Latest Odisha News

BREAKING NEWS

Browsing Category

ଖେଳ

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ…

ସାଉଥ ଏସିଆନ ଗେମ୍ସ: ଟେନିସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଲେ ସ୍ୱର୍ଣ୍ଣ

କାଠମାଣ୍ଡୁ: ନେପାଳର ପୋଖରାଠାରେ ଅନୁଷ୍ଠିତ ହେଉଥିବା ଦକ୍ଷୀଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । The men's tennis team beat Pakistan in the final, while the women's team beat Sri Lanka…

ବାରବାଟୀ ଦିନିକିଆ ମ୍ୟାଚ୍: ଆସନ୍ତାକାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗୁରୁବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯିବ । ଏହି ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ…

ଅଲିମ୍ପିକ୍ସ ଯୋଗ୍ୟତା ଲାଗି କଳିଙ୍ଗରେ ଦୂତୀଙ୍କ ଜୋରଦାର୍ ପ୍ରସ୍ତୁତି; ଜାରି କଲେ ଭିଡ଼ିଓ…

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । Morning training sessions pic.twitter.com/jIx6Q3Nrnq — Dutee Chand (@DuteeChand) December 4, 2019 ସେ ସୋସିଆଲ୍…

ତାପସୀ ହେବେ କ୍ରିକେଟର !

ମୁମ୍ବାଇ: ଭାରତର ଖ୍ୟାତନାମା ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଭୂମିକାରେ ଅଭିନେତ୍ରୀ ତାପସୀ ପାନ୍ନୁ ଅଭିନୟ କରିବେ । ମଙ୍ଗଳବାର ମିଥାଲୀଙ୍କ ଜନ୍ମଦିନ ହୋଇଥିବାରୁ ତାପସୀ ଏହି ଖବର ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଫିଲ୍ମର ନାମ 'ସାବାସ ମିଠୁ' ରଖାଯାଇଛି । ଭାରତୀୟ ଦଳର…

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି । ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ…

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍…

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ୨୦୨୦: ଓଡ଼ିଶା ଆୟୋଜକଙ୍କ ପ୍ରସ୍ତୁତିକୁ ଫିଫା ପ୍ରତିନିଧିଦଳର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମ୍ୟାଚ । କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଏବଂ ଆୟୋଜକଙ୍କ ପ୍ରସ୍ତୁତି ଲାଗି ତତ୍ପରତାରେ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ପ୍ରତିନିଧି ଦଳ । ଏନେଇ ଟୁର୍ଣ୍ଣାମେଣ୍ଟର ଫିଫା…

‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ଜାତୀୟ ମହିଳା ଫୁଟବଲ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା 'ଦକ୍ଷିଣ ଏସୀୟ କ୍ରୀଡା' ପାଇଁ ୨୦ ଜଣିଆ ଜାତୀୟ ମହିଳା ଦଳରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଜବାମଣି ଟୁଡୁ। ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ ଏସିଆନ ଫୁଟବଲ କନଫେଡେସନ (ଏଏଫସି)ରେ ଭାରତର…