Latest Odisha News

BREAKING NEWS

Browsing Category

ଖେଳ

ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଦାନ କରି ସମାଲୋଚିତ ହେଲେ କ୍ରିକେଟର ଯୁବରାଜ ଓ ହରଭଜନ

ଭୁବନେଶ୍ୱର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଅର୍ଥ ଦାନ କରି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୁବରାଜ ଏବଂ…

ଯୁବିଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ: ଗାଙ୍ଗୁଲିଙ୍କ ପରି ମୋତେ କେହି ସହଯୋଗ କରି ନାହାନ୍ତି

ନୂଆଦିଲ୍ଲୀ: ଭାରତକୁ ୨ଟି ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କ୍ରିକେଟର ଯୁବରାଜ ସିଂ ବୁଧବାର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ପରି ମୋତେ କେହି ସମର୍ଥନ କିମ୍ବା ସହଯୋଗ କରି ନାହାନ୍ତି । ଏପରିକି ମହେନ୍ଦ୍ର…

ଟୋକିଓ ଅଲମ୍ପିକ ଖେଳ ପାଇଁ ନୂଆ ତାରିଖ ଘୋଷଣା

ଟୋକିଓ: କରୋନାଭାଇରସ ମହାମାରୀକୁ ନଜରରେ ରଖି ଟୋକିଓ ୨୦୨୦ ଅଲମ୍ପିକ ଖେଳକୁ ୨୩ ଜୁଲାଇ, ୨୦୨୧ରୁ ୮ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଆୟୋଜନ କରାଯିବାର ଘୋଷଣା କରାଯାଇଛି । ସେହିଭଳି ପାରାଲମ୍ପିକ ୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଆୟାଜନ କରାଯିବ । ଟୋକିଓ ଆୟାଜନ ସମିତିର ଅଧ୍ୟକ୍ଷ…

ଧୋନୀ କ୍ରିକେଟରୁ ୩୦ ଲକ୍ଷ ଆୟ କରି ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ

ରାୟପୁର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ୱାସିମ ଜାଫର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ଏକ ତଥ୍ୟ ଉଜାଗର କରିଛନ୍ତି । ସେ କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିବା ପରେ ସେ ତିଷ୍ଠି ରହିବା ନେଇ ସନ୍ଦେହରେ ଥିଲେ । ସେଥିପାଇଁ ମୋତେ…

କରୋନାଭାଇରସ ନେଲା ପାକିସ୍ତାନର ସ୍କ୍ୱାଶ ଖେଳାଳି ଆଜମଙ୍କ ଜୀବନ

ଲାହୋର: ପାକିସ୍ତାନର ମହାନ ସ୍କ୍ୱାଶ ଖେଳାଳି ଆଜମ ଖାଁ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ୯୫ ବର୍ଷୀୟ ଆଜମ ଲଣ୍ଡନରେ ରହୁଥିଲେ । ୧୯୫୯ରୁ ୧୯୬୨ ମଧ୍ୟରେ ସେ ୪ ଥର ବ୍ରିଟିଶ ଓପନ ଟାଇଟଲ ଜିତିଥିଲେ । କରୋନାରେ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ସେ ମୃତ୍ୟୁବରଣ…

ଏବେ ମହାମାରୀରୁ ଲୋକଙ୍କୁ ବଂଚାଉଛନ୍ତି ଏହି ଟି୨୦ ଷ୍ଟାର !

ନୂଆଦିଲ୍ଲୀ: ଭାରତକୁ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଥିବା ଯୋଗିନ୍ଦର ଶର୍ମା ଏବେ କରୋନା ମହାମାରୀ ସମୟରେ ନିଜ ଭୂମିକାକୁ ସୁଚାରୂରୂପେ ତୁଲାଉଛନ୍ତି । ଯୋଗିନ୍ଦର ହିସାରରେ ଡିଏସପି ଚାକିରୀ କରୁଛନ୍ତି । କରୋନାରୁ ମୁକୁଳିବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ସେ ଲୋକମାନଙ୍କୁ…

ଧୋନୀ ଖେଳିବେ ଟି-୨୦ ବିଶ୍ୱକପ୍ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କ୍ରୀଡ଼ା ଜଗତ ମଧ୍ୟ ପ୍ରଭାବିତ ହୋଇଛି । ଆଇପିଏଲ୍ ସହିତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ମଧ୍ୟ ଘୁଞ୍ଚିଯାଇଛି । ଭାରତୀୟ କ୍ରିକେଟ ଜଗତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ବିଶ୍ୱକପରୁ କ୍ରିକେଟରୁ ଦୂରରେ ରହିଥିବା ବେଳେ ଏବେ କରୋନା…

କୋଭିଡ୍‌-୧୯: ସର୍ବିଆକୁ ୧ମିଲିଅନ୍ ୟୁରୋ ଦାନ କଲେ ନୋଭାକ୍ ଜୋକୋଭିକ୍ !

ସର୍ବିଆ: ନିଜ ଦେଶକୁ ୧ମିଲିଅନ୍ ୟୁରୋ ଡୋନେଟ୍ କଲେ ବିଶ୍ୱର ୧ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ । କରୋନାଭାଇରସ୍ ବିରୋଧୀ ଲଢେଇରେ ଆବଶ୍ୟକ ସଂରଜାମ କିଣିବା ପାଇଁ ନୋଭାକ ନିଜ ଦେଶକୁ ସହାୟତା ଦେଇଛନ୍ତି । My wife @jelenadjokovic and I have donated 1 million euros via…

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ…

କରୋନା ସହ ଲଢେଇ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କଲେ ଓସିଏ ସଭାପତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ତଥା ଏମଜିଏମ ମିନେରାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ପଙ୍କଜଲୋଚନ ମହାନ୍ତି ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଓଡ଼ିଶାର ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।…