Latest Odisha News

BREAKING NEWS

Browsing Category

ଖେଳ

ଚେନ୍ନାଇ ଟେଷ୍ଟ: ପ୍ରଥମ ଇନିଂସରେ ଇଂଲଣ୍ଡ ୫୭୮ରେ ଅଲ୍ ଆଉଟ୍

ଚେନ୍ନାଇ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ବିଶାଳ ସ୍କୋର । ପ୍ରଥମ ଇନିଂସରେ ଭ୍ରମଣକାରୀ ଟିମ୍ ୫୭୮ ରନରେ ଅଲ୍ ଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୮ ଓ୍ୱିକେଟରେ ୫୫୫ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ଜୋନ୍ ବେସଙ୍କୁ ଏଲବିଡବ୍ଲ୍ୟୁ କରି ନବମ ଓ୍ୱିକେଟ…

ମୋହନବାଗାନ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ପୁନର୍ବାର ଓଡିଶା ଏଫସିର ଆଉ ଏକ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ମୋହନବାଗାନ ଏଟିକେ ୪-୧ ଗୋଲରେ ଓଡିଶାକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ମୋହନବାଗାନ ପ୍ରଭାବ ବିସ୍ତାର କରି…

ଆଗାମୀ ୨ ବର୍ଷ ନନଷ୍ଟପ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଅପେକ୍ଷା କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ନନଷ୍ଟପ କ୍ରିକେଟ ଖେଳିବେ । କୋଭିଡ-୧୯ଯୋଗୁ ଅନେକ ସିରିଜ ଏବଂ ବଡ ଟୁର୍ଣ୍ଣାମେଂଟ ସ୍ଥଗିତ ହୋଇଥିଲା । ଏବେ ସେଗୁଡିକ ମଧ୍ୟ ଖେଳାଯିବ ।…

ରୁଟ ତାଙ୍କ ଆକର୍ଷଣୀୟ ଇନିଂସରେ ଆସନ୍ତୁ ଜାଣିବା କେଉଁ ରେକର୍ଡ ଭାଙ୍ଗିଲେ

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ…

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ…

ଆଇଟା ୧୬ ବର୍ଷରୁ କମ୍‌ରେ କମାଲ କଲେ ଓଡିଆ ପୁଅ ଦେବାଶୀଷ

ଭୁବନେଶ୍ୱର: ଅଲ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ୧୬ ବର୍ଷରୁ କମ୍ ବିଭାଗରେ କମାଲ କରିଛନ୍ତି ଓଡିଆ ପୁଅ ଦେବାଶୀଷ ସାହୁ । ବାଳକ ଡବଲ୍ସ ବିଭାଗରେ ଦେବାଶୀଷ ଓ କର୍ଣ୍ଣାଟକ କ୍ରିଶ ଅଜୟ ତ୍ୟାଗୀ ଯୋଡି ଟାଇଟଲ ହାସଲ କରିଥିଲେ । ଅଜୟଙ୍କ ଏହା ପ୍ରଥମ ଆଇଟା ଟାଇଟଲ । ଦେବାଶୀଷ-କ୍ରିଶ ଫାଇନାଲରେ ଟପ…

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର…

୧୦୦ତମ ଟେଷ୍ଟରେ ରୁଟଙ୍କ ଶତକ: ଇଂଲଣ୍ଡ ୨୬୩/୩

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ସୁବିଧାଜନକ ସ୍ଥିତିରେ ରହିଛି । କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ଖେଳୁଥିବା ଜୋ ରୁଟଙ୍କ ଚମତ୍କାର ଶତକ ବଳରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ…

ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ଏଫସି କୋଚ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ କୋଚ ଷ୍ଟୁଆର୍ଟ ବାକ୍ସଟର ବିବାଦୀୟ ପରିସ୍ଥିତିରେ ବିଦା ହୋଇଛନ୍ତି । ଏହି ଘଡିସନ୍ଧି ମୂହର୍ତରେ ଗେରାଲ୍ଡ ପେୟଟନ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । କଠିନ ପରିଶ୍ରମ, ସକାରାତ୍ମକ ପ୍ରଦର୍ଶନ ଏବଂ…

ଓଡିଶାର ଅନୀଲ ବହିଦାର ହେଲେ ବିଏଫଆଇର ଉପ ସଭାପତି, ଅଜୟ ସିଂ ସଭାପତି

ଭୁବନେଶ୍ୱର: ଓଡିଶାର ଅନୀଲ ବହିଦାରଙ୍କୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ(ବିଏଫଆଇ) ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗୁରୁଗାଁଓଠାରେ ଅନୁଷ୍ଠିତ ନିର୍ବାଚନରେ ଅଜୟ ସିଂ ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ସ୍ପାଇଶ ଜେଟ ଏୟାରଲାଇନ୍ସର ଚେୟାରମ୍ୟାନ ଅଜୟ ୩୭-୨୭ ଭୋଟରେ ତାଙ୍କ…