Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ

ଭୁବନେଶ୍ଵର: ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା  ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସେ…

ଫଟୋ ପୋଜ୍ ପାଇଁ ହାତ ଦେଖାଇ କାର ଅଟକାଇଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ନାୟିକା ସାଜିିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା । ଏହି ଯୋଡ଼ିକୁ ଦେଖିବା ପାଇଁ…

୧୨୫ କୋଟି ବ୍ୟବସାୟ କଲାଣି ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ଫିଲ୍ମ ‘ସତ୍ୟପ୍ରେମ କି କଥା’କୁ ନେଇ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡ଼ଭାନି ଖୁବ୍ ଚର୍ଚ୍ଚାରେ । ଏଥିରେ ଉଭୟ କାର୍ତ୍ତିକ ଓ କିଆରା ଚିତାକର୍ଷକ ଅଭିନୟ କରିଥିବା ବେଳେ ଏହି ଯୋଡ଼ିକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଏବେ ବକ୍ସ ଅଫିସରେ…

ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ପଙ୍ଖୁରୀ ଅୱସ୍ତି

ମୁମ୍ବାଇ: ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ପଙ୍ଖୁରୀ ଅୱସ୍ତି । ଯମଜ ସନ୍ତାନର ମାତାପିତା ହୋଇଥିବାରୁ ଅଭିନେତ୍ରୀ ପଙ୍ଖୁରୀ ଓ ତାଙ୍କ ସ୍ୱାମୀ ଗୌତମ ରୋଡ଼େ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ…

ଆଉ ନାହାନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

ମୁମ୍ବାଇ: ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା । ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର । ତାଙ୍କ ମୃତ୍ୟୁକୁ ନେଇ ପଞ୍ଜାବୀ…

ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ କାର୍ତ୍ତିକ

ମୁମ୍ବାଇ: ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ମେଲବର୍ଣ୍ଣର ୧୪ତମ ବାର୍ଷିକ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ସେ ଏହି ସମ୍ମାନରେ ସମ୍ମାନିତ ହେବେ । ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ସଫଳତାକୁ ନେଇ ଭିକ୍ଟୋରିଆର ରାଜ୍ୟପାଳ…

ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଦୀପିକା; ସେୟାର କଲେ ସୋଏବ

ମୁମ୍ବାଇ: ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ଏହି ଭିଡ଼ିଓକୁ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ…

ସିଂଘମ ଏଗେନ ଫିଲ୍ମ ଛାଡିବା କାରଣ କହିଲେ ଭିକ୍କି କୌଶଲ

ମୁମ୍ବାଇ: ଜରା ହଟକେ ଫିଲ୍ମର ସଫଳତା ଉପଭୋଗ କରୁଥିବା ଭିକ୍କି କୌଶଲ ଏବେ ସିଂଘମ ଏଗେନ ଫିଲ୍ମ କାହିଁକି ଛାଡିଲେ ସ୍ପଷ୍ଟ କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ସେ ଅଜୟ ଦେବଗାନଙ୍କ ଛୋଟ ଭାଇ ଭୂମିକା କରିବା ଏକ ପ୍ରକାର ସ୍ଥିର ହୋଇଥିଲା । ଭିକ୍କି ମଧ୍ୟ ଏହି ଭୂମିକା ନେଇ ବେଶ ଆଗ୍ରହୀ…

କିନ୍ନର ଭୂମିକାରେ ନଜର ଆସିଲେ ସରଦ, ଲୋକେ ପାରୁନାହାନ୍ତି ଚିହ୍ନି

ମୁମ୍ବାଇ: କିନ୍ନର ଭୂମିକାରେ ନଜର ଆସିଲେ ଛୋଟ ପରଦାର ଅଭିନେତା ସରଦ ମଲହୋତ୍ରା । ସରଦ ଏଏଲଟି ବାଲାଜିର ସିରିଜ ହନିଟ୍ରାପ ସ୍କାର୍ଡରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ତାଙ୍କୁ କିନ୍ନର ଭଳି ବେଶରେ ସଜ୍ଜେଇ ହେବାକୁ ପଡ଼ିଛି । ଏଥିସହିତ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ…

କାଶ୍ମୀରରେ ଛୁଟି କାଟୁଛନ୍ତି ସାରା, ଗରିବ ପିଲାଙ୍କ ସହ ବିତାଉଛନ୍ତି ସମୟ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’ର ସଫଳତା ପରେ ଅଭିନେତ୍ରୀ ସାରା ଅଲି ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ଆଉ କେତେବେଳେ ଅଟୋ ଓ ଟ୍ରେନ୍‌ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଥାନ୍ତି । କାମରୁ ଟିକେ ଫୁରସତ ମିଳିବାରୁ ଏବେ ସେ କାଶ୍ମୀରରେ ଛୁଟି…