Latest Odisha News

BREAKING NEWS

Browsing Category

ଖେଳ

ମିକା ସିଂ ଗାଇଲେ ‘ହକି ଚିଅର୍ସ ଅପ୍’ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ନଭେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏବେଠୁ ମାହୋଲ ସରଗରମ ହେବାକୁ ଲାଗିଛି । ଏହି ସମୟରେ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ହକିକୁ ନେଇ ଏକ ଚିଅର୍ସ ଅପ୍ ଗୀତ ପ୍ରସ୍ତୁତ କରାଯାଇଛି । ଏହି ଚିଅର୍ସ…

ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ

ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ । ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟି-୨୦ ମ୍ୟାଚ ପୂର୍ବରୁ ବଦଳିଲା ଷ୍ଟାଡିୟମର ନାମ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ମଙ୍ଗଳବାର ଦିନ ଲକ୍ଷେ୍ନøରେ ଖେଳାଯିବ । କୋଲକାତାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ଆଜିର ମ୍ୟାଚରେ ସିରିଜ ହାତେଇବା ଲକ୍ଷ୍ୟ ନେଇ ମଇଦାନକୁ…

ହକିର ପ୍ରସାର ଲାଗି ସୁନ୍ଦରଗଡ଼ର ୧୭ଟି ବ୍ଲକରେ ‘ଆଷ୍ଟ୍ରୋ ଟର୍ଫ’ର ବ୍ୟବସ୍ଥା ହେବ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ରାଉରକେଲା: ହକିର ଉନ୍ନତି ତଥା ପ୍ରସାର ଲାଗି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ପ୍ରଶଂସନୀୟ ତେଣୁ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋ ଟପ୍ ବା ଅତ୍ୟାଧୁନିକ ଗାଲିଚା ପଡ଼ିଆର ବ୍ୟବସ୍ଥା କରାଯିବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । “ସମଗ୍ର ଦେଶରେ ସବୁଠୁ…

କଡ୍ଡା ଟକ୍କର୍ ହେଲା ୧ମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

କୋଲକାତା: କୋଲକାତାର ଇଡ଼େନ୍ ଗାର୍ଡ଼େନ୍ସରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧ମ ଟି-୨୦ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ କଡ୍ଡା ଟକ୍କର୍ ହୋଇଥିଲେ ମଧ୍ୟ ଭାରତ ମ୍ୟାଚର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜିତିବାକୁ ସୁଯୋଜ ନଦେଇ ୱେଷ୍ଟଇଣ୍ଡିଜ୍…

‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି କ୍ରୀଡ଼ାକୁ ନେଇ ମେଗା କାର୍ଯ୍ୟକ୍ରମ ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିଛନ୍ତି । ଏହି ମେଗା ସ୍ପୋର୍ଟସ ଇଭେଣ୍ଟ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଏବଂ…

ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ କବଜା କଲା ବିରାଟ ବାହିନୀ

ଥିରୁବନନ୍ତପୁରମ୍ : କେରଳର ଥିରୁବନନ୍ତପୁରମ୍ ସ୍ଥିତ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ସିରିଜ ଉପରେ କବଜା କରିଛନ୍ତି । ଏହି ୫ଦିନିଆ ଶୃଙ୍ଖଳାକୁ ୩-୧ରେ ବାଜିମାତ କରିଛି ଭାରତୀୟ ଦଳ । ଆଜିର ମ୍ୟାଚରେ ଟସ୍…

ଆଜି ଓଡ଼ିଶା ଏବଂ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି ମ୍ୟାଚ । ବିଶ୍ୱକପର ଅବ୍ୟବହିତ ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ନ୍ୟୁ ସାଉଥ ୱେଲ୍ସ ଏବଂ ଓଡ଼ିଶା ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳାଯାଉଛି । ଏହି ପ୍ରଦର୍ଶନୀ ମ୍ୟାଚ ଭୁବନେଶ୍ୱର ଓ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ

ଥିରୁବନନ୍ତପୁରମ୍ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଥିରୁବନନ୍ତପୁରମ୍ ସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଏହି ମ୍ୟାଚ ଦୁଇ ଦଳ ମଧ୍ୟରେ କଡ୍ଡା ମୁକାବିଲାର ସମ୍ଭାବନା ରହିଛି । ଏବେସୁଦ୍ଧା ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ୨-୧ରେ ଲିଡ୍…

ମାଆ ହେଲେ ସାନିଆ ମିର୍ଜା, ସୋସିଆଲ ମିଡିଆରେ ଖୁସି ସେୟାର କଲେ ସ୍ୱାମୀ ସୋଏବ

ନୂଆଦିଲ୍ଲୀ : ଭାରତୀୟ ଟେନିସ ସେନସେସନ୍ ସାନିଆ ମିର୍ଜା ମଙ୍ଗଳବାର ଦିନ ମାତୃତ୍ୱ ଲାଭ କରିଛନ୍ତି । ତାଙ୍କ କ୍ରିକେଟର ସ୍ୱାମୀ ସୋଏବ୍ ମଲ୍ଲିକ ଏନେଇ ସୋସିଆଲ ମିଡିଆରେ ଖବର ଦେବାପରେ ଉଭୟ ଦମ୍ପତିଙ୍କ ପାଖକୁ ଫ୍ୟାନ୍ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଭାରତ ଓ ପାକିସ୍ତାନୀ କ୍ରୀଡା…