Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୂଆବର୍ଷରେ ଜି ସାର୍ଥକର ଭେଟି; ଦର୍ଶକଙ୍କ ପାଇଁ ୩ ମେଗା ଧାରାବାହିକ

ଭୁବନେଶ୍ଠର: ନୂଆବର୍ଷରେ ଜି ସାର୍ଥକର ନୂଆ ଭେଟି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସୁଛି ୩ ମେଗା ଓଡ଼ିଆ ଧାରାବାହିକ  । ନୂଆ ବର୍ଷରେ ଏକାଥରକେ ୩ଟି ନୂଆ ଧାରାବାହିକ ଦେଖିବେ ଦର୍ଶକ  । ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ  ୩ଟି ନୂଆ ମେଗା ଧାରାବାହିକ ଆସିଛି । ତିନି…

ଫୁଲ ଔର କାଂଟେର ରିମେକ ନେଇ ଅଜୟ ଆଗ୍ରହୀ

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗାନ ଓ ମଧୂଙ୍କ ପଦାର୍ପଣ ଫିଲ୍ମ ଫୁଲ ଔର କାଂଟେ ସେ ସମୟରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପରେ ଅଜୟ ଘରେ ଘରେ ଏକ ପରିଚିତ ନାମ ହୋଇ ଯାଇଥିଲେ । ଏବେ ଏହାର ରିମେକ କରିବା ନେଇ ଅଜୟ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ…

ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା କଲେ ଆତ୍ମହତ୍ୟା

ରାୟପୁର: ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା କରୁଥିବା ଖବର ହସ୍ତଗତ ହେଉଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାୟପୁରର ୨୩ ବର୍ଷୀୟର ଲୀନା ନାଗବଂଶୀ । ସେ ତାଙ୍କ ଛାତ ଉପରେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ…

ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ, ପୁଣି ଚର୍ଚ୍ଚାରେ ସଲମାନ-ସଙ୍ଗୀତା

ମୁମ୍ବାଇ: ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ । ସେ ଶିହୀରଣ ଓ ଉନ୍ମାଦନା ସବୁବେଳେ ମନରେ ଚଂଚଳତା ସୃଷ୍ଟି କରିଥାଏ । ଆଉ ଏଥିରୁ ଭାଇଜାନ ସଲମାନ ଖାଁ ବା କିପରି ବାଦ ପଡିଥାନ୍ତେ । ସଲମାନଙ୍କ ୫୭ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଭବ୍ୟ ପାର୍ଟିର ଆୟୋଜନ କରାଯାଇଥିଲା । ବହୁତ ବଡ ବଡ ଷ୍ଟାର…

ବୟକଟ ଟ୍ରେଣ୍ଡ ଭିତରେ ଶାହାରୁଖଙ୍କ ଉପରେ ଲାଗିଛି ୭୦୦ କୋଟିର ବଜେଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସତେ ଯେପରି ବଲିଉଡରେ ତାଙ୍କ ଅଭିଶାନ ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ବିଗ ବଜେଟ ଫିଲ୍ମ ଧରାଶାୟୀ ହେବାରେ ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୟକଟ ଗ୍ରୁପ । ରିପୋର୍ଟ ମୁତାବକ ୨୦୨୩/୨୪ରେ ଶାହାରୁଖଙ୍କ ୩ଟି ବଡ…

ବଲିଉଡ୍ ଭାଇଜାନଙ୍କୁ ୫୭ ବର୍ଷ, ଭଉଣୀ ଓ ଭାଣିଜୀ ସହ ପାଳିଲେ ଜନ୍ମଦିନ

ମୁମ୍ୱାଇ: ଆଜି ଭାଇଜାନଙ୍କ ବାର୍ଥ ଡେ। ୫୭ ବର୍ଷରେ ପାଦ ଦେଲେ ବଲିଉଡ୍ ଆକ୍ଟର ସଲମାନ ଖାଁ। ବିଳମ୍ୱିତ ରାତି ଯାଏଁ ଜନ୍ମ ଦିନ ପାଳନ କରିଛନ୍ତି ବିଗ୍ ବସ୍। ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ପାର୍ଟି ଆୟୋଜନ ହୋଇଥିଲା। ବହୁ ବଲିଉଡ୍ କଳାକାର ଏଥିରେ ସାମିଲ ହୋଇଥିଲେ। ଅର୍ପିତା ଓ ଆୟୁଷ…

ମାଇନସ ୭ ଡିଗ୍ରୀରେ ଶୁଟିଂ କରୁଥିଲେ ହିମାଂଶୀ, ନାକରୁ ରକ୍ତ ବାହରିଲା ତା ପରେ…

ମୁମ୍ବାଇ: ବିଗ ବସ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କୁ ରୋମାନିଆର ଡାକ୍ତରଖାନାରେ ଭର୍ତି କରାଯାଇଛି । ହିମାଂଶୀ ଫତେ ଦେ ୟାର ବଡେ ନେ ଫିଲ୍ମର ଶୁଟିଂରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଯାଇଥିଲେ । ସେ ସାମାନ୍ୟ ଅସୁସ୍ଥ ଥିଲେ ମଧ୍ୟ…

ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି: ରୂପକୁମାର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହି ଘଟଣା ଦବି ଆସୁଥିବା ବେଳେ ଆଜି ପୁଣି ଜଣଙ୍କ ବୟାନ ଏହାକୁ ପୁନର୍ବାର ଆଲୋଚ୍ୟ ବିଷୟ କରିଦେଇଛି । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି…

କୋହଲିଙ୍କ ଫର୍ମ ଏବଂ ଆଉଟ ହେବା ଶୈଳୀରେ ଅସନ୍ତୋଷ ବ୍ୟକ୍ତ କଲେ ପିଲାବେଳର କୋଚ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୦ରେ କ୍ଲିନ ସୁଇପ କରିଥିଲେ ମଧ୍ୟ ବିରାଟ କୋହଲିଙ୍କ ପ୍ରଦର୍ଶନ ନିରାଶ କରିଛି । ସେ ୪ଟି ମ୍ୟାଚରେ ମାତ୍ର ୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ଫିଲ୍ଡିଂରେ ମଧ୍ୟ ଅନେକଗୁଡିଏ କ୍ୟାଚ ଡ୍ରପ କରିଛନ୍ତି । କୋହଲିଙ୍କ ପିଲାବେଳର କୋଚ…

ହଲିଉଡ ଫିଲ୍ମ ଦି ଟ୍ରାନ୍ସପୋର୍ଟରର ରିମେକରେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି…