Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖଙ୍କ ସହ ପୁନର୍ବାର ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି ଭନ୍ସାଲୀ

ମୁମ୍ବାଇ: ସଞ୍ଜୟ ଲିଲା ଭନ୍ସାଲୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ବୈଜୁ ବାୱାରାକୁ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି । ସେ ପ୍ରଥମେ ତାଙ୍କର ଆଉ ଏକ ମହତ୍ୱାକାଂକ୍ଷୀ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନରୁ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏବେ ସେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା…

ଅଯୋଧ୍ୟା ରାମ ମନ୍ଦିର ପାଖରେ ଫ୍ଲାଟ୍ କିଣିଲେ ଅମିତାବ ବଚ୍ଚନ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ମୁମ୍ବାଇ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂର୍ବରୁ ବିଗ୍ ବି ଅଯୋଧ୍ୟାରେ ଏକ ଫ୍ଲାଟ୍ କିଣିଛନ୍ତି ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା ଅଟେ । ମୁମ୍ବାଇର ଡେଭଲପର ଦ ହାଉସ ଅଫ ଅଭିନନ୍ଦନ ଲୋଢା ଦ୍ବାରା ଅଯୋଧ୍ୟାରେ ତିଆରି ହୋଇଥିବା ୭-ଷ୍ଟାର…

ଆନିମଲ ପରେ ପ୍ରାଇସ ବଢ଼ାଇଲେ ରଣବୀର କାପୁର

ମୁମ୍ବାଇ: ରଣବୀର କାପୁରଙ୍କ ଆନିମଲ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି । ଫିଲ୍ମର ରେକର୍ଡ କଲେକ୍ସନ ପରେ ରଣବୀର ତାଙ୍କ ପ୍ରାଇସ ବଢ଼ାଇଥିବା ଖବର ପ୍ରକାଶ ପାଇଛି । ସେ ପୂର୍ବରୁ ୩୦କୋଟିରେ ଫିଲ୍ମ ସାଇନ କରୁଥିଲେ ଏବେ ଏହାକୁ ବୃଦ୍ଧି କରି ୬୫ କୋଟି କରିଛନ୍ତି । ଅବଶ୍ୟ ରଣବୀର ଏ…

ପ୍ରିୟା ବାନାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରତୀକ ବାବର

ମୁମ୍ବାଇ: ଅଭିନେତା ପ୍ରତୀକ ବାବର ଚଳିତ ବର୍ଷ ଆରମ୍ଭରୁ ପତ୍ନୀ ତଥା ଫିଲ୍ମ ନିର୍ମାତା ସାନ୍ୟା ସାଗରଙ୍କ ବିବାହ ବିଚ୍ଛେଦ ଘଟିଛି । ୨୦୧୯ରେ ବିବାହ କରିବା ପୂର୍ବରୁ ଉଭୟ ଏକତ୍ର ଦୀର୍ଘ ଦିନ ସମୟ କାଟିଥିଲେ । ପ୍ରତୀକ ଏବେ ପ୍ରିୟା ବାନାର୍ଜୀଙ୍କ ସହ ଡେଟ କରୁଛନ୍ତି । ମିଡିଆ ରିପୋର୍ଟ୍ସ…

ମେ’ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘Kalki 2898 AD’

ମୁମ୍ବାଇ: ଡିସେମ୍ବର ଶେଷରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ସାଲାର ଏପର୍ଯ୍ୟନ୍ତ ବକ୍ସ ଅଫିସରେ ତାର ଜଲୱା ବଜାୟ ରଖିଛି । ପୁରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଏହି ସିନେମା ୭୦୦ କୋଟିରୁ ଅଧିକ ଆୟ କରିସାରିଲାଣି । ଏହାରି ଭିତରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଆଉ…

ପଙ୍କଜ କେଉଁ ରାଜନେତା ଭୂମିକାରେ ବଡ଼ ପରଦାରେ ଆସିବେ? ‘ନ୍ୟାସନାଲ ଆଇକନ୍’ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର 'ନ୍ୟାସନାଲ ଆଇକନ୍' ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ୨୦୨୨ରେ ଇସିଆଇର ନ୍ୟାସନାଲ ଆଇକନ୍ ଭାବେ ମନୋନୀତ ହୋଇଥିବା ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଆଗାମୀ ଫିଲ୍ମ 'ମୁଁ ଅଟଳ ହୁଁ'ର ପ୍ରମୋସନରେ…

ମଣିରତ୍ନମଙ୍କୁ ଶାହାରୁଖ କହିଲେ ଆପଣ କହିଲେ ମୁଁ ବିମାନ ଉପରେ ନାଚିବି

ମୁମ୍ବାଇ: ବଲିଉଡ ବାଦଶାହ ଶାହାରୁଖ ଖାଁ ପଠାନ, ଜବାନ ଏବଂ ଏବେ ଡଙ୍କି ଫିଲ୍ମର ସଫଳତାର ମଜା ଉଠାଉଛନ୍ତି । ରିପୋର୍ଟ ଅନୁସାରେ ଶାହାରୁଖ ଖୁବ ଶୀଘ୍ର ୩ଟି ନୂଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଅବସରରେ ସେ ମଣିରତ୍ନମଙ୍କ ଫିଲ୍ମରେ ପୁୂନର୍ବାର ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ…

ବିବାଦ ବଢ଼ିବା ଯୋଗୁ ଓଟିଟିରୁ ହଟିଲା ନୟନତାରାଙ୍କ ଅନ୍ନପୂର୍ଣ୍ଣାନୀ

ମାଡ୍ରାସ: ଜବାନ ଫିଲ୍ମରେ ନୟନତାରା ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏବେ ସେ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ ଏଥର ସେ ତାଙ୍କ ଫିଲ୍ମ ଅନ୍ନପୂର୍ଣ୍ଣାନୀଙ୍କୁ ନେଇ ବିବାଦରେ ଫସିଛନ୍ତି । ବିବାଦ ବଢ଼ିବାରୁ ଓଟିଟି ପ୍ଲାଟଫର୍ମରୁ ଏବେ ଏହାକୁ ହଟେଇ ଦିଆଯାଇଛି…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ନୱାଜୁଦ୍ଦିନ ସିଦ୍ଦିକି ଙ୍କ ‘ସୈଂଧବ’ ଲୁକ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫିଲ୍ମ 'ସୈଂଧବ' ରୁ ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ସୈଲେଶ କୋଲାନୁଙ୍କ ଦ୍ବାରା ଲେଖିତ ଏବଂ ନିର୍ଦ୍ଦେଶିତ ହୋଇଛି ଏହି ତେଲୁଗୁ ଫିଲ୍ମ । ଭେଙ୍କଟେଶ ଦଗ୍ଗୁବତୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ…

ମାଳଦ୍ୱୀପକୁ ବଏକଟ୍ କରିବାକୁ ଫିଲ୍ମ ନିର୍ମାତାମାନଙ୍କୁ FWICEର ଅପିଲ୍, ଲାକ୍ଷାଦ୍ୱୀପ ରେ ସୁଟିଂ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ (FWICE) ବୁଧବାର ସମସ୍ତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମାଳଦ୍ୱୀପରେ ଶୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ…