Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା କିଏ ଭବିଷ୍ୟବାଣୀ କଲେ ଯେ, ପଠାନ ଫିଲ୍ମ ନାଁ ବଦଳିବ, ରିଲିଜ ତାରିଖ ଘୁଂଚିବ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କମାଲ ଆର ଖାଁଙ୍କ ପଠାନକୁ ନେଇ କରିଥିବା ଭବିଷ୍ୟବାଣୀ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ପଠାନ ଫିଲ୍ମର ନାମ ବଦଳିବ । ଆଉ ମେକର୍ସ ଏହାର ରିଲିଜ ତାରିଖ ଘୁଂଚାଇବା ପାଇଁ ଯୋଜନା କରୁଛନ୍ତି । ସେହିପରି ଫିଲ୍ମରେ ଥିବା ବିବାଦୀୟ ଗୀତ ଭଗବା ମଧ୍ୟ ହଟିବ ।…

ମଞ୍ଚରେ ଏତେ ପ୍ରାଞ୍ଜଳ ଓ ସ୍ପଷ୍ଟ ଭାବେ କେମିତି କମେଡି କରନ୍ତି କପିଲ ଶର୍ମା? ଖୋଲିଲା ପୋଲ୍

ମୁମ୍ବାଇ: କପିଲ ଶର୍ମା ଦେଶର ସବୁଠାରୁ ଲୋକପ୍ରିୟ କମେଡିଆନ୍ ମାନଙ୍କ ମଧ୍ୟରୁ ଜଣେ। ସୋନି ଟିଭିର ଲୋକପ୍ରିୟ କମେଡି ଶୋ' 'ଦ କପିଲ ଶର୍ମା ଶୋ'ରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ। ଦର୍ଶକ ଏହି ଶୋ'କୁ ଅପେକ୍ଷା କରିଥାନ୍ତି ଦେଖିବାକୁ। ତାଙ୍କୁ ଦେଖିଲା ମାନେ ସମସ୍ତେ…

ଟାଇଗରଙ୍କ ସ୍କୃ ଢିଲାରେ ରଶ୍ମିକା ସ୍ଥାନରେ ଅଭିନୟ କରିବେ ଶନାୟା

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଛି ଟାଇଗର ଶ୍ରଫ ଅଭିନୀତ ସ୍କୃ ଢିଲା । ରିପୋର୍ଟ ମୁତାବକ ସାଉଥର ଗ୍ଲାମର ଗର୍ଲ ରଶ୍ମିକା ମନ୍ଦାନାଙ୍କ ସ୍ଥାନରେ ଏବେ ଅଭିନୟ କରିବେ ସନାୟା କାପୁର । ରିପୋର୍ଟ ମୁତାବକ ସନାୟା ପୂର୍ବରୁ ଧର୍ମା ପ୍ରଡକ୍ସନର ବେଧଡକ ଫିଲ୍ମରେ…

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର ସଂଗୀତ: ବାଳକୃଷ୍ଣ ଦାଶ ଗାୟନ : ସନ୍ଧ୍ୟା ମୁଖାର୍ଜୀ ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ଗୁଞ୍ଜନ ଦେଇ ଯା ଯା ଫୁଲରସିଆରେ ମନ ମୋର…

ରଣବୀରଙ୍କ ଆନିମଲର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁରଙ୍କ ବହୂ ପ୍ରତୀକ୍ଷୀତ ଆନିମଲ ଚଳଚ୍ଚିତ୍ରର ପାଷ୍ଟ ଲୁକ ଜାରୀ ହୋଇଛି । ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଷ୍କୁ ଶେୟାର କରିଛନ୍ତି । ରଣବୀର ହାତରେ କୁରାଢ଼ୀ, ସିଗାରେଟ ଧରିଥିବା ବେଳେ ତାଙ୍କ ପୋଷାକ ରକ୍ତ ଜୁଡୁବୁଡୁ…

ଭ୍ୟାକ୍ସିନ ୱାରରେ ନାନା ପାଟେକର !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଉପରେ ଆଧାରିତ । ଭ୍ୟାକ୍ସିନ ନ କରାଇ…

ପରଦାକୁ ଆସିବ ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା

ଭୁବନେଶ୍ୱର: କମେଡି, ରୋମାନ୍ସ ଆଉ ସସପେନ୍ସ । ପରଦାକୁ ଆସିବାକୁ ଯାଉଛି ସସପେନ୍ସରେ ଭରା ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା । ଅପ୍ପୁ କାନୁନଗୋଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ନୂଆବର୍ଷରେ ପରଦାକୁ ଆସିବ । ଫିଲ୍ମରେ କୁନି ଝିଅ ତା…

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ ମାମଲାରେ…

ତୁନିଷାଙ୍କ ମା’ ଦେଲେ ବଡ଼ ବୟାନ; ଧର୍ମ ପରିବର୍ତ୍ତନ ପାଇଁ ତୁନିଷାଙ୍କୁ ବାଧ୍ୟ କରୁଥିଲେ ସିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ବିବାଦ ଦିନକୁ ଦିନ ଘନଉଛି । ଏହି ମାମଲାରେ ଗିରଫ ହୋଇଥିବା ତାଙ୍କ ସହଯୋଗୀ ଅଭିନେତା ସିଜାନ ଖାନଙ୍କୁ ପୋଲିସ ଜେରା କରୁଥିବାବେଳେ ତୁନିଷାଙ୍କ ମା’ ଦେଇଛନ୍ତି ବଡ ବୟାନ । ତୁନିଷାଙ୍କ ମା’ କହିଛନ୍ତି, ତାଙ୍କ ଝିଅ ତୁନିଷା…

ପଠାନ ଫିଲ୍ମରୁ ହଟିବ ଗେରୁଆ ରଙ୍ଗର ବିକିନି ସିନ୍

ମୁମ୍ବାଇ: ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ପଠାନର ଗୀତ 'ବେଶରମ ରଙ୍ଗ'ରେ ଦୀପିକାଙ୍କ ଗେରୁଆ ବିକିନି ଏବଂ ଗୀତର ଲିରିକ୍ସକୁ ନେଇ ବିବାଦ ତେଜିଥିଲା। ଏହି ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନିକୁ ନେଇ…