Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡ଼ିଆ ଫିଲ୍ମକୁ ବିଶ୍ୱରେ ମିଳିଲା ସ୍ୱତନ୍ତ୍ର ପରିଚୟ : ବାବୁସାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓ ଲୋକାଦୃତ ଓଡ଼ିଆ ଫିଲ୍ମ ‘ଦମନ' ହିନ୍ଦୀ ଭାଷାରେ ମୁକ୍ତିଲାଭ ପରେ ଆଜି ଅପରାହ୍ନରେ ଓଡ଼ିଶା ଫେରିଛନ୍ତି ପୁରା ଦମନ ଫିଲ୍ମର ଟିମ୍ । ଅଭିନେତା ବାବୁଶାନ ଓ ଦମନ ଟିମ୍‌କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମ୍ୱର୍ଦ୍ଧନା ଦିଆଯାଇଛି ।…

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ…

ବିବାହ ବନ୍ଧନରେ ବାନ୍ଧି ହେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ସାତ ଜନ୍ମର ସାଥି ହେବେ ସିଦ୍ଧାର୍ଥ-କିଆରା । ୬ ଫେବୃୟାରୀରେ ବିବାହ କରିବାକୁ ଯାଉଛନ୍ତି ଏହି କପଲ୍‌ । ଦୁହିଁଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଭରି ରହିଛି ଉତ୍ସାହ  ।  ରାଜସ୍ଥାନର ଜୈସଲମେରର ପାଞ୍ଚ…

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ…

ବିବାହ କଲେ ହାସ୍ୟ ଅଭିନେତ୍ରୀ ମି ପୁଚ୍‌ପୁଚ୍‌

ଭୁବନେଶ୍ୱର: ବିବାହ କଲେ କମେଡ଼ି କୁଇନ୍ ମି ପୁଚ୍‌ପୁଚ୍ ଓରଫ ଲିତିକା ପ୍ରିୟଦର୍ଶନୀ ପତି । ବର୍ଷିୟାନ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ପୁଅ ଅଭିଷେକ ଷଡଙ୍ଗୀଙ୍କୁ ସେ ବିବାହ କରିଛନ୍ତି । ନିକଟରେ ଅନୁଷ୍ଠିତ ତାଙ୍କ ବିବାହ ଉତ୍ସବରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ନିଜର…

ଥାଲାପତି ବିଜୟଙ୍କ ନୂତନ ଫିଲ୍ମର ନାମ ଲିଓ, ଅକ୍ଟୋବର ୧୯ରେ ହେବ ରିଲିଜ

ମାଡ୍ରାସ: ଥାଲାପତି ବିଜୟଙ୍କ ବହୁ ଚର୍ଚ୍ଚିତ ଥାଲାପତି ୬୭ର ଟାଇଟଲ ଶୁଣିବା ପାଇଁ ଦର୍ଶକମାନେ ବେଶ କିଛି ଦିନ ହେବ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ । ଆଜି ମେକର୍ସଙ୍କ ପକ୍ଷରୁ ଏହାର ଟାଇଟଲ ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମର ନାମ ଲିଓ ରଖାଯାଇଥିବା ବେଳେ ଏହା ୧୯ ଅକ୍ଟୋବର…

୧୨ ବର୍ଷ ପରେ ଦ୍ୱିତୀୟ ବିବାହ କରିବେ ଅଭିନେତ୍ରୀ ସାରା : ବିଗ୍ ବସ୍ ଘରେ କରିଥିଲେ ପ୍ରଥମ ବିବାହ

ନୂଆଦିଲ୍ଲୀ : ଅଭିନେତ୍ରୀ ସାରା ଖାନ ଏବେ ନିଜର ଅପ୍‌କମିଂ ଫିଲ୍ମ “୧୯୯୦” କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସହିଦ କାଜମି । ଫିଲ୍ମରେ ସାରାଙ୍କ ସହ ଅର୍ଜୁନ ମନହସ ଏବଂ ମୀର ସରୱରଙ୍କୁ ଦେଖିବାକୁ ମିଳିବ । ତେବେ ସାରାଙ୍କ ପ୍ରଫେସନାଲ ଲାଇଫ ସହିତ ବ୍ୟକ୍ତିଗତ…

ପ୍ରଭାସ, ଦୀପିକାଙ୍କ ପ୍ରୋଜେକ୍ଟ କେ ଦୁଇ ଭାଗରେ ହେବ ରିଲିଜ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ପ୍ରୋଜେକ୍ଟ କେକୁ ୨ଟି ଭାଗରେ ରିଲିଜ କରିବା ପାଇଁ ନିର୍ମାତା ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ରଜନୀକାନ୍ତଙ୍କ ପାଇଁ ୭ ଦିନ ଉପବାସ ରହିଥିଲେ ଶ୍ରୀଦେବୀ

ମୁମ୍ବାଇ: ଆନ୍ନା ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଅଧିକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି । କେବଳ ଦକ୍ଷିଣୀ ସିନେମାରେ ନୁହେଁ, ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଛାପ ରହିଛି । ଅନ୍‌ସ୍କ୍ରିନ୍ ରଜନୀକାନ୍ତ ତାଙ୍କ ବୟସଠାରୁ ଯଥେଷ୍ଟ ଛୋଟ ଅନେକ…

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ…