Latest Odisha News

BREAKING NEWS

Browsing Category

ଖେଳ

ଦୀପକ ପୁନିଆଙ୍କ ସମେତ ୩ ଭାରତୀୟ ରେସଲର କରୋନା ପଜିଟିଭ

ସୋନପତ: ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଦୀପକ ପୁନିଆଙ୍କ ସମେତ ୩ ରେସଲର ଆଜି କରୋନା ପଜିଟିଭ ଥିବା ଜଣାପଡିଛି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ) ଗୁରୁବାର ଏହା ସ୍ପଷ୍ଟ କରିଛି । ସମସ୍ତ ରେସଲର ହରିୟାଣା ସୋନପତ ସାଇ ସେଂଟରରେ ଅଭ୍ୟାସ କରୁଥିଲେ । ୧…

ଧନଶ୍ରୀ ଓ କ୍ରିକେଟର୍ ଚହଲଙ୍କ “ରଷୋଡେ” ନିଶା !

ଦୁବାଇ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ । କ୍ରିକେଟ୍ ପଡିଆ ହେଉ କି ସୋସିଆଲ୍ ମିଡିଆ । ସବୁବେଳେ ନିଜ ଫଲୋଅର୍ସଙ୍କୁ ଏଣ୍ଟରଟେନ୍ କରିବାରେ ସେ ବେଶ ଆଗୁଆ । ଖାସ କରି ଲକ୍‌ଡାଉନ୍ ସମୟରେ ଏହି ଲେଗ୍ ସ୍ପିନର୍ ନିଜ ପରିବାର ଲୋକଙ୍କ ସହ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ।…

ଆସନ୍ତୁ ଜାଣିବା କାହିଁକି ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିଲେ ଟେନିସ ଷ୍ଟାର ଜୋକୋଭିଚ

ନ୍ୟୁୟର୍କ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ହୋଟେଲରେ ନ ରହି ୨୯ ଲକ୍ଷ ଟଙ୍କାର ଭଡା ଘରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ୟୁଏସ ଓପନ ଅବସରରେ ସମସ୍ତ ଖେଳାଳିଙ୍କ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା । ମାତ୍ର ଜୋକୋଭିଚ ହୋଟେଲ ନ ରହି ଭଡା ଘରେ ରହିବା ପାଇଁ କହିଥିଲେ…

ପ୍ରଥମ ଭାରତୀୟ ଭାବେ ୭ ବର୍ଷ ପରେ ୟୁଏସ ଓପନରେ ଜିତିଲେ ସୁମିତ୍‌

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ଅନ୍ତ ଘଟାଇଛନ୍ତି ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ୨୩ ବର୍ଷୀୟ ସୁମିତ୍ ୬-୧, ୬-୩, ୩-୬, ୬-୧ ସେଟରେ ଆମେରିକାର ବ୍ରାଡଲୀ କ୍ଲାନକୁ ପରାସ୍ତ କରିଛନ୍ତି । ଏଥିସହ ୭ ବର୍ଷ ପରେ ପ୍ରଥମ ଭାରତୀୟ ଖେଳାଳି…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…

ରେସଲର ଭିନେଶ ଫୋଗଟଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭିନେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ । ସେପ୍ଟେମ୍ବର ୧ରୁ ଅଲିମ୍ପିକ ପାଇଁ ନ୍ୟାଶନାଲ…

ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳିଙ୍କୁ କରୋନା

ଦୁବାଇ: ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଇପିଏଲର ୧୩ ତମ ସଂସ୍କରଣ ପାଇଁ ସମସ୍ତ ଟିମ୍ ସଦସ୍ୟ ଦୁବାଇରେ ଅଛନ୍ତି । ଲୋକପ୍ରିୟ ଟି-୨୦ ଲିଗ୍ ୟୁଏଏଇ-ଦୁବାଇ, ଶରଜାହା ଓ ଆବୁ ଧାବି ଭଳି ୩ଟି କେନ୍ଦ୍ରରେ ଖେଳାଯିବ ।…

ଟେନିସକୁ ଅଲବିଦା କହିଲେ ବିଶ୍ୱର ସବୁଠାରୁ ସଫଳ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ

ୱାଶିଂଟନ: ବିଶ୍ୱର ସବୁଠାରୁ ସଫଳ ପୁରୁଷ ଡବଲ୍ସ ଯୋଡି ବ୍ରାୟନ ବ୍ରଦର୍ସ ଶୁକ୍ରବାର ଟେନିସକୁ ଅଲବିଦା କହିଛନ୍ତି । ଆମେରିକାର ଏହି ଦୁଇ ଯାଁଆଳ ଭାଇ ବବ ବ୍ରାୟନ ଓ ମାଇକ ବ୍ରାୟନ ଦକ୍ଷତା ବଳରେ ୧୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ସେହିପରି ୧୧୯ ଟୁର ସ୍ତରୀୟ ଓ ୨୦୧୨ ଅଲିମ୍ପିକ୍ସରେ…

ଡନ ବ୍ରାଡମ୍ୟାନଙ୍କ ୧୧୨ତମ ଜନ୍ମଦିବସ: ଏହି ଅବସରରେ ଆସନ୍ତୁ ଜାଣିବା ଡନଙ୍କ ଡଜନ ରେକର୍ଡ

ସିଡନୀ: ଅଷ୍ଟ୍ରେଲିଆ ମହାନ ଖେଳାଳି ଡନ ବ୍ରାଡମ୍ୟାନଙ୍କ ଆଜି ଜନ୍ମଦିନ । ୨୭ ଅଗଷ୍ଟ ୧୯୦୮ରେ ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ ଡନଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ରେକର୍ଡର ପରିଭାଷା ବଦଳାଇ ଦେଇଥିବା ଡନଙ୍କ ସ୍ମରଣୀୟ ଡଜନ କୀର୍ତିମାନ ବିଷୟରେ ।…