Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାହିଁକି ଛୋଟ ଡ୍ରେସ ପିନ୍ଧନ୍ତି !

ଓଡ଼ିଶା ସମ୍ବାଦ ବ୍ୟୁରୋ : ରଙ୍ଗ ବେରଙ୍ଗର ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ବେଶି ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ଉର୍ଫି ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ । ହେଲେ ନିଜର ବୋଲ୍ଡ ଅନ୍ଦାଜ ଡ୍ରେସ ସହ ଅଜବ ଗଜବ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ…

ବନ୍ଦ ହୋଇଗଲା ଅଜୟ, ଅମୀର, ସଲମାନଙ୍କ ଏହି ସବୁ ଫିଲ୍ମ

ମୁମ୍ବାଇ: ବଲିଉଡର ଏବେ ଖରାପ ବେଳା ଚାଲିଛି କହିଲେ ଭୁଲ ହେବନି । ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପ ସତେ ଯେପରି ଏହାକୁ ଗ୍ରାସ କରିଛି । ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ପ୍ରଡ୍ୟୁସରମାନଙ୍କୁ ଘାରିଛି ଭୟ । ଏପରିକି କେତେକ ବହୁ ଚର୍ଚ୍ଚିତ ଫିଲ୍ମ ଡବାରେ ପଡିଯାଇଛି । ଏହା ମଧ୍ୟରେ ଅଜୟ ଦେବଗାନ,…

ଶାହାରୁଖଙ୍କ ପଠାନର ୧୨ଟି ସିନ କଟାଗଲା, ୨୫ରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଫିଲ୍ମ ଜାନୁୟାରୀ ୨୫ରେ ରିଲିଜ ହେବ । ସେନ୍ସର ବୋର୍ଡ ୧୨ଟି କଟ ସହ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି । ବିବାଦୀୟ ଭଗୱା ବିକନୀ ସିନ କିମ୍ବା ବେଶରମ ରଙ୍ଗ ଗୀତ ହଟାଯାଇ ନାହିଁ । ତେବେ ଏହି ଗୀତର ଅଶ୍ଲୀଳ ଦୃଶ୍ୟ ଉପରେ ସେନ୍ସର ବୋର୍ଡର…

ଅମିତାଭଙ୍କ ନାତିଙ୍କୁ ଡେଟ କରୁଛନ୍ତି କି ଶାହାରୁଖଙ୍କ ଝିଅ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ କରୁଥିବା ଖବାର ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ କ୍ରିସମାସ ପାର୍ଟିରେ ସୁହାନଙ୍କୁ ଅଗସ୍ତ୍ୟା ଅନ୍ୟମାନଙ୍କ ସହ ପାର୍ଟନର ଭାବେ ପରିଚିତ…

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ…

ଚଳନ୍ତା ଟ୍ରେନ୍ ପାହାଚରେ ବସି ଯାତ୍ରା କରୁଥିଲେ ସୋନୁ ସୁଦ; ଦାୟିତ୍ୱସମ୍ପନ୍ନତାର ପାଠ ପଢ଼ାଇଲା ରେଳବାଇ

ମୁମ୍ବାଇ: କରୋନା ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ପାଇଁ ତ୍ରାଣ କର୍ତ୍ତା ସାଜିଥିଲେ। ମହାମାରୀ କାଳ ରୂପକୁ ସେ ଖାତି ନ କରି ଲୋକଙ୍କ ସେବାରେ ଲାଗିଥିଲେ। କାହାକୁ ଖାଦ୍ୟ ପହଞ୍ଚାଇବା ହେଉ ତ ଆଉ କାହାକୁ ସୁରକ୍ଷତି ଘରେ ପହଞ୍ଚାଇବା ସବୁ କାମରେ ସେ ଆଗରେ ଥିଲେ। ସ୍ଥିତି ଏମିତି ଥିଲା…

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ…

ତୁନିଶାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ! ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା ପ୍ରଶ୍ନ ?

ମୁମ୍ବାଇ : ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗତ ଡିସେମ୍ବର ୨୪ ତାରିଖରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।ତୁନିଶାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଶିଜାନ-ଖାନ୍‌ ଜେଲରେ ରହିଛନ୍ତି । କିନ୍ତୁ ତୁନିଶାଙ୍କ ମୃତ୍ୟୁ ମାମଲାରେ ଦିନକୁ…

ଆନନ୍ଦ ପଣ୍ଡିତଙ୍କ ଘୋଷଣା, ଖୁବ ଶୀଘ୍ର ଆରମ୍ଭ ହେବ ଦି ବିଗ ବୁଲ ୨, ସରକାର ୪

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବିଗ ବୁଲ ଥିଏଟର ରିଲିଜ ହୋଇ ନ ପାରି ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ବିଗ ବୁଲର ସିକ୍ୱେଲ କରିବା ନେଇ ଅଂଟା ଭିଡିଛନ୍ତି । ସେ କହିଛନ୍ତି ଦି ବିଗ ବୁଲର ପରବର୍ତୀ…

‘ତାରକ ମେହେତା କା ଉଲଟା ଚଷମା’: ୧୪ ବର୍ଷ ପରେ ଶୋ’ ଛାଡିଲେ ଡାଇରେକ୍ଟର

ନୂଆଦିଲ୍ଲୀ: ତାରକ ମେହେତା କା ଉଲଟା ଚଷମା ଟିଭି ଶୋ’ ଛାଡ଼ିଲେ ଡାଇରେକ୍ଟର ମାଲବ ରାଜଦା । ୧୪ ବର୍ଷ ଧରି ସେ ଏହି ଶୋ’ ନିର୍ଦ୍ଦେଶନା ଦେଇଥିଲେ । ଏବେ ଟିଆରପି ଉପରେ ପଡିବ କି ପ୍ରଭାବ? ଦର୍ଶକ ବି ଆଚମ୍ୱିତ । ଠିକ୍ ସେଇ ମଜା  ମିଳିବ ତ? ଶୋ ବେଳେ ହସି ହସି ଯେପରି ଗଡିଯାଉଥିଲେ, ସେମିତି…