Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହରୁଖଙ୍କ ଘର ‘ମନ୍ନତ’ରେ ପଶି ଦୁଇ ପ୍ରଶଂସକ ଗିରଫ

ମୁମ୍ବାଇ: କିଙ୍ଗ ଖାନଙ୍କ ଘର ପଶି ଗିରଫ ହେଲେ ଦୁଇ ପ୍ରଶଂସକ । ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ଅଛନ୍ତି । ବେଳେବେଳେ ଅନେକ ପ୍ରଶଂସକ ସୁପରଷ୍ଟାରଙ୍କୁ ଭେଟିବାକୁ ସୀମା ପାରି କରିଦିଅନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଶାହରୁଖ ଖାନଙ୍କ ଘରେ…

ହାର୍ଟଆଟାକ ପରେ ସୁସ୍ଥ ହେଲେ ସୁସ୍ମିତା ସେନ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ଓ ପ୍ରତିଷ୍ଠିତ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏଞ୍ଜିୟୋପ୍ଲାଷ୍ଟି କରିବା ପରେ ସେ ଏବେ ସୁସ୍ଥ ଅଛନ୍ତି । ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ । ଏହା ବ୍ୟତୀତ ପ୍ରଶଂସକଙ୍କୁ ନିଜର…

ରାଉଡି ଲୁକ୍‌ରେ ନଜର ଆସିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ ରାକ୍ଷୀ ସାୱନ୍ତ  । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ କ୍ୟାରିୟର ଉପରେ କରିଛନ୍ତି ଫୋକସ୍‌ …

ଟଙ୍କାଏ ବି ନେଲେନି: ମାଗଣାରେ ଅଭିନୟ କଲେ ଅମିତାଭ-ଜୟା, ସୁପରହିଟ ହେଲା ଫିଲ୍ମ

ମୁମ୍ବାଇ: ୧୯୭୫ ମସିହାରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ 'ଚୁପକେ ଚୁପକେ'ରେ ବିଗ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଏହା ଏକ କମେଡି ଫିଲ୍ମ ଥିଲା । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ…

ଓସ୍କାର ମଞ୍ଚରେ ଲାଇଭ ପରଫମାନ୍ସ ହେବ ‘ନାଟୁ ନାଟୁ’ ଗୀତ; ପଫରମାନ୍ସ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’  ଫିଲ୍ମ । ଓସ୍କାର ୨୦୨୩  ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ…

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଧାରା ୪୦୯ ଅନୁଯାୟୀ ଏହି ମାମଲା ଦାୟର ହୋଇଛି। ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ…

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପରୋଲକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଅଭିନେତା ଶ୍ରୀତମ ଦାସ ପିଣ୍ଟୁଙ୍କ ମୃତ୍ୟୁ ବାବଦରେ ସୋଶିଆଲ ମିଡିଆରେ ଟୁଇଟ୍ କରି ସୂଚନା…

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା…

ଇଦ୍‌ରେ ଆସିବ ‘କିସି କା ଭାଇ କିସିକା ଜାନ୍‌’

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍‌ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍‌’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର ।…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…