Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଙ୍ଗନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି  ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ  ଏହି ପଦକ୍ଷେପକକୁ ଅଭିନେତ୍ରୀ  କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି  । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି ।…

ରଣବୀର କପୁରଙ୍କୁ ପ୍ରଶଂସା ସହ ସଂସ୍କାରୀ କହିଲେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ 'ରାମାୟଣ' ର ଷ୍ଟାର କାଷ୍ଟ ଏବ ଚର୍ଚ୍ଚାରେ ରହିଛି । ଅନେକ ପ୍ରସିଦ୍ଧ କଳାକର ମାନେ ଏହି ଚଳଚ୍ଚିତ୍ରରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ରାମାନନ୍ଦ ସାଗର ଙ୍କ ଆଇକନିକ ଟିଭି ଶୋ' ରାମାୟଣ ଫେମ୍ ଅରୁଣ ଗୋଭିଲ ଫିଲ୍ମ…

୪୦ ବର୍ଷରେ ପାଦ ଦେଲେ ଶ୍ରେୟା, ଆମେରିକାରେ କାହିଁକି ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’?

ମୁମ୍ବାଇ: ଆଜି ହେଉଛି ପ୍ରସିଦ୍ଧ ହିନ୍ଦୀ ସିନେମା ଗାୟିକା ଶ୍ରେୟା ଘୋଷାଲଙ୍କ ଜନ୍ମ ଦିନ । ୪୦ ବର୍ଷରେ ପାଦ ଦେଲେ ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗୀୟ ଲଳନା ଶ୍ରେୟା । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରେ…

ୱାର ୨ରେ ବ୍ୟବହାର ହେବ ଅତ୍ୟାଧୂନିକ ଜ୍ଞାନକୌଶଳ: ହ୍ରିତିକ,ଜୁନିୟର ଏନଟିଆର ଦେଲେ ମାତ୍ର ୬୦ ଦିନର ସମୟ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଥିବା ୱାର ୨ରେ ଅତ୍ୟାଧୂନିକ ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏପରିକି ନୂତନ ଜ୍ଞାନକୌଶଳ ସହାୟତାରେ କମରୁ କମ ସମୟ ମଧ୍ୟରେ ଫିଲ୍ମକୁ ଶେଷ କରିବା ପାଇଁ ପ୍ରସ୍ତୁତି ହୋଇଛି । ଫିଲ୍ମର ଦୁଇ ମୂଖ୍ୟ କଳାକାର ହ୍ରିତିକ ରୋଶନ ଓ ଜୁନିୟର…

ପୁରସ୍କାର ପାଇଁ ନାମ ଘୋଷଣା ହେବା ମାତ୍ରେ ଶାହାରୁଖଙ୍କ ପାଦ ଛୁଇଁଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ହିଟ ଫିଲ୍ମ ଜୱାନ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ଏହାର ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ନାମ ଘୋଷଣା ହେବା ମାତ୍ରେ ସେ ଖୁସିରେ ପାଖରେ ବସିଥିବା ଶାହାରୁଖ ଖାଁଙ୍କ ପାଦ ଛୁଇଁ ଏହାକୁ ଆଣିବାକୁ ଯାଇଥିଲେ । ଏହି…

କିଏ ଏହି ଓପେନହାଇମର? ଯାହାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ହଲିଉଡ ଫିଲ୍ମ ୭ଟି ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ: ତିନି ଘଣ୍ଟାର ସିରିୟସ ବାୟୋପିକ ହଲିଉଡ୍ ଚଳଚ୍ଚିତ୍ର “ଓପେନହାଇମର” ଅହେତୁକ ଭାବରେ ବକ୍ସ ଅଫିସରେ ଅରବ ଡଲାର ରୋଜଗାର କରିଛି । ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ୨୦୨୪ ରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ ବର୍ତ୍ତମାନ ଏହା ଏକ 7ଟି ଓସ୍କାର ପୁରସ୍କାର…

ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା, ଭିଡିଓ ଭାଇରାଲ

ଲସ ଆଞ୍ଜେଲସ: ଚଳିତ ବର୍ଷ ୯୬ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁରସ୍କାର ଶୋ' ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଶ୍ରେଷ୍ଠ ପୋଷାକ ଡିଜାଇନ…

ଓସ୍କାର ୨୦୨୪; ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଆମେରିକାରେ ୯୬ତମ ଓସ୍କାର  ଆୱାର୍ଡ ୨୦୨୪  ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ‘ ଓପେନହାଇମର’ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ପୁଅର ଥିଙ୍ଗ୍’  ଚଳଚ୍ଚିତ୍ରରେ ନିଖୁଣ…

ପଲକଙ୍କ ପ୍ରେମରେ ପଡିଛନ୍ତି କି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ସୈଫ ଅଲୀ ଖାଁଙ୍କ ପୁତ୍ର ଇବ୍ରାହିମ ଅଲୀ ଖାଁ ଓ ପଲକ ତିୱାରୀଙ୍କ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ଉଭୟଙ୍କୁ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏକତ୍ର ଆସିଥିବା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ…

ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିବା ପ୍ରଶ୍ନର ଉତ୍ତର ଦେଲେ ଶିଳ୍ପା; କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା  ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…