Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଏକାଠି ନଜର ଆସିଲେ କରନ୍‌-ତେଜସ୍ୱୀ

ମୁମ୍ବାଇ:ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ୍ କୁନ୍ଦ୍ରା ଏବଂ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ନିକଟରେ ଉଭୟ ଜୁହୁସ୍ଥିତ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ଫିଲ୍ମ ‘ମେଁ ଅଟଲ୍ ହୁଁ’ର ବିଟିଏସ ଭିଡିଓ ସେୟାର କଲେ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀ ଶନିବାର ଫିଲ୍ମ 'ମେଁ ଅଟଲ୍ ହୁଁ'ର ଅନ୍ତିମ କାର୍ଯ୍ୟସୂଚୀ ଶେଷ କରିବାକୁ ଘୋଷଣା କରିଛନ୍ତି। ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ 'ମେଁ ଅଟଲ୍ ହୁଁ' ଫିଲ୍ମରେ ପଙ୍କଜ ତ୍ରିପାଠୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ…

ପତ୍ନୀଙ୍କୁ ଦାମୀ ଘଣ୍ଟା ଉପହାର ଦେଲେ ରାହୁଲ: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର କପଲ ଭାବେ ପରିଚିତ ଅଭିନେତ୍ରୀ ଦିଶା ପରମାର ଓ ଅଭିନେତା ରାହୁଲ ବୈଦ୍ୟ । ଏହି କପଲ ଖୁବ୍‌ଶୀଘ୍ର ବାପାମାଆ ହେବାକୁ ଯାଉଛନ୍ତି । ଏହାକୁ ନେଇ ଉଭୟ ବହୁତ ଖୁସି ଥିବା ନଜର ଆସିଛନ୍ତି । ଏହି ଖୁସିରେ ରାହୁଲ ଦିଶାଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି । ଏହି…

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’ । ଏଥିରେ ମୁଖ୍ୟ ଭୂମିକା ଅଭିନେତା ସମ୍ବିତ ଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ପୁନମ ଓ ଶୀତଲ । ନିକଟରେ ଏହାର ଅଡିଓ ଓ ଟିଜର ରିଲିଜ୍ ହେଇଯାଇଛି । ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ ବୋଲି…

ବନ୍ୟା ପାଇଁ ସୁଟିଂ ବାତିଲ୍ କଲେ ଜାହ୍ନବୀ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଯମୁନା ନଦୀ ପାଣି ସହରରେ ପ୍ରବେଶ କରିଛି । ଫଳରେ ତଳିଆ ଅଞ୍ଚଳ ଅଧିକ ଜଳମଗ୍ନ ଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ଅନେକ ଅଞ୍ଚଳ ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି…

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ…

ନାଁ ପୁରୁଣା,କାହାଣୀ ନୂଆ : ଉଦଣ୍ଡୀ ସୀତା ନାଁ କୁ ନେଇ ନିର୍ମାଣ ହେଲା ନୂଆ “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ପୁରୁଣା ଓଡ଼ିଆ ଫିଲ୍ମ ‘ଉଦଣ୍ଡୀ ସୀତା ' ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ହେଲା ନୂଆ ଫିଲ୍ମ "ଉଦଣ୍ଡୀ ସୀତା" । ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ । ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ । ଏହି ଫିଲ୍ମରେ ସୀତା…

ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା-୨’ ରେ ଡ଼େବ୍ୟୁ କରିବେ ଉର୍ଫି ଜାଭେଦ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ ଏବେ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ…