Latest Odisha News

BREAKING NEWS

Browsing Category

ଖେଳ

ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ଭାରତ ୨୨୪ ରନରେ ବିଜୟୀ

ମୁମ୍ବାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ଅନୁଷ୍ଠିତ ୪ର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ପରାସ୍ତ କରିଛି । ଫଳରେ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ଲାଭ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ…

ରାୟଡୁ ଓ ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବିଶାଳ ୩୭୭ ରନ ସ୍କୋର

ମୁମ୍ବାଇ: ମୁମ୍ବାଇଠାରେ ଖେଳାଯାଉଥିବା ୪ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି । ଦୁର୍ଦ୍ଦଶ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୬୨ ରନ ଏବଂ ଅମ୍ବାତି ରାୟଡୁଙ୍କ ସୁନ୍ଦର ଶତକୀୟ ଇନିଂସ ସହାୟତାରେ ଭାରତ ବିପକ୍ଷ ଟିମ ଆଗରେ ଏହି…

ସିରିଜ ହାତେଇବା ଲକ୍ଷ୍ୟରେ ଆଜି ଭାରତ-ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା

ମୁମ୍ବାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ବାବର୍ଣ୍ଣ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ୧-୧ରେ ଚାଲୁଥିବା ଭାରତୀୟ ଦଳ ଏହି ସିରିଜରେ ନିଜ ଦବଦବା ବଜାୟ ରଖିବା ଲକ୍ଷ୍ୟନେଇ ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା…

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ବାଳିକା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ U-୧୮ ଏସୀୟ ବାଳିକା ରଗବୀ ସେଭେନ୍ ଚାମ୍ପିୟନ୍ସିପରେ ଭାରତୀୟ ଦଳକୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଳିଙ୍ଗ ଷ୍ଟାଡ଼ିୟମରେ ୧୨ଟି ଏସୀୟ ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ଏହି ରଗବୀ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ…

ବିରାଟଙ୍କ କ୍ରମାଗତ ୩ୟ ଶତକ ବୃଥା, ୱେଷ୍ଟଇଣ୍ଡିଜ ୪୩ ରନରେ ବିଜୟୀ

ପୁଣେ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେଠାରେ ଅନୁଷ୍ଠିତ ହେଉଥିବା ତୃତୀୟ ଦିନିିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାରତକୁ ୪୩ ରନରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ୧୦୭ ରନର ଶତକ ବୃଥା ଯାଇଥିବା ବେଳେ ସିରିଜ ୧-୧ରେ ବରାବର ରହିଛି । ଭାରତୀୟ କପ୍ତାନ…

ରଗବୀ ଚାମ୍ପିୟନସିପରେ ଭାରତର ଲଗାତର ତୃତୀୟ ବିଜୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମମରେ ଅନୁଷ୍ଠିତ ହେଉଥିବା ୧୮ ବର୍ଷରୁ କମ ଏସୀୟ ରଗବୀ ଚାମ୍ପିୟନସିପରେ ସ୍ୱିଟି କୁମାରୀଙ୍କ ଏକତରଫା ଚମତ୍କାର ଖେଳ ପ୍ରଦର୍ଶନରେ ଭାରତୀୟ ଦଳ ଲଗାତର ତୃତୀୟ ବିଜୟ ହାସଲ କରିପାରିଛି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆଜି ଶକ୍ତିଶାଳୀ…

ଟି-୨୦ ଦଳରୁ ବାଦ ପଡିଲେ ଧୋନୀ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟି-୨୦ ଭାରତୀୟ ଦଳରେ ସ୍ଥାନ ପାଇପାରିନାହାନ୍ତି । ୱେଷ୍ଟଇଣ୍ଡିଜ ସହିତ ଟି-୨୦ ମ୍ୟାଚ ଖେଳିବା ପାଇଁ ଖେଳାଳୀଙ୍କ ନାମ ଘୋଷଣା କରାଯାଇଥିଲା କିନ୍ତୁ ସେହି ତାଲିକାରୁ ଧୋନୀଙ୍କ ନାମ ବାଦ ପଡିଥିଲା । ସେହିପରି ବିସିସିଆଇ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ୩ୟ ଦିନିକିଆ ଲଢେଇ

ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ୧-୦ରେ ଲିଡ କରୁଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତିବା ଲକ୍ଷ୍ୟନେଇ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା ଟକ୍କର ଦେବ…

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ଦଳ ୨୨-୫ରେ ୟୁଏଇକୁ ପରାସ୍ତ କଲେ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଟ-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପରେ ଭାରତୀୟ ଦଳ ଭରପୁର ଦର୍ଶକଙ୍କ ସାମ୍ନାରେ ୟୁଏଇ ଦଳକୁ ୨୨-୫ରେ ପରାସ୍ତ କରିଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା…

U-୧୮ ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଓଡ଼ିଶାରେ ଆରମ୍ଭ, ଭାରତୀୟ ଦଳରେ ୫ ଓଡ଼ିଆ ଝିଅ

U-18 ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଆଜିଠୁ ଓଡ଼ିଶାରେ ଆରମ୍ଭ, ଦଳରେ ୫ ଓଡ଼ିଆ ଝିଅ ଭୁବନେଶ୍ୱର: ଆଜିଠୁ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୧୨ଟି ଏସୀୟ ଦେଶକୁ ନେଇ ଆରମ୍ଭ ହେଉଛି U-୧୮ ଏସୀୟ ରଗବୀ ଚାମ୍ପିୟନସିପ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଏସୀୟ ଚାମ୍ପିୟନସିପରେ…