Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି ସଙ୍ଗୀତ: ଭୁବନେଶ୍ୱର ମିଶ୍ର ଚଳଚ୍ଚିତ୍ର: ମା, ୧୯୫୮ ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ ମନନେଇ ତୁ ରେ ତୋହରି ବୁକୁରେ ଦିଅନାରେ ଭରି ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ…

ଶୁଟିଂ ସେଟରେ ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ତୁନୀଷା

ମୁମ୍ବାଇ: ଉଦୀୟମାନ ଟିଭି ତାରକା ତୁନୀଷା ଶର୍ମା ଶନିବାର ଶୁଟିଂ କରୁଥିବା ସେଟରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷୀୟ ତୁନୀଷା ଏଠାରେ ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ସେଟରେ ସବୁ କିଛି ଠିକ ଠାକ ଥିଲା । ହଠାତ ସେ କାହିଁକି ଏ ଭଳି ପଦକ୍ଷେପ ଗ୍ରହଣ କଲେ ତାହା…

ମୋ ନମ୍ବର ଯାହା ଥିଲା ସେଇଆ ରହିଛି-ସୋନୁ ସୁଦ

ନୂଆଦିଲ୍ଲୀ: ଡରାଇଲାଣି କରୋନା । ପଡୋଶୀ ଚୀନରେ ଏହାର ଭୟଙ୍କର ରୂପ ଦେଖିବା ପରେ ମନେ ପଡ଼ି ଯାଉଛି ସେଦିନର ଭୟଙ୍କର ଅନୁଭୂତି । ସଟଡାଉନ..ଲକଡାଉନ.. । ଖାଦ୍ୟର ଅଭାବ..ଘର ଅଭାବ.. ଅର୍ଥ ଅଭାବ । ତା ଭିତରେ ଯାନବାହନ ଠପ୍ । ଏସବୁ ନାହିଁ ନାହିଁ ଭିତରେ ଜୀବନ ଅଟକି ଯାଇଥିବା କଥା ମନେ ପଡିଲେ…

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସେୟାର କଲେ ହେବ ଜେଲ୍ ଦଣ୍ଡ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ସେୟାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଯେ ଏବେ ଏପରି କଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣ କୋର୍ଟ କଚେରୀ ଦୌଡ଼ିପାରନ୍ତି। ତଥାପି ଏପରି ନିୟମ ବ୍ରିଟେନରେ…

ଅବତାର ୨ର କଲେକ୍ସନ ୫୦୦୦ କୋଟି ଛୁଇଁଲା

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ସାରା ବିଶ୍ୱରେ ଧମାକାଦାର ବିଜିନେସ କରୁଛି । ରିପୋର୍ଟ ମୁତାବକ ଏବେ ଏହା ୬୦୦ ମିଲିୟନ ଡଲାର ତଥା ୫୦୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଅବତାର ୨ର ବକ୍ସ ଅଫିସ କଲେକ୍ସନ ୨୦୦ କୋଟି ଛୁଇଁଛି । ଏଥିସହ ପ୍ରଥମ ସପ୍ତାହରେ ଭାରତରେ ୨ୟ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

୨୧ ବର୍ଷ ପରେ ପୁନର୍ବାର ଏକତ୍ର ହେବେ ଅନୀଲ-ଜ୍ୟାକି ଯୋଡି

ମୁମ୍ବାଇ: ୨୧ ବର୍ଷ ପରେ ବଲିଉଡର ଦୁଇ ମହାନ ଅଭିନେତା ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ ପୁନର୍ବାର ଆଉ ଏକ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଭାଇ ଘାଇ ଏହି ଫିଲ୍ମରେ ଅନୀସ ୱାଜମୀ ନିର୍ଦ୍ଦେଶନା ଦେବେ । ଏହି କମେଡୀ ଫିଲ୍ମର ନାମ ଚୋର ଔର ପୋଲିସ ରହିଛି ।…

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ । ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ…

ଦୀପିକାଙ୍କ ଭଳି ବେଳାଭୂମିରେ ଗେରୁଆ ରଙ୍ଗର ବିକିନି ପିନ୍ଧି ଫଟୋ ସେୟାର କଲେ ନେହା ଶର୍ମା

ମୁମ୍ବାଇ: ଫିଲ୍ମ 'ପଠାନ'ରେ ଗେରୁଆ ରଙ୍ଗର ବିକିନି ପିନ୍ଧି ବେସରମ ରଙ୍ଗର ଗୀତକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ପ୍ରସଙ୍ଗ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ କିଛି ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି। ଏହି ରଙ୍ଗୀନ ବିକିନି…

ପ୍ରଶ୍ନଥିଲା ଶାହାରୁଖ ବଦଳରେ ନାଁ ଶେଖର ରାଧାକୃଷ୍ଣ ହୋଇଥିଲେ ? କିଙ୍ଗ ଖାନଙ୍କ ଉତ୍ତର ହୃଦୟ ଛୁଇଁଗଲା

ମୁମ୍ବାଇ: ଅପକମିଂ ଫିଲ୍ମ ପଠାନକୁ ନେଇ ଏବେ ବେଶ ଚର୍ଚ୍ଚାରେ କିଙ୍ଗଖାନ ଶାହରୁଖ  । ବିଶେଷ କରି ମୁଭିର ‘ବେସରମ ରଙ୍ଗ’ ଗୀତକୁ ନେଇ ସବୁଆଡେ ପ୍ରତିବାଦର ସୁଅ । ଏହି ଗୀତକୁ ଅକ୍ଳୀଳ ବୋଲି କହି ଏହାକୁ ହଟାଇବା ପାଇଁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ । ନ ହେଲେ ଫିଲ୍ମକୁ ରିଲିଜ କରିବାକୁ…