୍ଷ ଓ୍ୱାନ ଡେ ଓ ଟି-ଟ୍ୱେଣ୍ଟି ଖେଳିବେନି ଏହି କ୍ରିକେଟର

ସିଡନୀ: ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବେନି ଧୂରନ୍ଧର ଓପନର ଡେଭିଡ୍ ଓ୍ୱାର୍ଣ୍ଣର । ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଆସନ୍ତା ୨ ତାରିଖରେ କାନବେରାରେ ଶେଷ ଦିନିକିଆ ସହ ଆସନ୍ତା ୪ ତାରିଖରୁ ଆରମ୍ଭ…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି !

କଟକ: କଟକ ବାରବାଟୀ ରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…